Daily Archives

May 4, 2018

ଆସସ୍‌ର ଏହି ସ୍ମାର୍ଟଫୋନଟି କିଣିଲେ ମିଳିବ ସାରା ବର୍ଷ ପାଇଁ ଡାଟା ମାଗଣା

ମୁମ୍ବାଇ : ଆସସ୍‌ ଜେନଫୋନ ମାକ୍ସ ପ୍ରୋ (ଏମ୧) ସ୍ମାର୍ଟଫୋନ କ୍ରୟ କରୁଥିବା ଗ୍ରାହକଙ୍କ ପାଇଁ ଭୋଡ଼ାଫୋନ ଓ ଆସସ୍‌ ମିଳିତ ଭାବେ ବିଭିନ୍ନ ସୁବିଧା ବିଷୟ ଘୋଷଣା କରିଛନ୍ତି । ଏହି ସ୍କାର୍ଟଫୋନ କେବଳ ଫ୍ଲିପକାଟରେ ଉପଲବ୍‌ଧ ହେବ । ଭୋଡ଼ାଫୋନର ପୋଷ୍ଟପେଡ଼ ଓ ପ୍ରିପେଡ଼ ଗ୍ରାହକଙ୍କ ପାଇଁ ଏଥିରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା ଟାଉନ ଥାନାରେ ସାଂସଦ ବୈଜୟନ୍ତଙ୍କ ବିରୋଧରେ ମାମଲା ରୁଜୁ ହେଲା

କେନ୍ଦ୍ରାପଡ଼ା/ଭୁବନେଶ୍ୱର : ମିଥ୍ୟା ସତ୍ୟପାଠ ମାମଲାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡ଼ା ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇଛି। ଅାଇପିସି ଧାରା ୪୧୯ ଓ ୪୨୦ ଅନ୍ତର୍ଗତ ରୁଜୁ ହୋଇଥିବା ମାମଲାର ତଦନ୍ତ ଟାଉନ ଥାନା ଅାଇଅାଇସି କରିବେ।  ବୁଧବାର କେନ୍ଦ୍ରାପଡା…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନ ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ କଲା କମିସନରେଟ ପୁଲିସ୍‌

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟର ଜାମିନକୁ ରଦ୍ଦ କରିଦେବା ଲାଗି ହାଇକୋର୍ଟରେ କମିସନରେଟ ପୋଲିସ ଆବେଦନ କରିଛି। ରାଜା ଆଚାର୍ଯ୍ୟକୁ ପୁଣି ଜେଲର ଚାରିକାନ୍ଥ ଭିତରକୁ ପଠାଇବା ପାଇଁ ପୁଲିସ୍‌ ଚାହୁଁଛି ବୋଲି ଜାଣିବାକୁ ମିଳିଛି। ରାଜା ଆଚାର୍ଯ୍ୟ ଜେଲରୁ ବାହାରେ ରହିଲେ କିଛି ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ମୁଣ୍ଡରେ ଥାଏ ୩ ଋଣ ଓ ନାରୀ ମୁଣ୍ଡରେ ୧, ଏହି ସବୁ ଋଣ ଶୁଝିବା ବିନା ସଂସାର ତ୍ୟାଗକୁ ପାପ କୁହାଯାଏ

ବିଜ୍ଞାନର ଅଗ୍ରଗତି ଓ ପୁରୁଷମାନଙ୍କ ସହ ଧୀରେ ଧୀରେ ନାରୀମାନେ ତାଳ ଦେଇ ଚାଲିବା ହେତୁ ଏବେ ପ୍ରାୟ ପୁରୁଷ ଓ ନାରୀମାନଙ୍କ ଭିତରେ ରହିଥିବା ପାର୍ଥକ୍ୟ କମି ଆସିଲାଣି। ଶାରୀରିକ ଅସାମଞ୍ଜ୍ୟସକୁ ବାଦ୍‌ ଦେବା ପରେ ଆଉ କୌଣସି ବି କ୍ଷେତ୍ରରେ ପୁରୁଷଙ୍କଠାରୁ ଭିନ୍ନ ନୁହଁନ୍ତି ନାରୀ। ମାତ୍ର…
ଅଧିକ ଖବର ଦେଖନ୍ତୁ...

ଡି ବ୍ରଦର୍ସ ଲିଙ୍କ୍‌ : ଧର୍ମଶାଳା ବିଧାୟକଙ୍କୁ ଇଡି ପକ୍ଷରୁ ନୋଟିସ୍‌ ଜାରି

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କର ଡି ବ୍ରଦର୍ସଙ୍କ ସହ ସଂପର୍କ ଥିବା ସନ୍ଦେହରେ ବିଧାୟକ ବଳବନ୍ତରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଏକ ସମନ ଜାରି ହୋଇଛି। ଏହି ସମନରେ ବିଧାୟକ ବଳବନ୍ତରାୟଙ୍କୁ ଆଗାମୀ ୭ ତାରିଖ ଅପରାହ୍ନ ୩ଟାରେ…
ଅଧିକ ଖବର ଦେଖନ୍ତୁ...

