Daily Archives

June 13, 2024

ଦଳର ନିଷ୍ପତ୍ତିକୁ ସମ୍ମାନ ଜଣାଉଛି, ଅଞ୍ଚଳବାସୀଙ୍କ ସେବାରେ ବ୍ରତୀ ରହିବି: ସନାତନ

ବେତନଟୀ ସଦର: ରାଜ୍ୟରେ ବିଜେପି ବହୁମତ ସହ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଭାତୀ ପରିଡା ଓ କନକବର୍ଦ୍ଧନ ସିଂଦେଓ ଶପଥ ନେଇଛନ୍ତି। ଏହାସହ ୮ ଜଣ ବିଧାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ୫ ଜଣ ବିଧାୟକ ରାଷ୍ଟ୍ରମନ୍ତ୍ରୀ ଭାବେ…
ଅଧିକ ଖବର ଦେଖନ୍ତୁ...

୩ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ୩ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ୩ଟି ରାଜ୍ୟ ହେଲେ ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ । ବିଜେପି ହିମାଚଳ ପ୍ରଦେଶର ଦେହରାରୁ ହୋଶିୟାର ସିଂ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷାବେଳେ ଋତୁସ୍ରାବ ହୋଇଥିଲେ ଛାତ୍ରୀମାନେ ବିଶ୍ରାମ ନେଇପାରିବେ: ଶିକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଛାତ୍ରୀମାନଙ୍କ ଋତୁସ୍ରାବକୁ ନେଇ ଶିକ୍ଷା ମନ୍ତ୍ରଣାଳୟ ସମସ୍ତ ବିଦ୍ୟାଳୟକୁ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି ଯେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସମୟରେ ଋତୁସ୍ରାବରେ ପୀଡିତ ଛାତ୍ରୀମାନଙ୍କୁ ଆବଶ୍ୟକ ବିରତି ଦିଆଯିବା ଉଚିତ୍। ଏହା ବ୍ୟତୀତ ସମସ୍ତ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ଲୋମଟାଙ୍କୁରା ଘଟଣା: ‌ଦଉଡ଼ି ଭଳି ହାତ ମୁଠାରେ ୬ଟିବିଶାଳ ସାପକୁ ଧରି ଖେଳୁଛନ୍ତି ଯୁବକ

ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ମନରେ ଏକ ପ୍ରକ‌ାର ଭୟ ଜାତ ହୋଇଥାଏ। ତେବେ କିଛିଲୋକ ଅଛନ୍ତି ଯେଉଁମାନେ ସ‌ାପକୁ ଖେଳଣା ଭଳି ଧରି ଥାଆନ୍ତି। ସମୟସମୟରେ ଏହା ମଣିଷ ଜୀବନ ବି ନେଇ ଯାଇଥାଏ। ତେଣୁ ବନ୍ୟ ଜୀବଜନ୍ତୁ ପ୍ରତି ସର୍ବଦା ସତର୍କ ରହିବାକୁ ପରାମର୍ଶ ଦିଆଯାଇଥାଏ। ନିକଟରେ ଗୁଡାଏ…
ଅଧିକ ଖବର ଦେଖନ୍ତୁ...

ପ୍ରାକ ମୌସୁମୀ ବର୍ଷା ପରେ ଝରିଗାଁ ବ୍ଳକରେ ଚାଷ କାମ ଆରମ୍ଭ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ। ବ୍ଳକର ୯୦ ପ୍ରତିଶତ ଲୋକ ଲୋକ କୃଷି ଉପରେ ନିର୍ଭରଶୀଳ। ତେବେ ପ୍ରଶାସନ ଏବଂ ଲୋକ ପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଝରିଗାଁ ବ୍ଳକରେ ଥିବା ଜମିରେ ଜଳସେଚନ ସୁବିଧା ହୋଇ ପାରୁନାହିଁ। ତେଣୁ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

କୃଷି ମନ୍ତ୍ରୀ ହେବା ପରେ ଶିବରାଜଙ୍କୁ ଏହା କହିଲେ କମଲନାଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଲୋକସଭା ନିର୍ବାଚନରେ ​​ଜିତିବା ପରେ ଜୁନ୍ ୧୧ ରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଶିବରାଜ କୃଷି ମନ୍ତ୍ରଣାଳୟର ଦାୟିତ୍ୱ ନେବା ମାତ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଖସିପଡ଼ିଲା ଖିଚିଂ କିଚକେଶ୍ବରୀ ମନ୍ଦିରର କଳସ-ତ୍ରିଶୁଳ-ପତାକା 

ରାଇରଙ୍ଗପୁର/ଶୁକ୍ରୁଳି: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ମନ୍ଦିର ଉପରେ ଗୁରୁବାର ଦିନ ବଜ୍ରପାତ ହୋଇଛି। ଫଳରେ ମନ୍ଦିରର ଶୀର୍ଷ ଭାଗରେ ଲାଗିଥିବା କଳସ-ତ୍ରିଶୁଳ-ପତାକା ଖସିପଡ଼ିଛି। ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ୍ ଖିଚିଂ ଠାରେ ଥିବା ମା…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ସ୍କଟଲାଣ୍ଡ ଆଗରେ ୧୬୦ ରନର ଲକ୍ଷ୍ୟ ରଖିଲା ବାଂଲାଦେଶ, ସାକିବଙ୍କ ଅର୍ଦ୍ଧଶତକ

ସେଣ୍ଟ ଭିନସେଣ୍ଟ : ସେଣ୍ଟ ଭିନସେଣ୍ଟର କିଙ୍ଗସଟାଉନରେ ଚାଲିଥିବା ଟି-୨୦ ବିଶ୍ବକପର ୨୭ତମ ମ୍ୟାଚ ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ସ୍କଟଲାଣ୍ଡ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ନେଦରଲାଣ୍ଡସ ଟସ ଜିତି…
ଅଧିକ ଖବର ଦେଖନ୍ତୁ...

ମୋଟାଅଙ୍କର ଯୌତୁକ ଦାବି ପରେ ବେଦୀରେ ବିଷ ପିଇ ଦେଲେ କନ୍ୟା

ନୂଆଦିଲ୍ଲୀ: କାନପୁର ଦେହାତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବର ମ‌ୋଟା ଅଙ୍କର ‌ଯୌତୁକ ଦାବି କରିଥିଲେ। ଏହି ଦାବି ପୁରଣ ନହେବା ପର୍ଯ୍ୟନ୍ତ ସେ ବରଯାତ୍ରୀ ନେଇ ଯିବେ ନାହିଁ ବୋଲି କନ୍ୟା ବାପାଙ୍କୁ ରୋକ‌ଠୋକ ଜଣାଇ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ନିଆଁ ଲିଭାଉଥିବାବେଳେ ଜଳିଗଲେ ୪ ଜଣ ବନ କର୍ମଚାରୀ

ଡେରାଡୁନ: ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାମ ନେଉ ନାହିଁ। ଉତ୍ତରାଖଣ୍ଡର ଆଲମୋରାରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ତେବେ ଏହାରି ଭିତରେ ବଡ ଖବର ସାମନାକୁ ଆସିଛି ଯେ ନିଆଁ ଲିଭାଇବାକୁ ଯାଇଥିବା ୪ ଜଣ ବନ କର୍ମଚାରୀ ବି ଜୀବନ୍ତ ଦଗ୍ଧ…
ଅଧିକ ଖବର ଦେଖନ୍ତୁ...