Yearly Archives

2024

ନୂଆପଡ଼ାରେ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ: ଓଡ଼ିଶା ମୁଖ୍ୟମନ୍ତ୍ରୀ ଓଡ଼ିଆ ଜାଣିନାହାନ୍ତି

ନୂଆପଡ଼ା: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶନିବାର ଶେଷ ହୋଇଛି। ଶେଷ ଦିନରେ ନୂଆପଡ଼ା ବିଧାନସଭା ଆସନରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଚାର କରିଛନ୍ତି। ନୂଆପଡ଼ା ପୁଲିସ ପଡ଼ିଆଠାରେ ଅନୁଷ୍ଠିତ ନିର୍ବାଚାନ ସଭାରେ ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ସର୍ତ୍ତବିହୀନ ମମତା: ଆଜୀବନ ପ୍ରେରଣା

ଭୁବନେଶ୍ୱର: ପୂରା ପରିବାରର ସେବାରେ ଯାହାର ଜୀବନ ସମର୍ପିତ, ସେ ହେଉଛି ମା’। ଏ ସମର୍ପଣ ଆନ୍ତରିକ ଓ ସର୍ତ୍ତବିହୀନ। ତେବେ କେବଳ ଅତୁଳନୀୟ ‌ମମତାର ମୂର୍ତି ଭାବେ ନୁହେଁ, ମା’ ନିଜ ସନ୍ତାନ ପାଇଁ ଆଦ୍ୟ ପ୍ରେରଣା ମଧ୍ୟ। ସେହିଭଳି କେତେଜଣ ମହିୟସୀ ମା’ଙ୍କ ସଂପର୍କରେ ତାଙ୍କ ଝିଅ ଓ ପୁଅଙ୍କର…
ଅଧିକ ଖବର ଦେଖନ୍ତୁ...

ଯଶୋଦା ଯେବେ ଦେବକୀ ହୁଏ

ବିଶ୍ବର ସର୍ବାଧିକ ଉଚ୍ଚାରିତ ଶବ୍ଦ ହେଉଛି ମା’। ଦୁନିଆର ସବୁ ଶବ୍ଦ ଯେଉଁ ଶବ୍ଦଟି ପାଖରେ ଫିକା ସେଇଟି ହେଲା- ମା’। ସେ ହିଁ ପ୍ରଥମ ପ୍ରେମ, ଈଶ୍ବରଙ୍କର ସବୁଠାରୁ ମୂଲ୍ୟବାନ ଉପହାର। ସେ ବିଶ୍ବର ସର୍ବ‌େଶ୍ରଷ୍ଠ ଯୋଦ୍ଧା। ନିଜ ସନ୍ତାନ ପାଇଁ ସେ ଯେକୌଣସି ବିପଦକୁ ସାମ୍ନା କରିପାରେ। ସଂସାର,…
ଅଧିକ ଖବର ଦେଖନ୍ତୁ...

କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ପ୍ରଣବ ପ୍ରକାଶ: ଘରେ ଘରେ ପହଞ୍ଚୁ ନବୀନଙ୍କ ବିକାଶ ବାର୍ତ୍ତା

କୁଚିଣ୍ଡା/ଗୁଣ୍ଡୁରୁଚୂଆଁ : ସମ୍ବଲପୁର ବର୍ତ୍ତମାନ ରାଜ୍ୟ ରାଜନୀତିର ହଟସ୍ପଟ ପାଲଟିଛି। ଏହି ଆସନ ହାତେଇବାକୁ ବିରୋଧୀ ମିଛ ପ୍ରତିଶ୍ରୁତିର ସାହାରା ନେଉଛନ୍ତି। କିନ୍ତୁ, ଆମେ ରାଜ୍ୟ ସରକାରଙ୍କ ବିକାଶ କାମର ତାଲିକା ନେଇ ଭୋଟରଙ୍କ ପାଖକୁ ପହଞ୍ଚିବା। ମୁଖ୍ୟମନ୍ତ୍ରୀ ଦେଇଥିବା ବିକାଶ…
ଅଧିକ ଖବର ଦେଖନ୍ତୁ...

ଚିରନିଦ୍ରାରେ ନନ୍ଦନକାନନର ‘ନନ୍ଦନ’: ପ୍ରେମିକା ମେଘା ଏବେ ନିଃସଙ୍ଗ

ବାରଙ୍ଗ: ୩ ମାସ କାଳ ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ମହାବଳ ବାଘ ନନ୍ଦନ ଶନିବାର ସକାଳେ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଆଖିବୁଜିଦେଇଛି। ମୃତ୍ୟୁ ବେଳକୁ ତାକୁ ପ୍ରାୟ ୧୭ ବର୍ଷ ବୟସ ହୋଇଥିଲା। ନନ୍ଦନକାନନରେ ୧୧ ବର୍ଷର ରହଣି ଭିତରେ ବହୁ ଇତିହାସ ରଚିଥିବା ନନ୍ଦନ…
ଅଧିକ ଖବର ଦେଖନ୍ତୁ...