ଆଧାର କାର୍ଡ୍‌ ସଂଯୋଗକୁ ନେଇ ଆପଣଙ୍କ ମନରେ ଥିବା ସମସ୍ତ ପ୍ରଶ୍ନର ଉତ୍ତର ଜାଣନ୍ତୁ

ଅନେକ ସରକାରୀ ଯୋଜନା ଓ ଅର୍ଥନୈତିକ କାରବାର ପାଇଁ ଆଧାର ଲିଙ୍କ୍‌ କରିବାକୁ ୩୧ ମାର୍ଚ୍ଚ, ୨୦୧୮ ଯାଏଁ ସମୟ ଦିଆଯାଇଥିଲା। ପାନ୍‌ କାଡ୍‌ର୍, ବ୍ୟାଙ୍କ୍‌ ଆକାଉଣ୍ଟ୍‌, ମୋବାଇଲ୍‌ ସିମ୍‌, ମ୍ୟୁଚୁଆଲ୍‌ ଫଣ୍ଡ୍‌, ପିପିଏଫ୍‌, କେଭିପି ଇତ୍ୟାଦି ପାଇଁ ଆଧାର କାର୍ଡ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ଚାଣକ୍ୟ ନୀତି : ମୂର୍ଖ ଲୋକଙ୍କ ସହିତ କେବେ ବି ବିବାଦ କରିବା ଠିକ୍‌ ନୁହେଁ

ଚାଣକ୍ୟ କହିଛନ୍ତି କି ଆମକୁ କେବେ ବି ମୂର୍ଖ ଲୋକଙ୍କ ସହିତ ବିବାଦ କରିବା ଠିକ୍‌ ନୁହେଁ। କାରଣ ମୂର୍ଖ ଲୋକଙ୍କ ପାଖରେ ବୁଝିବା ଶକ୍ତି ଆଦୌ ନ ଥାଏ। ସେମାନେ ଥରେ ଯାହା ବୁଝିଥିବେ ତାହା ଠକ୍‌ ବୋଲି ଧରି ନିଅନ୍ତି। ତାଙ୍କୁ ବୁଝାଇବା ବଡ଼ କଷ୍ଟକର। ତେଣୁ ଯଦିି ଆପଣ ତାଙ୍କ ସହ ବିବାଦ କରନ୍ତି…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ୨ଟି ପୃଥକ ଦୁର୍ଘଟଣାରେ ୧ ମୃତ, ୮ ଆହତ

ଯାଜପୁର/ ବିଞ୍ଝାରପୁର/ରଗଡ଼ି: ଆଜି ସକାଳେ ଯାଜପୁରରେ ଦୁଇଟି ପୃଥକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୮ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛିି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଯୌନ ବ୍ୟଭିଚାର ଅଭିଯୋଗ କାରଣରୁ ସ୍ଥଗିତ ରହିଲା ୨୦୧୮ ବର୍ଷର ନୋବେଲ୍‌ ସାହିତ୍ୟ ପୁରସ୍କାର

କୋପେନ୍‌ହେଗେନ୍‌: ଏ ବର୍ଷ ସାହିତ୍ୟ ପାଇଁ ନୋବେଲ୍‌ ପୁରସ୍କାର ଘୋଷଣା କରାଯିବ ନାହିଁ। ସାହିତ୍ୟ ବିଭାଗ ପାଇଁ ପୁରସ୍କାର ଚୟନ କରୁଥିବା ସଂସ୍ଥା ଭ୍ୟଭିଚାରରେ ଲିପ୍ତଥିବା ଅଭିଯୋଗରେ ଛନ୍ଦି ହୋଇ ପଡ଼ିବା ଫଳରେ ଏ ଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଷ୍ଟକ୍‌ହୋମ୍‌ ଠାରେ ଗୋଟିଏ ଦିନ ପୂର୍ବେ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳରୁ ଉଦ୍ଧାର ହାତୀଛୁଆ ଯିବ କପିଳାସ

ଅନୁଗୁଳ: ଅନୁଗୋଳ ଜିଲ୍ଲା ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳର ଡଙ୍ଗାମାଳ ଗାଁ ନିକଟରେ ଗତକାଲି ଉଦ୍ଧାର ହୋଇଥିବା ହାତୀ ଛୁଆଟିକୁ ଢେଙ୍କାନାଳ ଜିଲ୍ଲା କପିଳାସରେ ଥିବା ଚିଡ଼ିଆଘରକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି। ଉଦ୍ଧାର ହାତୀଛୁଆଟିର ଚିକିସା ଚାଲିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଓ…
ଅଧିକ ଖବର ଦେଖନ୍ତୁ...