ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଚାଳକଙ୍କ ଉପରକୁ ଚପଲ ଫିଙ୍ଗିଲେ ଟ୍ରାଫିକ୍‌ ପୁଲିସ

ବେଙ୍ଗାଲୁରୁ : କଥାରେ ଅଛି ସଡ଼କ ସୁରକ୍ଷା ଜୀବନ ରକ୍ଷା । ରାସ୍ତାରେ ଚଳାଚଳ କରୁଥିବା ଲୋକେ କିପରି ସୁରକ୍ଷିତ ରହିବେ ସେଥି ପାଇଁ ଅନେକ ଆଇନ୍‌ ପ୍ରଣୟନ କରାଯାଇଛି । ସେଥି ମଧ୍ୟରୁ ଗୋଟେ ହେଲେ ଗାଡ଼ି ଚଳାଇବା ବେଳେ ହେଲ୍‌ମେଟ୍‌ ପିନ୍ଧିବା । କିଛି ଲୋକ ଏହି ଆଇନ୍‌କୁ ଅବମାନନା କରି ହେଲ୍‌ମେଟ…
ଅଧିକ ଖବର ଦେଖନ୍ତୁ...

ନିଜ ଝିଅର ବାହାଘର ଦିନ ଅନ୍ୟ ୭ଜଣ ଦଳିତ ଯୁବତୀଙ୍କ ବାହାଘର କରାଇଲେ କନ୍ୟାପିତା

ଗାନ୍ଧୀନଗର: ଆଜିକାଲି ଲୋକମାନେ ନିଜ ନିଜ ପିଲାମାନଙ୍କ ବିବାହକୁ ସବୁଠାରୁ ଅଲଗା ଓ ଅନ୍ୟମାନଙ୍କ ଠାରୁ ନିଆରା କରିବା ଚକ୍କରରେ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେମାନଙ୍କ ପିଲାମାନଙ୍କ ବିବାହକୁ କିପରି ସମସ୍ତେ ମନେ ରଖିବେ, ସେ ନେଇ ସବୁ ମାତା-ପିତାମାନେ ଚେଷ୍ଟା କରୁଛନ୍ତି । ପିଲାମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ସ୍ୱାମୀ ଆମିର୍‌ ଅଲ୍ଲୀଙ୍କ ସହ ଧାରାବାହିକରେ କାମ କରନ୍ତି ନାହିଁ ସଞ୍ଜିଦା ଶେଖ୍‌

ମୁମ୍ବାଇ: ଧାରାବାହିକରେ ଦେଖା ତା’ ପରେ ପ୍ରେମ ଏବଂ ପରେ ବିବାହ । ଏହି ଭଳି ଭାବରେ ଆରମ୍ଭ ହୋଇଥିଲା ଆମିର୍‌ ଅଲ୍ଲୀ ଏବଂ ସଞ୍ଜିଦା ଶେଖ୍‌ଙ୍କ ପ୍ରେମ କାହାଣୀ । ଦୁଇ ଜଣଙ୍କ ମଧ୍ୟରେ ଥିବା ଭଲ ପାଇବା ଏବଂ କେମେଷ୍ଟ୍ରିକୁ ଲୋକେ ଖୁବ୍‌ ପସନ୍ଦ କରୁଥିଲେ ମଧ୍ୟ ଦୁଇ ଜଣ ବିବାହ ପରଠାରୁ କେବେ ହେଲେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ମିଛ ଦୁଷ୍କର୍ମ ମାମଲାରେ ଫସାଇବାକୁ ଚେଷ୍ଟା କରି ଗିରଫ ହେଲେ ମହିଳା

ମଥୁରା : ସଂପ୍ରତି ସାରା ଦେଶରେ ଦୁଷ୍କର୍ମକୁ ନେଇ ଅନେକ ଆଲୋଚନା ଚାଲିଥିବା ବେଳେ ପୁଣି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଦୁଷ୍କର୍ମର ଶିକାର ନ ହୋଇ ମଧ୍ୟ ଜଣେ ମହିଳା ଜନୈକ ଯୁବକଙ୍କ ଉପରେ ମିଥ୍ୟା ଆରୋପ ଲାଗାଇ ତାଙ୍କ ଠାରୁ ୩୫ଲକ୍ଷ ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରିଥିବା…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା କେଉଁ ଫିଲ୍ମର ସ୍ୱିକ୍ୱେଲରେ ଆସିବାକୁ ଚାହାନ୍ତି ରାଣୀ ମୁଖାର୍ଜୀ!

ନୂଆଦିଲ୍ଲୀ : ବଲିଉଡ଼୍‍ ନାୟିକା ରାଣୀ ମୁଖାର୍ଜୀ ଚଳିତ ବର୍ଷ ‘ହିଚ୍‌କୀ’ଟାଇଟଲ୍‌ରେ ନିର୍ମିତ ଏକ ଫିଲ୍ମ ଜରିଆରେ ମାତୃତ୍ୱ ପରେ ପୁଣିଥରେ ଅଭିନୟ ଦୁନିଆକୁ ଫେରିଛନ୍ତି। ଏହି ଫିଲ୍ମକୁ ଉଭୟ ଦର୍ଶକ ଓ ସମୀକ୍ଷକ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରିଛନ୍ତି। ରାଣୀ ମୁଖାର୍ଜୀ ‘ମେହେନ୍ଦୀ’ସିନେମାରୁ…
ଅଧିକ ଖବର ଦେଖନ୍ତୁ...

