Daily Archives

May 4, 2018

ଓଡ଼ିଶା ସମେତ ୪ ରାଜ୍ୟରେ ଝଡତୋଫାନ ଆଶଙ୍କା, ସତର୍କ କରାଇଲା ଗୃହ ମନ୍ତ୍ରାଳୟ

ଭୁବନେଶ୍ୱର : ବୁଧବାରଦିନ ଉତ୍ତର ଓ ପଶ୍ଚିମ ଭାରତରେ ଭୟଙ୍କର ଧୂଳିଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ ଶତାଧିକ ଲୋକ ମୃତ୍ୟୁବରଣ କରିବା ପରେ ସତର୍କ ହୋଇ ଉଠିଛି ଗୃହ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗ । ମନ୍ତ୍ରାଳୟ ପକ୍ଷରୁ ପୁଣି ଥରେ ଏପରି ପ୍ରାକୃତିକ ଦୁର୍ବିପାକର ପୂର୍ବାନୁମାନ କରାଯାଇଛି ଓ…
ଅଧିକ ଖବର ଦେଖନ୍ତୁ...

ବିମାନ ଓ ଯାତ୍ରୀମାନଙ୍କୁ ଛାଡ଼ିଦେଇ ବିମାନରୁ ଓହ୍ଲାଇଗଲେ ଇଣ୍ଡିଗୋ ପାଇଲଟ୍‌, ଉତ୍ୟକ୍ତ ଯାତ୍ରୀ କଲେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗୌହାଟି ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋ ବିମାନର ଉଡ଼ାଣରେ ଦୀର୍ଘ ୫ ଘଣ୍ଟା ବିଳମ୍ବ ଘଟିବା ଓ ସଂପୃକ୍ତ ବିମାନର ପାଇଲଟ୍‌ ବିମାନ ଓ ତା’ମଧ୍ୟରେ ବସିଥିବା ଯାତ୍ରୀମାନଙ୍କୁ ରନ୍‌େଓ୍ଵ ଉପରେ ଛାଡ଼ିଦେଇ…
ଅଧିକ ଖବର ଦେଖନ୍ତୁ...

୭ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ : ୧୨ଟା ପରେ ୱେବସାଇଟରେ ଅପଲୋଡ୍ ହେବ ରେଜଲ୍ଟ

କଟକ : ମେ’ ୭ ତାରିଖ, ସୋମବାର  ଦିନ ୨୦୧୮ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏଥି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ସକାଳ ୯ଟା ବେଳେ  ଫଳ ପ୍ରକାଶ ପାଇବ ବୋଲି  ବୋର୍ଡ ଅଧ୍ୟକ୍ଷା ଜାହାନ୍ ଅାରା ବେଗମ୍ ସୂଚନା ଦେଇଛନ୍ତି। …
ଅଧିକ ଖବର ଦେଖନ୍ତୁ...

ରିଲିଜ୍‌ ପୂର୍ବରୁ ରେକର୍ଡ, ପୁଣି ଦର୍ଶକଙ୍କ ଭିତରେ ‘ବାହୁବଳୀ’ କ୍ରେଜ୍‌

ନୂଆଦିଲ୍ଲୀ: ମନେପକାନ୍ତୁ ଠିକ୍‌ ବର୍ଷେ ତଳର କଥା। ‘ବାହୁବଳୀ-୨: ଦ କନ୍‌କ୍ଲୁଜନ୍‌’ ନିଶାରେ ମାତାଲ ହୋଇଥିଲେ ଅଗଣତି ସିନେ ପ୍ରେମୀ। ଧୀରେ ଧୀରେ କମିଥିଲା ଚଳଚ୍ଚିତ୍ରର କ୍ରେଜ୍‌। କଟ୍ଟପା କାହିଁକି ବାହୁବଳୀକୁ ମାରିଥିବା ପ୍ରଶ୍ନର ଉତ୍ତର ପାଇବା ପରେ ସିନେପ୍ରେମୀମାନେ ଯେପରି ଥଣ୍ଡା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କାହିଁକି ଶବଦାହ କରିବାକୁ ମହିଳାଙ୍କୁ ମନା? ଏହା ପଛରେ ଥିଲା ଅନେକ କାରଣ

ହିନ୍ଦୁ ଧର୍ମରେ କେହି ବ୍ୟକ୍ତି ମୃତ୍ୟୁବରଣ କଲେ ପରିବାର ବା ସଂପର୍କୀୟ ପରୁଷମାନେ ତାଙ୍କର ଶବଦାହ କରିବାକୁ ଶ୍ମଶାନକୁ ଯାଇଥାନ୍ତି। ହେଲେ କେହି ନାରୀ କେବେ ଶ୍ମଶାନକୁ ଯିବାର ଦେଖିଛନ୍ତି? ଏବେ ଅବଶ୍ୟ ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ପୂର୍ବ ପ୍ରଥାଗୁଡ଼ିକ ଧୀରେ ଧୀରେ କୋହଳ ହେବାକୁ…
ଅଧିକ ଖବର ଦେଖନ୍ତୁ...

