Daily Archives

August 14, 2022

ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର: ଛାତ ତଳେ ଚାପି ହୋଇଗଲେ ବୃଦ୍ଧ

ଝରିଗାଁ: ରଖେ ହରି ମାରେ କିଏ। ଏହି ଉକ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରତାଖଣ୍ଡିଗୁଡା ପଂଚାୟତ ଅନ୍ତର୍ଗତ ଡ଼ିଏନକେ ଛଟାଗୁଡା ଗ୍ରାମରେ ଦେଖିବାକୁ ମିଳିଛି। ଡ଼ିଏନକେ ଛଟାଗୁଡା ଗ୍ରାମର ଏକ ପୁରଣା କ୍ଳବ ଘରେ ଜଣେ ବୃଦ୍ଧ ଦୀର୍ଘ ବର୍ଷ ଧରି ରହି ଆସୁଥିବା ବେଳେ ଆଜି ସକାଳେ ସେ ଘର ଭିତରେ…
ଅଧିକ ଖବର ଦେଖନ୍ତୁ...

କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗରରେ କାନ୍ଥ ପଡ଼ି ଜଣେ  ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ କାମାକ୍ଷାନଗର ବ୍ଲକ ଗୁନେଇବିଲ୍ଲି ଗ୍ରାମର ଶାନ୍ତିଲତା ଭୋଇ (୬୫ବର୍ଷ)। ଶାନ୍ତିଲତା ଭଉଣୀ ଘର ସୋଗର ଗ୍ରାମକୁ ଆସିଥିବା ବେଳେ ଲଗାଣ ବର୍ଷାରେ ଘରେ ବସିଥିବା ବେଳେ ତାଙ୍କ ଉପରେ କାନ୍ଥ…
ଅଧିକ ଖବର ଦେଖନ୍ତୁ...

ଚତୁର୍ଥ ଘଟଣା: ଶ୍ରୀମନ୍ଦିର ଉପରେ ଚଢ଼ିଲେ ଯୁବକ

ପୁରୀ: ପୁରୀ ଶ୍ରୀମନ୍ଦିର ପରିସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୁଣି ଶ୍ରୀମନ୍ଦିର ଉପରେ ଚଢ଼ିଲେ ଜଣେ ଯୁବକ। ଯୁବକ ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢ଼ିଲେ। ଚୁନରା ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଯୁବକ ଅଟକ ରହିଛନ୍ତି। ଯୁବକ ଜଣକ ହେଲେ…
ଅଧିକ ଖବର ଦେଖନ୍ତୁ...

ଏହାପରେ ଆପଣ: ‘ହ୍ୟାରି ପଟର୍‌’ର ଲେଖିକା ଜେ.କେ. ରାଓଲିଙ୍ଗ୍‌ଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଭାରତରେ ଜନ୍ମିତ ବ୍ରିଟିସ୍‌ ଲେଖକ ସଲ୍‌ମାନ୍‌ ରୁଶ୍‌ଦୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଟୁଇଟ୍‌ କରିଥିବାରୁ ‘ହ୍ୟାରି ପଟର୍‌’ର ପୁସ୍ତକର ଲେଖିକା ଜେ.କେ. ରାଓଲିଙ୍ଗ୍‌ ହତ୍ୟା ଧମକ ପାଇଛନ୍ତି। ଜଣେ ବ୍ୟବହାରକାରୀ ପଠାଇଥିବା ଉକ୍ତ ହତ୍ୟା ଧମକ ବାର୍ତ୍ତାର…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ବର୍ଷା ବିତ୍ପାତ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଣ୍ଠୁଏ ପାଣି, ବହୁ ଅଞ୍ଚଳ ଜଳ ଘେରରେ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଲାଗି ରହିଛି ବର୍ଷା। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ସାରା ରାତି ବର୍ଷିଥିବାବେଳେ ଜିଲ୍ଲା ସଦର ମହକୁମାର ସ୍ଥିତି ବେହାଲ୍ ହୋଇଯାଇଛି। ମୁଖ୍ୟ ରାସ୍ତାକୁ ଛାଡି ଅନ୍ୟ ସମସ୍ତ ପଡା, ବସ୍ତି ପାଣିରେ ଉବୁଟୁବୁ ହୋଇଥିବା ଦେଖିବାକୁ ମିଳିଛି। ବହୁ ଘରେ ପାଣି…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ସ୍ବତନ୍ତ୍ର ରିଲିଫ୍ କମିସନର

ଭୁବନେଶ୍ବର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା। ପୂର୍ବରୁ ୨୦୧୯ରେ ମଧ୍ୟମ ଧରଣର ବନ୍ୟା ଆସିଥିଲେ ମଧ୍ୟ ବିଶେଷ କିଛି କ୍ଷତି ହୋଇନଥିବା ସେ କହିଛନ୍ତି । ତଥାପି ଏହାର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି…
ଅଧିକ ଖବର ଦେଖନ୍ତୁ...

