Daily Archives

March 12, 2023

୧୨ଶହ ଟଙ୍କାରେ ବ୍ରହ୍ମପୁର-ଭୁବନେଶ୍ବର ବିମାନ ଯାତ୍ରା

ବ୍ରହ୍ମପୁର/ଗୋପାଳପୁର : ବ୍ରହ୍ମପୁରରୁ ଭୁବନେଶ୍ବର ବିମାନ ସେବା ଗତ ୫ ତାରିଖ ବିଜୁ ଜୟନ୍ତୀରୁ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୯ସିଟ୍‌ ବିଶିଷ୍ଟ ବିମାନରେ ଯାତ୍ରୀ ଯାତାୟାତ କରୁଛନ୍ତି। ରଂଗେଇଲୁଣ୍ଡା ଏୟାର୍‌ଷ୍ଟ୍ରିପ୍‌ରୁ ଏହି ବିମାନ ସେବା ଆରମ୍ଭ କରାଯାଇଛି। ଚଳିତ ମାସ ପାଇଁ…
ଅଧିକ ଖବର ଦେଖନ୍ତୁ...

୫୦ କୋଟି ଟଙ୍କାର ସିଏମ୍‌ସି ବାୟୋମାଇନିଂ ‌ଟେଣ୍ଡର୍‌ ପ୍ରକ୍ରିୟା ଫିକ୍ସିଂ!

କଟକ: କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଆହ୍ବାନ କରାଯାଇଥିବା ବାୟୋମାଇନିଂ ଟେଣ୍ଡର୍‌କୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ଟେଣ୍ଡର୍‌ ଆବେଦନ ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଆବେଦନର ଶେଷ ତାରିଖ ଗତ ଶୁକ୍ରବାର ଥିବା ବେଳେ ଏବେ ତାହାକୁ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କ ଉପରେ ଚଢ଼ିଗଲା ପିକ୍ଅପ୍ ଭ୍ୟାନ୍: ୨ ମୃତ, ୩ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ଦୁହୁରିଆ ଓମଫେଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ  ୩ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ବାଲିଆରେ ଦୋଳ…
ଅଧିକ ଖବର ଦେଖନ୍ତୁ...

ବନ୍ଦା‌ଳୋ ଟୋଲ୍‌ ଗେଟ୍‌ରୁ ଦିନକୁ ଆୟ ୭୫ ଲକ୍ଷ: ରାଜପଥ ରକ୍ଷଣାବେକ୍ଷଣ ଶୂନ

ଭୁବନେଶ୍ବର : ୧୬ ନମ୍ବର ଜାତୀୟ ରାଜପଥ ବନ୍ଦାଳୋ(ପୁରୁଣା ମଙ୍ଗୁଳି)ରେ ଥିବା ଟୋଲ୍‌ ପ୍ଲାଜା ଦେଇ ପ୍ରତ୍ୟେକ ଦିନ ପ୍ରାୟ ୭୦ ହଜାର ଗାଡ଼ି ଯାତାୟାତ କରୁଛି। ଗାଡ଼ି ଗୁଡ଼ିକରୁ ୧୩୫ ଟଙ୍କାରୁ ଆରମ୍ଭ କରି ୮୫୫ ଟଙ୍କା ପର୍ଯ୍ୟନ୍ତ ଟୋଲ୍‌ ଆଦାୟ ହେଉଛି। ଦୈନିକ ୭୫ ଲକ୍ଷରୁ ଅଧିକ ଟଙ୍କା ଆୟ…
ଅଧିକ ଖବର ଦେଖନ୍ତୁ...

କୁଆଡ଼େ ଗଲେ ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍‌ କୋଠା ମାଲିକ? ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ପୁରୀ :‌ ବଡ଼ଦାଣ୍ଡ ସମ୍ରାଟ ମାର୍କେଟ୍‌ କମ୍ପ୍ଲେକ୍ସକୁ ନିଆଁ ଲାଗିବା ୪ ଦିନ ବିତିଗଲାଣି। ଅଗ୍ନିକାଣ୍ଡ ସହ ୪୩ ଦୋକାନୀଙ୍କ ଜୀବୀକା ବି ଉଜୁଡ଼ିଯାଇଛି। ଯେଉଁ ଦୋକାନ ପରିବାରର ଗୁଜୁରାଣ ମେଣ୍ଟାଉଥିଲା, ତାହା ଜଳି ପୋଡ଼ି ପାଉଁଶ ହୋଇଯିବା ପରେ ଦୋକାନୀମାନେ ନିଃସ୍ବ ହୋଇଯାଇଛନ୍ତି। ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ଯୋଗେଶ୍ବରୀରେ ଅଟୋ ଉପରେ ଲୁହା ପାଇପ୍‌ ପଡ଼ିବାରୁ ମାଆ ଓ ଝିଅ ମୃତ

