Yearly Archives

2024

କେନାଲ ମରାମତି ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି; ପାଣି ପାଉନାହାନ୍ତି ଚାଷୀ

ରାଇରଙ୍ଗପୁର: ଦୀର୍ଘ ୩୦ ବର୍ଷରୁ ଊର୍ଦ୍ଧ୍ବ ହେଲା ଚାଷୀମାନେ ଚାଷ ପାଇଁ ଜଳ କର ଦେଉଛନ୍ତି। କିନ୍ତୁ ଜଳ ଟୋପାଏ ବି ପାଉନାହାଁନ୍ତି। ଏଭଳି ଘଟଣା ଦେଖିବାକୁ ମିଳୁଛି ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକର ଶ୍ୟାମସୁନ୍ଦରପୁର ଗ୍ରାମ ସମେତ ବଡସାହି, କାରାନସାହି, ଢଡାସାହି,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୨୦୨୪: ରାଜସ୍ଥାନ ପ୍ଲେ ଅଫ୍ ଦ୍ବାରରେ

‌ଲକ୍ଷ୍ନୌ: ରାଜସ୍ଥାନ ରୟାଲ୍ସର ପ୍ଲେ ଅଫ୍ ପ୍ରବେଶ ଏକ ପ୍ରକାର ନିଶ୍ଚିତ ହୋଇଛି। ଶନିବାର ଅନୁଷ୍ଠିତ ୪୪ତମ ମ୍ୟାଚ୍‌ରେ ସଞ୍ଜୁ ସାମସନ୍‌ଙ୍କ ଦଳ ଘରୋଇ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ୭ ୱିକେଟ୍‌ରେ ପରାସ୍ତ କରି ନବମ ମ୍ୟାଚ୍‌ରୁ ଅଷ୍ଟମ ବିଜୟ ସହ ଶୀର୍ଷ ସ୍ଥାନକୁ ଅଧିକ ଦୃଢ଼ କରିଛି।…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗା ବିଏଡ୍ ମହାବିଦ୍ୟାଳୟ ତରଫରୁ ଚିତ୍ର କଳା ପ୍ରଦର୍ଶନୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିସ୍ଥିତ କଳିଙ୍ଗା ବିଏଡ୍‌ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ରକଳା ପ୍ରଦର୍ଶିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଗଣିତ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଦୀପକ୍ କୁମାର ଦାସ ଉଦ୍‌ଘାଟନ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ବୁଥସ୍ତରୀୟ ପ୍ରଚାର

ମାଲକାନଗିରି: ମାଲକାନଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏମ.ପି.ଭି ୧୦ ଗ୍ରାମ ମା’ ଶୀତଲା ମନ୍ଦିର ପ୍ରାଙ୍ଗଣରେ ବୁଥସ୍ତରୀୟ ନିର୍ବାଚନୀ ସଭା ଆୟୋଜିତ ହୋଇଯାଇଛି।ଉକ୍ତ ସଭାରେ ମାଲକାନଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ସଭାପତି ଜ଼ିଲ୍ଲା ବିଜୁ ଜନତା ଦଳ ମାଲକାନଗିରି ମାନସ ମାଡକାମୀ…
ଅଧିକ ଖବର ଦେଖନ୍ତୁ...

ସାମରିକ ବେସ୍‌ରେ ବିସ୍ଫୋରଣ: ୨୦ ସୈନ୍ୟଙ୍କ ମୃତ୍ୟୁ ସମ୍ପର୍କରେ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କ ସୂଚନା

ଫେନୋମ୍ ପେହ୍ନ: କାମ୍ବୋଡିଆର ଏକ ସାମରିକ ବେସ୍‌ରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୦ ସୈନିକ ପ୍ରାଣ ହରାଇଛନ୍ତି। କାମ୍ବୋଡିଆର ପ୍ରଧାନମନ୍ତ୍ରୀ ହନ ମନେଟ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣରେ ୨୦ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସିଇସି ବୈଠକ: ଆମେଥି, ରାୟବରେଲିରୁ ରାହୁଲ, ପ୍ରିୟଙ୍କା ଲଢିବା ନେଇ ଚର୍ଚ୍ଚା, ଚୂଡ଼ାନ୍ତ ନିଷ୍ପତ୍ତି ଖଡ଼ଗେ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହା ସହ ନିର୍ବାଚନ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି । ସେପଟେ ୟୁପି ଆମେଥି ଓ ରାଏବରେଲିର ଦୁଇଟି ଆସନରେ ଏବେ ବି ଫସି ରହିଛି । ତେବେ ଏହି ଆସନରେ କଂଗ୍ରେସ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଏପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ସାହସ ଅଛି ତ ବାରାଣାସୀରୁ ଲଢ଼ି ଦେଖାଅ, ରାହୁଲଙ୍କୁ ଚ୍ୟାଲେଞ୍ଜ କଲେ ପୀୟୂଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋୟଲ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ଶନିବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ପୀୟୁଷ ଗୋୟଲ ରାହୁଲ ଗାନ୍ଧୀଙ୍କୁ ଆମେଠି, ମୁମ୍ବାଇ ଏବଂ ବାରାଣାସୀରୁ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଇଦରେ ସଲମାନଙ୍କୁ ଏହି କାମ କରିବାକୁ ମନା ‌କଲେ ରାଖି

ମୁମ୍ବାଇ: ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିକାଣ୍ଡ ଘଟିଥିଲା। ୨ଅଭିଯୁକ୍ତ ଭୋର ସମୟରେ ଆସି ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ଦୁଇ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସାଗର ପାଲକୁ ଗିରଫ କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମଉକା ଦେଖି ଚଉକା ମାରିଲା ଚୀନ୍: ଆମେରିକା ଅଜାଣତରେ ୟୁଏଇ ସହିତ କଲା ବଡ଼ ଡିଲ୍

ବେଜିଂ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ସମଗ୍ର ପଶ୍ଚିମ ଏସିଆକୁ ଦୁଇ ଭାଗରେ ବିଭକ୍ତ କରିଛି। ଆମେରିକା ମଧ୍ୟସ୍ଥି ଭାବରେ ଅଟକି ରହିଛି। ପଶ୍ଚିମ ଏସିଆ, ମୁସଲମାନ ଦେଶଗୁଡିକରେ ଇସ୍ରାଏଲ କିମ୍ବା ଏହାର ସହଯୋଗୀମାନଙ୍କୁ ସମର୍ଥନ କରିବ କି ନାହିଁ ସେ ନେଇ ଆମେରିକା ବର୍ତ୍ତମାନ ଏକ…
ଅଧିକ ଖବର ଦେଖନ୍ତୁ...

୩୦ରେ ନବୀନ ପଟ୍ଟନାୟକଙ୍କ ନାମାଙ୍କନ: ଏହା ପୂର୍ବରୁ ତାରାତାରିଣୀଙ୍କୁ କରିବେ ଦର୍ଶନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ। ଗଂଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ଛତ୍ରୁପୁରରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ନବୀନ ତାରା ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ୧୧ଟା ୧୫…
ଅଧିକ ଖବର ଦେଖନ୍ତୁ...