Yearly Archives

2022

ଗୁରୁତର ପନ୍ତଙ୍କୁ ଡାକ୍ତରଖାନାରେ ଭେଟିଲେ ଅନୀଲ କପୁର-ଅନୁପମ ଖେର୍

ନୂଆଦିଲ୍ଲୀ: ଗୁରୁତର ଆହତ ହୋଇ ଡାକ୍ତରଖାନାରେ ପଡ଼ିଥିବା ପନ୍ତଙ୍କୁ ଭେଟିଲେ ବଲିଉଡ ଅଭିନେତା ଅନୀଲ କପୁର ଓ ଅନୁପମ ଖେର୍। ଏବେ ଦୁର୍ଘଟଣାଗ୍ରସ୍ତ ହୋଇ ଡେରାଡୁନର ମାକ୍ସ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ। ସେ ରୁର୍କୀରେ ଥିବା ତାଙ୍କ ଘରକୁ କାର୍ ଚଳାଇ…
ଅଧିକ ଖବର ଦେଖନ୍ତୁ...

ବାର୍ଷିକ ରାଶିଫଳ ୨୦୨୩

ଏବର୍ଷ ଆପଣ ନିଜର ବେପାରବଣିଜରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ଭାବିଚିନ୍ତି ନୂଆ କାରବାରରେ ପୁଞ୍ଜି ନିବେଶ କରିବା ଦରକାର। ଏହା ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତରେ ପକାଇପାରେ। ଜାନୁଆରି, ଫେବ୍ରୁଆରି ମାସରେ ଚାକିରିରେ ପଦୋନ୍ନତି…
ଅଧିକ ଖବର ଦେଖନ୍ତୁ...

ଏନଟିଆରଙ୍କ ସହ ସ୍କ୍ରିନ ସେୟାର କରିବେ ଆମୀର, ନିର୍ଦ୍ଦେଶନା ଦେବେ କେଜିଏଫ୍-୨ ନିର୍ଦ୍ଦେଶକ

ମୁମ୍ବାଇ: କିଛି ଦିନର ବ୍ୟବଧାନ ପରେ ଫିଲ୍ମ 'ଲାଲ୍ ସିଂହ ଚଢ଼ା' ସହ ବଡ଼ ପରଦାକୁ ଫେରିଥିଲେ ସୁପରଷ୍ଟାର ଆମୀର ଖାନ୍। ହେଲେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନଥିଲା। ଏହା ପରେ ଆମୀର ପୁଣି କିଛି ବର୍ଷ ବିରତି ନେଇ ପରିବାର ସହ ସମୟ କଟାଇବେ ବୋଲି କହିଥିଲେ। ହେଲେ ଏବେ ଆମୀର ନିଜର…
ଅଧିକ ଖବର ଦେଖନ୍ତୁ...

୨୦୨୩ରେ କେଉଁ କେଉଁ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ ?

ନୂଆଦିଲ୍ଲୀ : ନୂଆବର୍ଷ ଅର୍ଥାତ ୨୦୨୩ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଘଟଣାବହୁଳ ହେବାର ସମ୍ଭାବନା ରହିଛି । କାରଣ ଏହି ବର୍ଷ ଗୋଟିଏ ଦୁଇଟି ନୁହେଁ ମୋଟ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଏଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ ଭାବେ ଦେଖାଯାଇଛି । ୨୦୨୩ରେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ଭଳି ଲୋକ ଖୁବ ବିରଳ: ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏଭଳି ଲୋକ ବହୁତ କମ୍ ଦେଖିବାକୁ ମିଳନ୍ତି | ଏଭଳି ଲୋକ ଖୁବ ବିରଳ। ଛତିଶଗଡ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ସେ…
ଅଧିକ ଖବର ଦେଖନ୍ତୁ...

