Daily Archives

August 14, 2022

ଲଗାଣ ବର୍ଷା ବଢ଼ାଉଛି ସମ୍ବଲପୁରବାସୀଙ୍କ ଦୁଃଖ; ହୀରାକୁଦ କଲୋନିରେ ୩ ଫୁଟ ପାଣି

ସମ୍ବଲପୁର: ଲଗାଣ ବର୍ଷା ସମ୍ବଲପୁରବାସୀଙ୍କ ଦୁଃଖ ବଢ଼ାଉଛି। ଗତକାଲିଠାରୁ ସହରରେ ଲଗାଣ ବର୍ଷା ଜାରି ରହିଥିବାରୁ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ସବୁଠାରୁ ଅଧିକ ବିପରୀତ ପରିସ୍ଥିତିର ସାମ୍ନା କରୁଛନ୍ତି ହୀରାକୁଦ କଲୋନିବାସୀ। ଏହି କଲୋନି ଦେଇ ଯାଇଥିବା ଧୋବିଯୋର ନାଳ ସହରର ବର୍ଜ୍ୟ ଜଳ…
ଅଧିକ ଖବର ଦେଖନ୍ତୁ...

କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, କିଛି ଏଭଳି କହି ରାଲିରେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ଭିଡିଓ ଦେଖାଇଲେ…

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିକୁ ପ୍ରଶଂସା କରିଛନ୍ତି। ବାସ୍ତବରେ ସେ ଲାହୋରରେ ଆୟୋଜିତ ଏକ ରାଲିରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଏକ ଭିଡିଓ ଦେଖାଇ ଭାରତକୁ ପ୍ରଶଂସା କରିଥିଲେ। ଆମେରିକାର…
ଅଧିକ ଖବର ଦେଖନ୍ତୁ...

ପ୍ରବଳରୁ ଅତିପ୍ରବଳ ବର୍ଷିବ; ଜାରିହେଲା ୧୧ ଜିଲ୍ଲାକୁ ‘ରେଡ୍‌’ ଓ ୧୯ ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି (ଶନିବାର)ର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି। ଏବଂ ଏକ ଅବପାଦରେ କେନ୍ଦ୍ରୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗର ଆଖପାଖ…
ଅଧିକ ଖବର ଦେଖନ୍ତୁ...

ମସ୍ତିଷ୍କର ଶିରା ଦବିଥିବାରୁ ସୁସ୍ଥ ହେବାକୁ ସମୟ ଲାଗୁଛି; ରାଜୁଙ୍କ ଏମଆରଆଇ ରିପୋର୍ଟ ଆସିବା ପରେ କହିଲେ ଡାକ୍ତର

ନୂଆଦିଲ୍ଲୀ: ଲୋକପ୍ରିୟ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୧୦ ତାରିଖ ବୁଧବାର ଦିନ ସେ ହୃଦଘାତରେ ଶିକାର ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ରାଜୁ ଶ୍ରୀବାସ୍ତବଙ୍କ…
ଅଧିକ ଖବର ଦେଖନ୍ତୁ...

ନୀତୀଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମାରୋହରେ ଯୋଗଦେବା ପାଇଁ ପାଟନା ଆସିବେ ଲାଲୁ ଯାଦବ

ପାଟନା: ବିଜେପିର ସହ ମେଣ୍ଟ ଭାଙ୍ଗିବା ପରେ ବିହାରରେ ଗଠନ ହୋଇଛି ନୀତୀଶ-ତେଜସ୍ୱୀ ସରକାର। କିିଛି ବର୍ଷର ବ୍ୟବଧାନ ପରେ ଏବେ ଆରଜେଡି ପୁଣି ଥରେ କ୍ଷମତାକୁ ‌ଫେରିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ‌ଲାଲୁ ଯାଦବଙ୍କ ପୁଅ ତେଜସ୍ବୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ଏବେ ଲାଲୁଙ୍କ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ଏଟିଏସକୁ ବଡ ସଫଳତା: ଜୈସ-ଏ-ମହମ୍ମଦର ଆତଙ୍କବାଦୀ ସୈଫୁଲ୍ଲା ଗିରଫ