ମୁମ୍ବାଇ: ଶନିବାର ଦିନ ପୂର୍ବ ଯୋଗେଶ୍ବରୀ ଅଞ୍ଚଳରେ ଗୋଟାଏ ଅଟୋରିକ୍ସା ଉପରେ ଏକ ଲୁହା ପାଇପ୍‌ ପଡ଼ିଯିବାରୁ ସେଥିରେ ଯାଉଥିବା ଜଣେ ମହିଳା ଓ ତାଙ୍କ ୯ ବର୍ଷୀୟ ଝିଅର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ପୁଲିସ କହିବା ଅନୁସାରେ, ଘଟଣାଟି ଶନିବାର ଅପରାହ୍ଣ ପ୍ରାୟ ୪.୧୫ରେ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆରେ ପ୍ରଳୟଙ୍କରୀ ବନ୍ୟା

କ୍ବିନ୍ସଲାଣ୍ଡ : ଅଷ୍ଟ୍ରେଲିଆର କ୍ବିନ୍ସଲାଣ୍ଡ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଛି, ଯାହା ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଦେଇଛି। ଫଳରେ ବନ୍ୟାଗ୍ରସ୍ତ ଅଞ୍ଚଳରୁ ବହୁ ଲୋକଙ୍କୁ ସରକାର ଶନିବାର ହେଲିକପ୍ଟର ସାହାଯ୍ୟରେ ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...

ପାଠ ପ୍ରତି ବଢ଼ୁଛି କଏଦୀଙ୍କ ଆଗ୍ରହ

ଭୁବନେଶ୍ବର: ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ବଢ଼ୁଛି। ଚଳିତ ବର୍ଷ ଝାରପଡ଼ା ଜେଲ୍‌ରେ ମୋଟ ୧୧୬ଜଣ କଏଦୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୮୦ ଜଣ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା‌ ଦେବାକୁ ଫର୍ମ ପୂରଣ କରିଥିବ‌ା ବେଳେ ୩୬ ଜଣ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ନିର୍ବାଚନରେ ସ୍ନାତକ ପ୍ରାର୍ଥୀ ଓ ବିଜେତାଙ୍କ ସଂଖ୍ୟା ବଢ଼ୁଛି

ମୁମ୍ବାଇ : ବିଭିନ୍ନ ରାଜ୍ୟ ପାଇଁ ହେଉଥିବା ନିର୍ବାଚନରେ ଭାଗ ନେଉଥିବା ରାଜନେତାମାନଙ୍କ ମଧ୍ୟରେ ସ୍ନାତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ବିଶ୍ଳେଷଣରୁ ଜଣାପଡ଼ିଛି। ନିକଟରେ ନାଗାଲାଣ୍ଡ, ତ୍ରିପୁରା ଓ ମେଘାଳୟରେ ନିର୍ବାଚନ ଶେଷ ହୋଇଥିବା ବେଳେ ଏଥିରେ ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ସମାନ…
ଅଧିକ ଖବର ଦେଖନ୍ତୁ...

ଭର୍ତ୍ତୃହରିଙ୍କ ଉଚ୍ଚାରଣ ଓ ଆଚରଣ କଟାକ୍ଷ: ବିଜେଡିକୁ ଅତୀତ ଅନୁଶୀଳନ ପାଇଁ ପରାମର୍ଶ

କଟକ : କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସଂପାଦକୀୟ ଲେଖା ଏବେ ପୁଣି ଏକ ରାଜନୈତିକ ବାଦବିବାଦକୁ ଆହ୍ବାନ ଦେଇଛି। ଭର୍ତ୍ତୃହରି ନିଜ ଲେଖାରେ ବିଜେଡିକୁ ଆଉ ପୁଲିସକୁ ସମାଲୋଚନା କରିଛନ୍ତି। ଭୁବନେଶ୍ବରରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ ସମୟରେ ପୁଲିସ ସହିତ ମୁହାଁମୁହିଁ ଓ ସଂଘର୍ଷ ଘଟଣାକୁ…
ଅଧିକ ଖବର ଦେଖନ୍ତୁ...