ଏହି ଅଳ୍ପ ପରିଚିତ ନାୟକଙ୍କ ନାୟିକା ହେବେ ଅନୁ

ଓଲିଉଡ଼୍‍ର ଜଣେ ଲୋକପ୍ରିୟ ନାୟିକା ହେଲେ ଅନୁ ଚୌଧୁରୀ। ସେ ତାଙ୍କର ଦୀର୍ଘ ଦିନର କ୍ୟାରିୟର୍‌ରେ ଅଧିକାଂଶ ଟପ୍‌ ଅଭିନେତାଙ୍କ ସହିତ ସ୍କ୍ରିନ୍‌ ସେୟାର୍‌ କରିଛନ୍ତି। ଅନୁ ତାଙ୍କର ପ୍ରଥମ ସିନେମା ‘ମା ଗୋଜବାୟାଣୀ’ରେ ତାଙ୍କଠାରୁ ଢ଼େର ଅଭିଜ୍ଞ ଅଭିନେତାଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହି…
ଅଧିକ ଖବର ଦେଖନ୍ତୁ...

ଦୁଇମାସ ପରେ ଘରକୁ ଫେରିବା ପରେ ଅଭିଷେକଙ୍କୁ ଏହି ଉପହାର ଦେଲେ ଆରାଧ୍ୟା!

ନୂଆଦିଲ୍ଲୀ : ଜୁନିଅର ବଚ୍ଚନ ଆଜିକାଲି ତାଙ୍କର ନୂଆ ସିନେମା ‘ମନମର୍ଜିଆ’ର ସୁଟିଂରେ ଖୁବ୍‌ ବ୍ୟସ୍ତ ରହୁଛନ୍ତି। ତେବେ ନିକଟରେ ଏହାର ଏକ ପ୍ରଥମ ଭାଗର ସୁଟିଂ ଶେଷ କରି ଅଭିଷେକ ବଚ୍ଚନ ଘରକୁ ଫେରିଥିଲେ। ଅଭିଷେକ ଘରକୁ ଫେରିବା ମାତ୍ରେ ତାଙ୍କର ଝିଅ ଅରାଧ୍ୟା ତାଙ୍କୁ ଏକ ଖାସ୍‌ ଉପହାର…
ଅଧିକ ଖବର ଦେଖନ୍ତୁ...

ଓଲା କ୍ୟାବ୍‌ରେ ଦୁଷ୍କର୍ମର ଶିକାର ହେଲେ ମହିଳା: ଚାଳକ ଏବଂ ତାଙ୍କ ସାଥୀଙ୍କ ବିରୋଧରେ ଅଭିଯୋଗ

ନୋଏଡ଼ା : ନୋଏଡ଼ାରେ ପୁଣି ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ନିଜ କାର୍ଯ୍ୟସ୍ଥଳରୁ ଘରକୁ ଫେରୁଥିବା ବେଳେ ସେ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଅଭିଯୋଗ ହୋଇଛି । ଓଲା କ୍ୟାବ୍‌ ଚାଳକ ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ତାଙ୍କ ସାଥୀ ସହ ଜଙ୍ଗଲରେ ଏକା ଛାଡ଼ି ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଏହି ପ୍ରସିଦ୍ଧ କଳାକାରମାନେ ଏକାଧିକ ବାର ସଂପର୍କ ଯୋଡ଼ିଛନ୍ତି ଓ ଭାଙ୍ଗିଛନ୍ତି

ପ୍ରେମରେ ଧୋକା ଖାଇବା ଆଜିକାଲି ଅତି ସାଧାରଣ ହୋଇ ଗଲାଣି । ପ୍ରତି ଦିନ କାହାର ନା କାହାର ହୃଦୟ ଭାଙ୍ଗିବା ସହ କାହାର ସାଥୀ ଧୋକା ଦେଇ ଚାଲି ଯାଉଛନ୍ତି । ଏପରି କେବଳ ସାଧାରଣ ଲୋକମାନଙ୍କ ସହିତ ନୁହେଁ ବରଂ ବଡ଼ ବଡ଼ ସେଲିବ୍ରିଟିମାନଙ୍କ ସହ ମଧ୍ୟ ଘଟୁଛି । ବଡ଼ ଏବଂ ଛୋଟ ପରଦାରେ କଳାକାରମାନେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଯିବା ପାଇଁ ମନା କରିବାରୁ ଗାଡ଼ିରେ ବାନ୍ଧି ଝିଅକୁ ସ୍କୁଲ ନେଲା ବାପା

ନୂଆଦିଲ୍ଲୀ : ପ୍ରାୟତଃ ପିଲାମାନେ ଛୋଟ ଥିବା ସମୟରେ ସ୍କୁଲ ଯିବା ପାଇଁ ପସନ୍ଦ କରନ୍ତି ନାହିଁ । ସେମାନଙ୍କୁ ସ୍କୁଲ ପଠାଇବା ପାଇଁ ମାତା-ପିତାମାନେ ଅନେକ କଷ୍ଟ କରିଥାନ୍ତି । ବିଭିନ୍ନ ବାହାନା କରି କିପରି ନିଜ ପିଲାମାନଙ୍କୁ ସେମାନେ ସ୍କୁଲ ପଠାଇବେ ସେ ଚେଷ୍ଟାରେ ଲାଗିଥାନ୍ତି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...