Daily Archives

June 4, 2024

ଧନ୍ୟବାଦ ଓଡ଼ିଶା ! ସୁଶାସନ ଓ ଓଡ଼ିଶାର ଅନନ୍ୟ ସଂସ୍କୃତିକୁ ପାଳନ କରିବା ପାଇଁ ଏହା ଏକ ବଡ଼ ବିଜୟ :  ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ମୋଦୀ ଲଗାତାର ତୃତୀୟ ଥର ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଆଜି ଓଡ଼ିଶାରେ ନୂଆ ଇତିହାସ ଲେଖାଗଲା: ଧର୍ମେନ୍ଦ୍ର

ଭୁବନେଶ୍ବର: ବିଜେପିର ବିଜୟ ପରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆଜି ଓଡିଶାରେ ନୂଆ ଇତିହାସ ଲେଖାଗଲା। ୧୯ଟି ଲୋକସଭା ଆସନରେ ବିଜୟ ଏବଂ ଆଉ ଗୋଟେ ଆସନରେ ବିଜୟର ସମ୍ଭାବନା ରହିଛି। ବିଜେଡ଼ି ଓ କଂଗ୍ରେସ ଦଳକୁ ଦୀର୍ଘବର୍ଷ ଧରି ସେବା କରିବାର…
ଅଧିକ ଖବର ଦେଖନ୍ତୁ...

୨୪ ବର୍ଷ ଧରି ଓଡ଼ିଶାର ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ: ବିଜେଡି

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି। ୨୧ରୁ ୧୯ଟି ଆସନରେ ବିଜେପି ବିଜୟ ହାସଲ କରିଛି। ସେହିପରି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେଡିକୁ ନିରାଶ ହେବାକୁ ପଡ଼ିଛି। ବିଜେଡିକୁ ୫୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୮୦ଟି ଆସନରେ ଆଗୁଆ…
ଅଧିକ ଖବର ଦେଖନ୍ତୁ...

ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗରେ ଅଛନ୍ତି ମହୁଆ ମୋଇତ୍ର

ନୂଆଦିଲ୍ଳୀ: ପଶ୍ଚିମବଙ୍ଗର କୃଷ୍ଣନଗର ଆସନରେ ତୃଣମୂଳ କଂଗ୍ରେସର ମହୁଆ ମୋଇତ୍ର ବିଜେପିର ଅମ୍ରିତା ରାୟଙ୍କୁ ପଛରେ ପକାଇ ଆଗରେ ଅଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ, ୧.୩୫ ସମୟ ସୁଦ୍ଧା ମହୁଆ ୬୦ ହଜାର ଭୋଟ୍ ଆଗରେ ଅଛନ୍ତି । ତାଙ୍କୁ ୨,୯୮,୮୨୧ ଭୋଟ୍…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ ପୁଣି ଅପରାଜିତା ୪୦ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ବରରେ ପୁଣି ବିଜୟିନୀ ହୋଇଛନ୍ତି। ସେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ହରାଇ ବାଜି ମାରିନେଇଛନ୍ତି। ଲଗାତାର ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ପ୍ରାରମ୍ଭିକ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଦିଲ୍ଲୀରେ ବସିବ ଏନଡିଏର ବୈଠକ, ଯୋଗ ଦେବେ ନୀତୀଶ, ଚନ୍ଦ୍ରବାବୁ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା ଏନଡିଏ ପ୍ରାୟ ୨୯୩ ଆସନରେ ବିଜୟୀ କିମ୍ବା ଆଗୁଆ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୦ ଆସନରେ ବିଜୟୀ କିମ୍ବା ଆଗୁଆ ରହିଛି । ଆସନ୍ତାକାଲି ଦିଲ୍ଲୀରେ ଏନଡିଏ ନେତାଙ୍କ ଏକ ବଡ ବୈଠକ ହୋଇପାରେ ବୋଲି ଜଣାପଡ଼ିଛି । ଏହି ବୈଠକରେ ସରକାର ଗଠନ ନେଇ…
ଅଧିକ ଖବର ଦେଖନ୍ତୁ...