ଲଖନଉ: ସ୍ୱାଧୀନତା ଦିବସ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସକୁ ଆଜି ଏକ ବଡ ସଫଳତା ମିଳିଛି | ସାହାରନପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ନଦୀମର ସହଯୋଗୀ ଭାବେ ପରିଚିତ ଜୈସ-ଏ-ମହମ୍ମଦର ଅନ୍ୟ ଜଣେ ଆତଙ୍କବାଦୀ ସୈଫୁଲ୍ଲାକୁ କାନପୁରରୁ ଗିରଫ କରାଯାଇଛି। ହବିବ ଉଲ ଇସଲାମ ଓରଫ ସୈଫୁଲ୍ଲା ଭର୍ଚୁଆଲ…
ଅଧିକ ଖବର ଦେଖନ୍ତୁ...

ବାରାନଦୀରେ ବ୍ରିଜ୍‌ କେବେ? ବର୍ଷା ଦିନେ ବାହ୍ୟ ଜଗତରୁ ବିଛିନ୍ନ ହେଉଛନ୍ତି ମାଥିଲି ବ୍ଲକର ୧୦ ଗ୍ରାମ

ମାଲକାନଗିରି: ଜିଲ୍ଲାର ଦୁଃଖ ହେଲା ପାହାଡିଆ ନଦୀ। ଜିଲ୍ଲାର ସମସ୍ତ ବ୍ଲକରେ ପାହାଡିଆ ନଦୀମାନ ରହିଥିବା ବେଳେ ବର୍ଷାଦିନ ହେଲେ ଏହି ନଦୀଗୁଡିକ ପାର କରିବା ପାଇଁ ସ୍ଥାନୀୟ ଆଦିବାସୀ ଲୋକେ ବହୁ ସମସ୍ୟା ଦେଇ ଗତି କରିବା ସହ ଦୁର୍ଘଟଣାର ଶିକାର ମଧ୍ୟ ହୋଇ ଜୀବନ ହାନି କରୁଛନ୍ତି। ଏଭଳି ଏକ ନଦୀ…
ଅଧିକ ଖବର ଦେଖନ୍ତୁ...

ବୈଶିଙ୍ଗାରେ ୨୩୦ ଫୁଟର ବିରାଟ ତ୍ରିରଙ୍ଗା ପତାକାକୁ ନେଇ ଶୋଭାଯାତ୍ରା

ବୈଶିଙ୍ଗା:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତାର  ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଏବଂ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗାର ଆହ୍ୱାନ ଦେଇଥିବା ବେଳେ ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀର ବିଧାୟକ ସନାତନ ବିଜୁଳିଙ୍କ…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ର ଦେବିନି କହି କୋର୍ଟରୁ ବାହାରିବା ପରେ ସ୍ତ୍ରୀର ଗଳା କାଟି ହତ୍ୟା କଲା ସ୍ବାମୀ

ବେଙ୍ଗାଲୁରୁ: ସାଥୀ ହୋଇ ରହିବୁ ‌କହି ଧୋକା ଦେଲା ସ୍ବାମୀ। ପରିବାର ଅଦାଲତରେ ସମସ୍ତଙ୍କ ଆଗରେ ସ୍ତ୍ରୀ ସହ ରହିବି ବୋଲି କହିଲା ସ୍ବାମୀ। ହେ‌ଲେ ଅଦାଲତର ଦୁଆର ଡେଇଁବା ପରେ ସ୍ବାମୀ ପିଶାଚ ପାଲଟିଯିବ ବୋଲି କାହାକୁ ଜଣାନଥିଲା। ସାଥୀରେ ରହିବାକୁ ଚାହୁଁନଥିବାରୁ ଅଦାଲତରୁ ବାହାରକୁ ଆସିବା…
ଅଧିକ ଖବର ଦେଖନ୍ତୁ...