Daily Archives

June 14, 2024

ଜି-୭ ସମ୍ମିଳନୀ ଚାଲିଥିବା ବେ​ଳେ ଇଟାଲି ସଂସଦରେ ପିଟାପିଟି

ରୋମ: ଇଟାଲୀ ଜି-୭ ଆୟୋଜନ କରୁଛି। ବିଶ୍ୱର ଶକ୍ତିଶାଳୀ ଦେଶର ଶାସକମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀରେ ପହଞ୍ଚିଛନ୍ତି । କିନ୍ତୁ ସେପଟେ ଇଟାଲି ସଂସଦରେ ବିତର୍କ ବେଳେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ସାଂସଦମାନେ ପରସ୍ପରକୁ ପିଟାପିଟି କରୁଥିବାର ଦୃଶ୍ୟ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ସହର ଉପକଣ୍ଠରେ ହାତୀପଲ: ବ୍ୟାପକ ଫସଲ ନଷ୍ଟ, ଲୋକେ ଆତଙ୍କିତ

ଘୁ.ଉଦୟଗିରି: ଦୀର୍ଘ ଏକ ମାସ ହେଲା ହାତୀପଲ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା  ବ୍ୟାପକ ଫସଲ ନଷ୍ଟ କରିଚାଲିଛି ଶେଷରେ ଲୋକଙ୍କ ଘରଦ୍ୱାର ମଧ୍ୟ ଭାଙ୍ଗିବାରେ ଲାଗିଛି।ବାଧ୍ୟ ହୋଇ ଲୋକ ନିଜ ଭିଟାମାଟି ଛାଡ଼ୁଛନ୍ତି। ପ୍ରାପ୍ତ ସୂଚନାନୁସାରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

କାଳ ବୈଶାଖୀ ତାଣ୍ଡବ: ଭାଙ୍ଗିଲା ସରକାରୀ ଅଫିସ, ଗଛପଡ଼ି ରାସ୍ତା ଅବରୋଧ

କାମାକ୍ଷାନଗର: କାମାକ୍ଷାନଗର ବିଭିନ୍ନ ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବରେ ଅନେକ କ୍ଷୟକ୍ଷତି ହେବା ସହ ଦୀର୍ଘ ସମୟ ଧରି ରାସ୍ତାରେ ଗଛ ପଡ଼ିଯିବାରୁ ରାସ୍ତା ଅବରୋଧ ପରିସ୍ଥିତ ଦେଖାଦେଇଥିଲା। ଗତକାଲି ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି। କାମାକ୍ଷାନଗର…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ଶ୍ରାଦ୍ଧବାର୍ଷିକୀରେ ଭାବବିହ୍ବଳ ପୋଷ୍ଟ ସେୟାର କ‌ଲେ ଅଙ୍କିତା

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ଥିଲେ। ଯିଏକି ଚାରିବର୍ଷ ପୂର୍ବେ ଆମ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଯାଇଛନ୍ତି। ଆଜି ପର୍ଯ୍ୟନ୍ତ ସୁଶାନ୍ତଙ୍କ ଫ୍ୟାନ୍ସମାନେ ବିଶ୍ବାସ କରି ପାରୁ ନାହାନ୍ତି କି ତାଙ୍କର ପ୍ରିୟର ଅଭିନେତା ଏଦୁନିଆରେ ଆଉ…
ଅଧିକ ଖବର ଦେଖନ୍ତୁ...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଆହତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିବାର ସୂଚନା ରହିଛି। କୋହକାମେଟା ଥାନା ଅନ୍ତର୍ଗତ କୁତୁଲ ଗାଁ ନିକଟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଆଇଟିବିପିର ୨ ଯବାନ ଆହତ ହୋଇଥିବାର ସୂଚନା ରହିଛି। ଆହତମାନଙ୍କୁ ନାରାୟଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
ଅଧିକ ଖବର ଦେଖନ୍ତୁ...