କି ଅବସ୍ଥା! ଷ୍ଟାଡିୟମ ଫାଙ୍କା ରହୁଥିବାରୁ ମାଗଣାରେ ଖେଳ ଦେଖିବାକୁ ଆସ କହିଲା ପାକିସ୍ତାନ କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ: ଜାନୁଆରୀ ୨ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି। ବାସ୍ତବରେ, ପାକିସ୍ତାନର ପ୍ରଦର୍ଶନକୁ ନେଇ କ୍ରିକେଟପ୍ରେମୀ ଏତେ ଖପ୍ପା ହୋଇଯାଇଛନ୍ତି ଯେ କେହି ବି ଖେଳ ଦେଖିବାକୁ ଟିକେଟ କିଣୁନାହାନ୍ତି କି…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୬ରେ ସିଦ୍ଧାର୍ଥ-କିଆରା ନେବେ କି ‘ସାତ୍ ଫେରେ’ ? ଦୁହିଁଙ୍କ ବିବାହ ନେଇ ଜୋର ଚର୍ଚ୍ଚା, ଜାଣନ୍ତୁ କିଛି…

ମୁମ୍ବାଇ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀଙ୍କ ପ୍ରଶଂସକମାନେ ଖୁବ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି। ରିପୋର୍ଟ ଅନୁଯାୟୀ ଏହି ପ୍ରେମୀଯୁଗଳ ଫେବ୍ରୁଆରିରେ  ବିବାହ କରିବାକୁ ଯାଉଛନ୍ତି। ବିବାହ ସ୍ଥାନଠାରୁ ଆରମ୍ଭ କରି ବିବାହ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଯଦି ବ୍ୟବସାୟ କରିବାକୁ ଚାହୁଁଛ, ଠିକ୍ ମାନଚିତ୍ର ଦେଖାଅ : ହ୍ବାଟ୍ସଆପକୁ ମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଲୀ: ହ୍ବାଟ୍ସଆପ ପକ୍ଷରୁ କରାଯାଇଥିବା ଏକ ଟ୍ବିଟରେ ଭାରତର ଭୁଲ ମାନଚିତ୍ର ଦର୍ଶାଯାଇଥିବାରୁ ଖପ୍ପା ହୋଇଯାଇଛନ୍ତି ଭାରତର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଶନିବାର ଦିନ କମ୍ପାନୀକୁ ଏକ ଚେତାବନୀ ଜାରି କରି ଯଥାଶୀଘ୍ର ଭୁଲ ସଂଶୋଧନ କରିବାକୁ ସେ କହିଛନ୍ତି। ହ୍ୱାଟସଆପ୍…
ଅଧିକ ଖବର ଦେଖନ୍ତୁ...

ଋଷ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ଇଣ୍ଟରପୋଲ ସହାୟତା ନେବ କ୍ରାଇମବ୍ରାଞ୍ଚ!

ରାୟଗଡ଼ା: ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ପାଇଁ ଇଣ୍ଟରପୋଲ ସହାୟତା ନେଇପାରେ କ୍ରାଇମ୍ରବାଞ୍ଚ। ପାଭେଲ୍ ଆନ୍ଥେଭଙ୍କ ମୋବାଇଲ୍, ଭିସା, ପାସପୋର୍ଟ, ଡଲାର୍ ଜବତ ପରେ ଏହି ଦିଗରେ ଚିନ୍ତା କରୁଛି କ୍ରାଇମ୍ରବାଞ୍ଚ। ମୃତ୍ୟୁ ପୂର୍ବରୁ ଆନ୍ଥେଭ କାହା ସହ ମୋବାଇଲରେ…
ଅଧିକ ଖବର ଦେଖନ୍ତୁ...

ବୁଲିବାକୁ ଯାଇଥିଲେ, ୩କିଲୋମିଟର ଯାଏ ପର୍ଯ୍ୟଟକଙ୍କୁ ଗୋଡାଇଲା ଗଣ୍ଡା

ନୂଆଦିଲ୍ଲୀ: ଅନେକ ସମୟ‌ରେ ପଶୁମାନଙ୍କର ଭିନ୍ନ ଭିନ୍ନ ମଜାଳିଆ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ଏବେ ଏକ ଗଣ୍ଡାର ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ଆପଣଙ୍କର ହୃଦସ୍ପନ୍ଦନ ବଢ଼ାଇ ଦେବ ନିଶ୍ଚୟ। ଏକ ଗଣ୍ଡା ପ୍ରାୟ ୩କିଲୋମିଟର ପର୍ଯ୍ୟନ୍ତ ବୁଲିବାକୁ ଆସିଥିବା…
ଅଧିକ ଖବର ଦେଖନ୍ତୁ...