ହିଞ୍ଜିଳିରେ ଜିତିଲେ ନବୀନ, କଣ୍ଟାବାଞ୍ଜିରେ ବିଜେପି ପ୍ରାର୍ଥୀ ଆଗୁଆ

ଭୁବନେଶ୍ବର: ଭାଙ୍ଗିଲା ଅଢେଇ ଦଶନ୍ଧିର ପରମ୍ପରା। ଇତିହାସ ବନିବାକୁ ଯାଉଛି ଅପରାଜୟ ଓ ଅଜୟର ଟ୍ୟାଗ୍। ଓଡ଼ିଶାରେ ଭୁଷିଡ଼ିଛି ବିଜେଡି ଗଡ଼। ଷଷ୍ଠ ଥରର ରେକର୍ଡ ନୁହେଁ, ଔପଚାରିକତା ଏବେ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଜଣେ ପୂର୍ବତନ ମୂଖ୍ୟମନ୍ତ୍ରୀଙ୍କ କାହାଣୀ। ନବୀନ ପଟ୍ଟନାୟକଙ୍କ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଫୁଟିଲା ପଦ୍ମ: ସମ୍ବିତ ପାତ୍ରଙ୍କ ସମେତ ବିଧାନସଭା ଆସନରେ ଜିତିଲେ ଏହି ୪ ପ୍ରାର୍ଥୀ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାନରେ ଭାରତୀୟ ଜନତା ପାର୍ଟି ପୁରୀରେ ବଡ଼ ବିଜୟ ହାସଲ କରିଛି। ମତଗଣନା ଜାରି ଥିବା ବେଳେ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏପର୍ଯ୍ୟନ୍ତ ୬,୨୨,୭୩୪ ଖଣ୍ଡ ଭୋଟ ପାଇସାରିଛନ୍ତି। ସେ ନିକଟତମ ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ଠାରୁ ୧,୦୨,୦୨୯ ‌ଭୋଟ୍‌…
ଅଧିକ ଖବର ଦେଖନ୍ତୁ...

ପିସିସି ସଭାପତିଙ୍କ ସହ ପାରାଦ୍ବୀପରେ ହାରିଲେ ଦାମଙ୍କ ବୋହୂ

ନୂଆପଡା/ପାରାଦ୍ବୀପ: ନୂଆପଡାରେ କାମ ଦେଲାନି ହାତ | ଏଠାରୁ ନିର୍ବାଚନ ଲଢ଼ୁଥିବା ପିସିସି ସଭାପତି ଶରତ ପଟ୍ଟନାୟକ ପରାସ୍ତ ହୋଇଛନ୍ତି | ବଡ କଥା ହେଉଛି ଯେ ସେ ସ୍ୱାଧୀନ ପ୍ରାର୍ଥୀଙ୍କଠାରୁ ବି କମ ଭୋଟ ପାଇଛନ୍ତି | ମିଳିଥିବା ସୂଚନା ମୁତାବକ ଏଠାରୁ ବିଜେଡିର ରାଜେନ୍ଦ୍ର ଢୋଲକିଆ ୬୧୮୨୨ ଭୋଟ…
ଅଧିକ ଖବର ଦେଖନ୍ତୁ...

ପୁଲିସ ପାଖରେ ଥିବା ଆଇଏଏସ ଦମ୍ପତିଙ୍କ ମୃତ ଝିଅର ସୁଇସାଇଡ ନୋଟରେ ଉ‌‌‌ଲ୍ଲେଖ ଅଛି ଏଭଳି କଥା…

ମୁମ୍ବାଇ: ମହାରାଷ୍ଟ୍ରର ଆଇଏଏସ ବିକାଶ ଓ ରାଧିକା ରାସ୍ତୋଗୀଙ୍କ ଝିଅ ଲିପି ବାଲକୋନିରୁ ଡେଇଁ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ଗତସୋମବାର ସାମ୍ନାକୁ ଆସିଥିଲା। ମୃତକଙ୍କ ନାମ ଲିପି ରାସ୍ତୋଗୀ । ଯିଏକି ଓକିଲାତି ପାଠ ପଢ଼ୁଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ, ମୁମ୍ବାଇ ପୁଲିସ…
ଅଧିକ ଖବର ଦେଖନ୍ତୁ...