ସାବଧାନ ! ଭୁଲରେ ବି ହ୍ଵାର୍ଟ୍ସଆପ୍‌ରେ ଖୋଲନ୍ତୁ ନାହିଁ ଏହି ମେସେଜ

ନୂଆଦିଲ୍ଲୀ : ସୋସିଆଲ ମଡିଆର ଚାହିଦା ବଢ଼ିବା ସହ ଏ ନେଇ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କିଛି ଦିନ ପୁର୍ବେ ଫେସବୁକ୍‌ରେ ଭାଇରସ୍‌ ମେସେଜ ଖବର ଆସିଥିବା ବେଳେ ବର୍ତ୍ତମାନ ହ୍ଵାଟ୍ସଆପରେ ଏକ ମେସେଜ ଚହଳ ପକାଇଛି। ଆଜ୍ଞା ହଁ , ହ୍ଵାର୍ଟ୍ସଆପରେ ଏକ ମେସେଜ ସେୟାର ହେଉଛି, ଯାହାକୁ କ୍ଲିକ୍‌…
ଅଧିକ ଖବର ଦେଖନ୍ତୁ...

ଜିଏସଟି କାଉନସିଲ ବୈଠକ, ଅଟକିଲା ଚିନି ଉପରେ ସେସ ଲାଗୁ ନିଷ୍ପତ୍ତି

ନୂଆଦିଲ୍ଲୀ : ଜିଏସଟି କାଉନସିଲର ୨୭ ତମ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମତଃ ଜିଏସଟି ବ୍ୟବସ୍ଥାକୁ ପରିଚାଳନା କରୁଥିବା ସଂସ୍ଥା ଜିଏସଟିଏନକୁ ଏକ ସଂପୂର୍ଣ୍ଣ ସରକାରୀ ସଂସ୍ଥାରେ ପରିଣତ କରାଯିବ । ଏଥିରେ କେନ୍ଦ୍ର ସରକାରଙ୍କ ୫୦ ପ୍ରତିଶତ ଓ ରାଜ୍ୟସରକାରମାନଙ୍କ…
ଅଧିକ ଖବର ଦେଖନ୍ତୁ...

୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ମୟୂରଭଞ୍ଜ, ଅନୁଗୁଳ, ଗଜପତି ସମେତ ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା: ସତର୍କ…

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର, ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ରାଜ୍ୟର ୮ଟି ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥରମାଡ ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି ବୋଲି…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଆଖି ସାମ୍ନାରେ ହିଁ ରହିଛି ଆପଣଙ୍କ ନାମ! ଆପଣ ଖୋଜିବେ ନା ଆମେ ସାହାଯ୍ୟ କରିବୁ?

ଆପଣ ପୂର୍ବରୁ ଅନେକ ପଜଲ୍‌ ଓ ରିଡିଲ୍‌ ଜରିଆରେ ନିଜର ବୁଦ୍ଧି ପରୀକ୍ଷା କରି ସାରିଛନ୍ତି। ଆଜି ଆମେ ଆପଣଙ୍କୁ ଆପଣଙ୍କ ନିଜ ସଂପର୍କରେ ଏକ ପଜଲ୍‌ ଖେଳାଇବୁ। ଆପଣ ସେହି ପଜଲ୍‌ ଭିତରେ ଆପଣଙ୍କ ନାମ ଖୋଜିବେ। ପଜଲ୍‌ଟିରେ Aରୁ ନେଇ Z ପର୍ଯ୍ୟନ୍ତ ୨୬ଟି ଯାକ ଅକ୍ଷର ଦିଆଯାଇଛି। ସେହି ଅକ୍ଷର ଭିତରେ…
ଅଧିକ ଖବର ଦେଖନ୍ତୁ...

ଜେଲରେ ଥିବା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଜାମିନରେ ଆସି ପୁଣି ଜଣେ ୩ ବର୍ଷୀୟା ଶିଶୁକୁ କଲା ଦୁଷ୍କର୍ମ

ବିକାନିର (ରାଜସ୍ଥାନ): ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଜନୈକ ଅଭିଯୁକ୍ତ, ଜେଲରୁ ଜାମିନ୍‌ରେ ବାହାରକୁ ଆସିଥିବା ବେଳେ ଅନ୍ୟ ଜଣେ ୩ ବର୍ଷ ବୟସ୍କା ଶିଶୁକୁ ଦୁଷ୍କର୍ମ କରି ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଆଉଥରେ ଗିରଫ ହେବା ଘଟଣା ଏବେ ସମଗ୍ର ରାଜସ୍ଥାନରେ ଚାଞ୍ଚଲ୍ୟ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...