Daily Archives

January 28, 2023

ସ‌ଫ୍ଟଓୟାର ଇଞ୍ଜିନିୟରଙ୍କ ସହ ନିର୍ବନ୍ଧ କଲେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ

ହାଇଦ୍ରାବାଦ: ସ‌ଫ୍ଟଓୟାର ଇଞ୍ଜିନିୟରଙ୍କୁ ବିବାହ କରିବେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ। ଟଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚେଲର ସର୍ବାନନ୍ଦ ଚଳିତ ବର୍ଷ ଆମେରିକାର ସ‌ଫ୍ଟଓୟାର ଇଞ୍ଜିନିୟର ରକସିତା ରେଡ୍ଡୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ଅଧିକାରୀ ଟିନା ଡାବିଙ୍କ ୟୁପିଏସ୍‌ସି ମାର୍କସିଟ୍‌ ଭାଇରାଲ୍‌, ଜାଣନ୍ତୁ କେଉଁ ବିଷୟରେ କେତେ ନମ୍ବର ରଖିଛନ୍ତି

ନୂଆଦିଲ୍ଲୀ: ଟିନା ଡାବି ହେଉଛନ୍ତି ଜଣେ ଆଇଏଏସ୍‌ ସେଲିବ୍ରେଟି ଏକଥା ସମସ୍ତଙ୍କୁ ଜଣା। ତାଙ୍କ ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇ ଚାଲିଥାଏ। ଏଥର ସୋସିଆଲ୍‌ ମିଡିଆରେ ତାଙ୍କ ୟୁପିଏସ୍‌ସି ମାର୍କସିଟ୍‌ ଭାଇରାଲ୍‌ ହୋଇଛି। ଆପଣ ଜାଣନ୍ତି ଯେ ଟିନା ୨୦୧୫ ମସିହାରେ…
ଅଧିକ ଖବର ଦେଖନ୍ତୁ...

ଆମେରିକା ଓ ୟୁରୋପୀୟ ସଦସ୍ୟଙ୍କଠାରୁ ଭାରତ ଓ ଚୀନ୍‌ ବହୁ କ୍ଷେତ୍ରରେ ଆଗୁଆ: ରୁଷ୍‌

ମାସାୱା: ଆର୍ଥିକ କ୍ଷମତାର ନୂତନ କେନ୍ଦ୍ରଗୁଡ଼ିକର ବିକାଶ ଏବଂ ଆର୍ଥିକ ଓ ରାଜନୈତିକ ପ୍ରଭାବ ବିଷୟରେ ବିସ୍ତୃତ ଭାବେ କହିବା ବେଳେ ଗୁରୁବାର ଦିନ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ କହିଛନ୍ତି ଯେ, ଉପରୋକ୍ତ ବିଷୟରେ ଚୀନ୍‌ ଓ ଭାରତ ଆମେରିକା ଓ ୟୁରୋପୀୟ ସଦସ୍ୟଙ୍କଠାରୁ…
ଅଧିକ ଖବର ଦେଖନ୍ତୁ...

କୁଆଖାଇ ନଦୀରୁ ମିଳିଥିବା ମୃତ ଯୁବକଙ୍କ ପରିଚୟ ମିଳିଲା

ଭୁବନେଶ୍ବର: କୁଆଖାଇ ନଦୀରୁ ମିଳିଥିବା ମୃତଦେହର ପରିଚୟ ମିଳିଛି। ମୃତକ ମାଳିସାହିର ସେଖ ମୁସିଫ ବୋଲି ଜଣାଯାଇଛି। ତାଙ୍କର ବୟସ ୨୫ ବର୍ଷ। ସେ ଘରେ ଗଣ୍ଡଗୋଳ କରି ରାଗରେ ଆତ୍ମହତ୍ୟା କରିବାକୁ ଯାଇଥିଲେ। ପରିବାର ଲୋକେ ମୁସିଫଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି। ସୂଚନାଯୋଗ୍ୟ, ଗତକାଲି…
ଅଧିକ ଖବର ଦେଖନ୍ତୁ...

୧୦୦ କି.ମି. ଦୂର ରାଜସ୍ଥାନର ଭରତପୁରରେ ପଡ଼ିଲା ମଧ୍ୟପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ବାୟୁସେନା ଲଢୁଆ ବିମାନର ଅଂଶ; ଜଣେ…

ନୂଆଦିଲ୍ଲୀ: ଆଜି ସକାଳେ ମଧ୍ୟପ୍ରଦେଶର ମୁରୈନା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନର କିଛି ଅଂଶ ୧୦୦ କିଲୋମିଟର୍‌ ଦୂର ରାଜସ୍ଥାନର ଭରତପୁରରେ ପଡ଼ିଥିବା ଚିହ୍ନଟ କରାଯାଇଛି। ଏହା ଗୋଟାଏ ପୃଥକ୍‌ ବିମାନ ଦୁର୍ଘଟଣା ବୋଲି ଭରତପୁର ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

କାର୍ବନ୍‌ କମ୍ପାନିକୁ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ଅନୁମତି ଦେଲା କିଏ?

ଜଗତସିଂହପୁର: ପାରାଦୀପ ଉପକଣ୍ଠ ଉଦୟବଟରେ ଥିବା ଘନଗଳିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନେଇ ଏକ ବିବାଦ ମୁଣ୍ଡ ଟେକିଛି। ଏହି ସ୍କୁଲର ୫୦ରୁ ଅଧିକ ଛାତ୍ରଛାତ୍ରୀ ନିକଟରେ ଥିବା ଏକ କାର୍ବନ୍‌ ଉତ୍ପାଦନ କମ୍ପାନି ମଧ୍ୟରେ ଆୟୋଜିତ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

କମୁନି କିଙ୍ଗ୍‌ଖାନ୍‌ଙ୍କ ଜଲୱା: ୩ ଦିନରେ ୩୦୦ କୋଟି ପାର୍‌ କଲା ’ପଠାନ୍‌’

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆଜି ଦେଶରେ ୯୯ ନୂଆ କୋଭିଡ୍‌-୧୯ ସଂକ୍ରମଣ; ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪୨କୁ ହ୍ରାସ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୯୯ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ୧,୮୪୨ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ହୁସେନ ରବି ଗାନ୍ଧୀଙ୍କ ପରଲୋକ

କଟକ: ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ପରଲୋକ ହୋଇଛି। ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ ବାସଭବନରେ ରଖାଯାଇଛି। ସେ ୨୦୦୮ରୁ…
ଅଧିକ ଖବର ଦେଖନ୍ତୁ...

‘ଭାରତ ଯୋଡ଼ୋ ଯାତ୍ରା’ରେ ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଲେ ମେହବୁବା ମୁଫ୍‌ତି ଓ ଝିଅ ଇଲ୍‌ତିଜା ମୁଫ୍‌ତି

ନୂଆଦିଲ୍ଲୀ: ଆଜି ‘ପିଡିପି’ ମୁଖ୍ୟ ମେହବୁବା ମୁଫ୍‌ତି ରାହୁଲ୍‌ ଗାନ୍ଧୀ ଓ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ସହିତ ଯୋଗ ଦେବା ପରେ ଜମ୍ମୁ ଓ କଶ୍ମୀରର ଅବନ୍ତୀପୋରାରୁ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ପୁନଃଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ନିରାପତ୍ତାରେ ତ୍ରୁଟି ହୋଇଥିବା ଦର୍ଶାଯାଇ…
ଅଧିକ ଖବର ଦେଖନ୍ତୁ...