ପୁନର୍ମିଳନ ପାଇଁ ନିଷ୍ପତ୍ତି ନେବା ପରେ ଅଦାଲତରେ ସ୍ତ୍ରୀଙ୍କ ତଣ୍ଟି କାଟିଲେ ସ୍ବାମୀ

ବେଙ୍ଗାଲୁରୁ: ଛାଡ଼ପତ୍ର ପାଇଁ ଆବେଦନ କରିବା ପରେ ‘କାଉନ୍‌ସେଲିଙ୍ଗ୍‌ ସେସନ୍‌’ରେ ଯୋଗ ଦେବାକୁ ଯାଇଥିବା ଜଣେ ବ୍ୟକ୍ତି କର୍ଣ୍ଣାଟକର ଏକ ପରିବାର ଅଦାଲତରେ ଗୋଟାଏ ଚାପଡ଼ଦ୍ବାରା ତାଙ୍କ ସ୍ତ୍ରୀଙ୍କ ତଣ୍ଟି କାଟି ପକାଇଥିବା କଥା ପୁଲିସ କହିଛି। ସ୍ତ୍ରୀଙ୍କ ତଣ୍ଟି କାଟି ଖସି ପଳାଇବାକୁ…
ଅଧିକ ଖବର ଦେଖନ୍ତୁ...

ବର୍ଷା ଜାରି ରହିଥିବାରୁ ମହାନଦୀର ଜଳସ୍ତର ବଢିପାରେ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିିଛନ୍ତି,  ବର୍ତ୍ତମାନ ହୀରାକୁଦର ଉପରମୁଣ୍ଡରେ ଏବଂ ତଳ ମୁଣ୍ଡରେ ବର୍ଷା ଜାରି ରହିଛି। ହୀରାକୁଦରେ ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ଆଉଟ ଫ୍ଲୋ ଏବଂ ଇନ ଫ୍ଲୋ ହେଉଛି ୫ ଲକ୍ଷ ୬୦ ହଜାର କ୍ୟୁ ସେକ ଜଳ। ୩୪ଟି ଗେଟ ଖୋଲା ରହିଛି…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୩ଜଣ ହୋମ୍‌ଗାର୍ଡଙ୍କୁ ସେବା ପଦକ

ନୂଆଦିଲ୍ଲୀ: ଦେଶର ସ୍ବାଧୀନତା ଦିବସ ଅବସରରେ ଓଡ଼ିଶାର ୩ଜଣ ଗୃହରକ୍ଷୀଙ୍କୁ (ହୋମ୍‌ ଗାର୍ଡ) ସେବା ପଦକ ପ୍ରଦାନ କରାଯିବ। ଏହି ସେବା ପଦକ ପାଇବେ ସିଭିଲ୍ ଡିଫେନ୍‌ସ ଭଲେଣ୍ଟିୟର୍‌ ଜ୍ଞାନେନ୍ଦ୍ର ମଲ୍ଲିଆ, ହୋମ୍‌ ଗାର୍ଡ ଏସ୍‌. ପର୍ଶୁରାମ ରେଡ୍ଡୀ ଏବଂ ହୋମ୍‌ ଗାର୍ଡ ପ୍ରଦୀପ କୁମାର…
ଅଧିକ ଖବର ଦେଖନ୍ତୁ...

ଅଗ୍ନିଶମ ସେବା ପାଇଁ ରାଜ୍ୟର ୨ଜଣଙ୍କୁ ସେବା ପଦକ

ନୂଆଦିଲ୍ଲୀ: ଅଗ୍ନିଶମ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାରୁ ୨ଜଣଙ୍କୁ ଚଳିତ ବର୍ଷ ସ୍ବାଧୀନତା ଦିବସ ପାଳନ ଅବସରରେ ‘ଅଗ୍ନି ସେବା ପଦକ’ ମିଳିବ। ସେମାନେ ହେଉଛନ୍ତି ‘ଲିଡିଙ୍ଗ୍‌ ଫାୟର୍‌ମ୍ୟାନ୍‌’ ବିଜୟ ଚନ୍ଦ୍ର ପାତ୍ର ଏବଂ ‘ଡ୍ରାଇଭର୍‌ ହାବିଲ୍‌ଦାର’ ସର୍ବେଶ୍ବର ମିଶ୍ର।
ଅଧିକ ଖବର ଦେଖନ୍ତୁ...