ଆଜି ବଲାଙ୍ଗୀର ଆସିବେ ମୁଖ୍ୟମନ୍ତ୍ରୀ: ଅପରାହ୍ଣରେ ୪ଟାରେ ବରଗଡ଼ ଯିବେ

ବଲାଙ୍ଗୀର/କଣ୍ଟାବାଞ୍ଜି/ବରଗଡ଼: ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳୁ ବାହାରି ପ୍ରଥମେ କଳାହାଣ୍ଡି ଜିଲ୍ଲା ଗସ୍ତ ପରେ ସକାଳ ୧୧ଟାରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଶୃଙ୍ଖଳିତ ମତଦାନ ପାଇଁ ପ୍ରସ୍ତୁତ: ଜିଲ୍ଲାପାଳ

କୋରାପୁଟ/ପଟାଙ୍ଗୀ/ନନ୍ଦପୁର: ଥମିଲା ହୋହଲ୍ଲା। ସରିଲା ଝାଳବୁହା ପ୍ରଚାର। ଆଉ କିଛି ଘଣ୍ଟା ପରେ ୫ବର୍ଷ ପାଇଁ ନେତାଙ୍କ ଭାଗ୍ୟ ନିର୍ଦ୍ଧାରିତ ହେବ। ତେବେ ଏଥର କିଛି ସମ୍ବେଦନଶୀଳ ଅଞ୍ଚଳରେ ମତଦାନ ପ୍ରଶାସନ ପାଇଁ ବଡ଼ ଆହ୍ବାନ ହୋଇଛି। କାରଣ ପଟାଙ୍ଗି ବ୍ଲକ୍‌ର କୋଟିଆ ଓ ନନ୍ଦପୁର ବ୍ଲକର…
ଅଧିକ ଖବର ଦେଖନ୍ତୁ...

ସ୍ବପ୍ନର ଘରକୁ ବାସ୍ତବତାର ରୂପ ଦେଉଛି ଏଆଇ

ବିଶ୍ବବିଦିତ ନିବେଶକ ୱାରେନ୍‌ ବଫେଟ୍ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ମାନବ ସମାଜର ଅଶେଷ କ୍ଷତି ସାଧନ କରିଥିବା ପରମାଣୁ ବୋମା ସହ ତୁଳନା କରିଛନ୍ତି। କିନ୍ତୁ ଘଟଣାଚକ୍ରରେ ଜୀବନର ଅଧିକାଂଶ କ୍ଷେତ୍ରରେ ଖୁବ୍ ତୀବ୍ରତାର ସହ ଏଆଇ ଧସେଇ ପଶୁଛି। ବ୍ୟକ୍ତିଗତ ଜୀବନର ସୁଖସ୍ବାଚ୍ଛନ୍ଦ୍ୟରୁ ନେଇ…
ଅଧିକ ଖବର ଦେଖନ୍ତୁ...

କେବେ ଦିଏ ଅଗ୍ନି ପରୀକ୍ଷା କେବେ ଆଣେ ବାର୍ତ୍ତା

ଭାରତୀୟ ବାୟୁସେନାର ୧୧୪ ହେଲିକପ୍ଟର୍‌ ୟୁନିଟ୍‌କୁ କିଂବଦନ୍ତି ବୋଲି ଅଭିହିତ କରାଯାଏ। ବିଗତ ଛଅ ଦଶନ୍ଧି ଧରି ଯୁଦ୍ଧ କ୍ଷେତ୍ରରେ ଜରୁରୀ ସେବା ଯୋଗାଇଥିବା ଏହି ୟୁନିଟ୍‌କୁ ନେଇ ବହୁ ବୀରତ୍ୱ ଓ ସାହସିକ ସେବାର କାହାଣୀ ରହିଛି, ଯାହା ବିଶ୍ୱର ଯେକୌଣସି ସେନାବାହିନୀ ପାଇଁ ଈର୍ଷାର କାରଣ…
ଅଧିକ ଖବର ଦେଖନ୍ତୁ...

ଖର୍ଚ୍ଚ ବଢ଼ାଇ ଦେଉଛି ୟୁପିଆଇ: ଦିଲ୍ଲୀ ଆଇଆଇଆଇଟି ସର୍ଭେ

ନୂଆଦିଲ୍ଲୀ: ଲୋକଙ୍କ ପାଖରେ ସ୍ମାର୍ଟଫୋନ ଉପଲବ୍ଧ ହେବା କାରଣରୁ ଡିଜିଟାଲ ବା ୟୁପିଆଇ କାରବାର ସହଜ ହୋଇଯାଇଛି। ଅନ୍‌ଲାଇନ୍‌ରେ ବା ୟୁପିଆଇରେ ଅର୍ଥ ସ୍ଥାନାନ୍ତରଣ ଏବଂ ଜିନିଷ କିଣାକିଣି ଆଖି ପିଛୁ‌ଳାକେ ହୋଇପାରୁଛି। ଲୋକଙ୍କୁ ଆଉ ନଗଦ ଅର୍ଥର ଆବଶ୍ୟକତା ପଡ଼ୁନାହିଁ। ଫଳରେ ନଗଦ ଟଙ୍କା…
ଅଧିକ ଖବର ଦେଖନ୍ତୁ...