ବ୍ରିଜ ତଳକୁ ଖସିପଡ଼ିଲେ ପିକଅପ୍ ଗାଡ଼ି, ଦୁଇ ଗୁରୁତର

ଗୋଲମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେତେର ନିକଟସ୍ଥ ଉଦନ୍ତି ନଦୀ ବ୍ରିଜ ଉପରୁ ଏକ ପିକଅପ ଗାଡ଼ି ତଳକୁ ଖସି ପଡ଼ିବାରୁ ଗାଡ଼ି ଚାଳକଙ୍କ ସମେତ ତିନି ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ଭୋର ସମୟରେ ଗୋଲାମୁଣ୍ଡା ପଟୁ ଛତିଶଗଡ଼ ନମ୍ୱର ସିଜି୦୪ପିଆର୪୪୬୨ ବିଶିଷ୍ଟ ମହିନ୍ଦ୍ରା…
ଅଧିକ ଖବର ଦେଖନ୍ତୁ...

ତୁଆଗୁଡ଼ା ଘାଟିରୁ ୨୦୦ ଫୁଟ ତଳକୁ ଖସିଲା ବୋଲେରୋ, ବିଦ୍ୟୁତ ବିଭାଗର ୭ କର୍ମଚାରୀ ଆହତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଅଡବା ଥାନା କଟାମା ତୁଆଗୁଡ଼ା ଘାଟିରୁ ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ବୋଲେରୋ। ସୂଚନା ମୁତାବକ ଗାଡ଼ିରେ ବସିଥ‌ିବା ୭ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ମୋହ‌ନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

କୋଲକାତାର ଏକ ମଲ୍‌ରେ ବ୍ୟାପକ ଅଗ୍ନିକାଣ୍ଡ; ଘଟଣାସ୍ଥଳରେ ପହଞ୍ଚିଲା ୧୦ଟି ଅଗ୍ନିଶମ ବାହିନୀ

କୋଲକାତା: ଶୁକ୍ରବାର ଦିନ କୋଲକାତାର ଏକ ମଲ୍‌ରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅନେକ ଲୋକ ସେଠାରେ ଫଶିକି ରହିଥିବା ସନ୍ଦେହ କରାଯାଉଛି। କୋଲକାତାର ଆକ୍ରୋପଲିସ୍ ମଲରେ ଅଗ୍ନିକାଣ୍ଡ ସମ୍ପର୍କରେ ସତର୍କ ସୂଚନା ପାଇବା ପରେ ଅତି କମରେ ଦଶଟି ଅଗ୍ନିଶମ…
ଅଧିକ ଖବର ଦେଖନ୍ତୁ...

ନିଷ୍କ୍ରିୟ କରିବା ବେଳେ ଫୁଟିଲା ଜବତ ବୋମା, ଉଡ଼ିଗଲା ହାବିଲଦାରଙ୍କ ପ୍ରାଣବାୟୁ

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ  ନିଷ୍କ୍ରିୟକାରୀ ପୁଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ। ପୁଲିସ ଜବତ କରିଥିବା କିଛି ବୋମା ପାଣିରେ ନିଷ୍କ୍ରିୟ କରିବା ସମୟରେ ହଠାତ୍ ବୋମା…
ଅଧିକ ଖବର ଦେଖନ୍ତୁ...

ସେହୱାଗ କିଏ ବୋଲି ପଚାରି ଟ୍ରୋଲ୍‌ ହେଲେ ସାକିବ

ନୂଆଦିଲ୍ଳୀ: ଟି-୨୦ ବିଶ୍ୱକପରେ ନେଦରଲାଣ୍ଡସକୁ ହରାଇ ସୁପର-୮ ରେସରେ ରହିଛି ବାଂଲାଦେଶ । ସାକିବ ଅଲ ହାସନଙ୍କ ଦମଦାର ବ୍ୟାଟିଂ ବଳରେ ବାଂଲାଦେଶ ଏହି ବିଜୟ ହାସଲ କରିଛି । ଯେଉଁଥିପାଇଁ ସାକିବଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା । ତେବେ ଏହି ପୁରସ୍କାର ପାଇବା ପରେ…
ଅଧିକ ଖବର ଦେଖନ୍ତୁ...