Daily Archives

June 14, 2024

ଝାଡଖଣ୍ଡରେ ଓଡ଼ିଆ ଭାଷା ପ୍ରତି ଅବହେଳା ନେଇ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ରାଇରଙ୍ଗପୁର: ପଡ଼ୋଶୀ ଝାଡଖଣ୍ଡରେ ଓଡ଼ିଆ ଭାଷା ପ୍ରତି ଅବହେଳା ନେଇ ମେଘାଚ୍ଛନ୍ନ ସାହିତ୍ୟ ସଂସଦ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଅଂଚଳରୁ ପ୍ରକାଶିତ ହେଉଥିବା ମେଘାଚ୍ଛନ୍ନ ସାହିତ୍ୟ ପତ୍ରିକାର ସଭାପତି ତଥା ମୁଖ୍ୟ ସମ୍ପାଦକ ବିକାଶ ନାୟକ ଓ…
ଅଧିକ ଖବର ଦେଖନ୍ତୁ...

‘ଲୋକଙ୍କ ଆଶୀର୍ବାଦ, ଗଣତନ୍ତ୍ରର ବିଜୟ…’ ଜି-୭ ସମ୍ମିଳନୀରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ରୋମ: ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏଠାରେ ପହଞ୍ଚିଛନ୍ତି। ଚଳିତ ମାସରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ। ମେଲୋନିଙ୍କ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟ୍ରିକ ଭର୍ସନରେ ଆସିପାରେ ବୋଲେରୋ

ନୂଆଦିଲ୍ଲୀ: ମହିନ୍ଦ୍ରାର ସବୁଠାରୁ ଲୋକପ୍ରିୟ ଗାଡି ମଧ୍ୟରେ ବୋଲେରୋ ଅନ୍ୟତମ | ଭାରତର ରାସ୍ତାରେ ଆପଣ ଅନେକ ସମୟରେ ବୋଲେରୋ ଗାଡି ଦେଖିଥିବେ | ତେବେ ବୋଲେରୋପ୍ରେମୀଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି | ବାସ୍ତବରେ ମହିନ୍ଦ୍ରା ଅନେକ ନୂତନ ମଡେଲଗୁଡିକ ଆସନ୍ତା ୫-୬ ବର୍ଷ ମଧ୍ୟରେ ବଜାରରେ…
ଅଧିକ ଖବର ଦେଖନ୍ତୁ...

ସିକ୍କିମରେ ପ୍ରବଳ ବର୍ଷା, ୬ ମୃତ, ଅଟକି ରହିଛନ୍ତି ୧୨୦୦ ପର୍ଯ୍ୟଟକ

ଗୌହାଟୀ : ସିକିମର ମଙ୍ଗନ ଜିଲ୍ଲାରେ ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବୁଧବାର ରାତିରେ ଏଠାରେ ୨୨୦.୧ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ର ସୂଚନା ଅନୁଯାୟୀ, ମଙ୍ଗନ ସହରଠାରୁ ପ୍ରାୟ ୫୦ କିଲୋମିଟର…
ଅଧିକ ଖବର ଦେଖନ୍ତୁ...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଆହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୨ ଜଣ ଆଟିବିପିର ଯବାନ ଆହତ ହୋଇଥିବା ସୂଚନା ମିଳିଛି। ବିଶେଷ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା ଯେ ଆବୁଝମାଡ ଜଂଗଲର କୁତୁଲ ଅଂଚଳରେ ମାଓବାଦୀ କ୍ୟାମ୍ପ କରି ରହିଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ରଜ ଦିନ ଅଘଟଣ: ପୋଖରୀରେ ବୁଡ଼ି ମା ଓ ଝିଅ ମୃତ

ଉମରକୋଟ: ରଜ ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେଇ ଉଠିଥିବା ବେଳେ ଆଜି ଏକ ଦୁଃଖଦ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଠାରୁ ମାତ୍ର ୧ କିଲୋମିଟର ଦୂରରେ ଘଟି ଯାଇଛି। ଯାହାକି ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ମିଳିଥିବା ସୂଚନା ଅନୁସାରେ ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲ ପଦର…
ଅଧିକ ଖବର ଦେଖନ୍ତୁ...

ଯୌନ ଉତ୍ପୀଡ଼ନ ମାମଲାରେ ପୁରୁଷମାନେ ସବୁବେଳେ ଦୋଷୀ ନୁହଁନ୍ତି: ଆହ୍ଲାବାଦ ହାଇକୋର୍ଟ

ଆହ୍ଲାବାଦ: ଆହ୍ଲାବାଦ ହାଇକୋର୍ଟ ଏକ ମାମଲାରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | କୋର୍ଟ କହିଛନ୍ତି ଯେ ମହିଳାଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡ଼ନ ସହ ଜଡିତ ଆଇନ ମହିଳା-କେନ୍ଦ୍ରିକ। ଏହି ଆଇନ ମହିଳା ଏବଂ ଯୁବତୀମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ, କିନ୍ତୁ ଏହାର ଅର୍ଥ ନୁହେଁ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ୫ ଜଣ ଯାତ୍ରୀ ଗୁରୁତର

ଭଂଜନଗର: ରାଜ୍ୟ ପରିବହନ ବିଭାଗ ଦ୍ବାରା ପରିଚାଳିତ ‘ଓଏସ୍‌ଆରଟିସି’ର ଏକ ଯାତ୍ରୀବାହୀ ବସ୍ ଶୁକ୍ରବାର ରାତିରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ବାଣତୁମ୍ବ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ପରେ ଏବେ ଉପ-ନିର୍ବାଚନ ପାଳି: ଉତ୍ତରପ୍ରଦେଶରେ ମିଳିତ ଭାବେ ଲଢ଼ିବେ ତ ସପା-କଂଗ୍ରେସ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଉତ୍ତରପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନରେ ​​ଏସପି-କଂଗ୍ରେସ ମିଳିତ ମେଣ୍ଟର ପରୀକ୍ଷା ହେବ । କାରଣ ନିର୍ବାଚନ ହେବାକୁ ଥିବା ଅଧିକାଂଶ ଆସନରେ କେବଳ ବିଜେପି ଏବଂ ଏସପି ପ୍ରାର୍ଥୀ ଜିତିଛନ୍ତି। ତେବେ ଏହି ଆସନ ମଧ୍ୟରୁ ଉଭୟ ଦଳ ମଧ୍ୟରେ କେତେ ଆସନରେ…
ଅଧିକ ଖବର ଦେଖନ୍ତୁ...

ଗରିବ ପିଲାଙ୍କ ସହିତ ଏସଡିଓପି ଏପରି ଭାବେ ପାଳନ କଲେ ପୁଅର ପ୍ରଥମଜନ୍ମଦିନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟର ଏସଡିଓପି ସନ୍ତୋଷ ପଟେଲ ତାଙ୍କ କାମକୁ ନେଇ ଖୁବ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ପୁଣିଥରେ ସନ୍ତୋଷଙ୍କ କାମ ସମସ୍ତଙ୍କୁ ଖୁସି କରାଇ ଦେଇଛି। ୨୦୨୪ ଜୁନ ୧୧ ତାରିଖରେ ଏସଡିଓପି ସନ୍ତୋଷ ପଟେଲଙ୍କ ପୁଅ ରୋସନଙ୍କ ପ୍ରଥମ ଜନ୍ମଦିନ ଥିଲା। ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...