Daily Archives

June 18, 2024

ପାର୍ଟିରେ ସାମିଲ ହୋଇ ଖୁବମଜାମସ୍ତି କରିବା ପରେ ପ୍ରଶଂସକଙ୍କୁ ହତ୍ୟା କରିଥିଲେ ସୁପରଷ୍ଟାର୍

ନୂଆଦିଲ୍ଲୀ: କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର୍ ଦର୍ଶନ ଥୁଗୁଦୀପାଙ୍କୁ ଗତ ସପ୍ତାହରେ ଜଣେ ପ୍ରଶଂସକଙ୍କୁ ହତ୍ୟା କରିଥିବା ଅପରାଧରେ ପୁଲିସ ଗିରଫ କରିଛି। ମୃତ ପ୍ରଶଂସକଙ୍କ ନାମ ରେଣୁକା ସ୍ବାମୀ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ କନ୍ନଡ ଇଣ୍ଡଷ୍ଟ୍ରିର ଷ୍ଟାର୍…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ଅଭିଯୋଗ

ଭଦ୍ରକ: ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲପୁର ପଞ୍ଚାୟତର ଗୋପବନ୍ଧୁପୁର ଗ୍ରାମର ଜଣେ ଯୁବକଙ୍କର ଅସ୍ବାଭାବିକ ଭାବରେ ମୃତ୍ୟୁ ଘଟିଛି। ପ୍ରବଳ ଗୁଳୁଗୁଳି ଓ ଅଂଶୁଘାତ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକଙ୍କ ଦାବି ହୋଇଛି। ପ୍ରକାଶଥାଉକି, ଗେଲପୁରର ଭାଗ୍ୟଧର ମଲ୍ଲିକ(୪୦) କୌଣସି…
ଅଧିକ ଖବର ଦେଖନ୍ତୁ...

ହରିୟାଣା କଂଗ୍ରେସକୁ ଝଟ୍‌କା: ଝିଅ ଶ୍ରୁତିଙ୍କ ସହିତ କିରଣ ଚୌଧୁରୀ ଇସ୍ତଫା ଦେଲେ,ବିଜେପିରେ ଯୋଗଦେବେ

ଚଣ୍ଡିଗଡ଼: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ଼ ଝଟ୍‌କା ମିଳିଛି। ଲୋକସଭା ନିର୍ବାଚନରେ ​​ତାଙ୍କ ଝିଅକୁ ଟିକେଟ୍ ନ ଦିଆଯିବା ପରେ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା କଂଗ୍ରେସ ବିଧାୟକ କିରଣ ଚୌଧୁରୀ ଏବଂ ତାଙ୍କ ଝିଅ ପୂର୍ବତନ ସାଂସଦ ଶ୍ରୁତି ଚୌଧୁରୀ ମଙ୍ଗଳବାର ଦଳରୁ…
ଅଧିକ ଖବର ଦେଖନ୍ତୁ...

ରବିନ୍ଦ୍ର ଭାୟକର ଲୋକସଭାରେ ପହଞ୍ଚିବା ନେଇ ଆଶଙ୍କା: ରିଟର୍ଣ୍ଣିଂ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ଶିବସେନା ସାଂସଦ ରବୀନ୍ଦ୍ର ଭାୟକରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରବିନ୍ଦ୍ର ପୂର୍ବରୁ ଶିବସେନାରେ ଥିଲେ, କିନ୍ତୁ ଇଡି, ସିବିଆଇ ଭୟ ଯୋଗୁଁ ସେ ଦଳ ଛାଡିଥିଲେ। ପ୍ରଥମେ ସେ ତାଙ୍କ ବିରୋଧରେ ଚାଲିଥିବା ଇଡି ମାମଲା ବିଷୟରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ଜନତାଙ୍କ ସରକାର ଆଗାମୀ ବଜେଟ୍‌ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବରଗଡ଼: ଜନତାଙ୍କ ସରକାର ଆଗାମୀ ବଜେଟ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ମୁଁ ସାଧାରଣ ପରିବାରରୁ ଆସିଛି। ମୋ ସରକାର ଜନତାଙ୍କ ସରକାର। ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ। ବରଗଡ଼ରେ ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଲେଖକ ଓ କଳାକାରଙ୍କ ଲାଗି ଦିନଟି ବହୁତ ଭଲ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହେବ। ନୂଆ ବ୍ୟବସାୟ ଲାଗି ଦିନଟି ଶୁଭ। ପାରିବାରିକ ଜୀବନ ଶାନ୍ତିମୟ ହେବ। ‌ ବୃଷ: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି…
ଅଧିକ ଖବର ଦେଖନ୍ତୁ...

୩୦ସେକେଣ୍ଡରେ ପ୍ରେମିକର ୧୫ଥର ଆକ୍ରମଣରେ ଟଳି ପଡ଼ିଲା ପ୍ରେମିକା

ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ ବସଇ ଅଞ୍ଚଳରୁ ଏକ ଲୋମଟାଙ୍କୁରା ଘଟଣାର ଲାଇଭ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ପ୍ରେମିକ ତାର ପ୍ରେମିକାଙ୍କୁ ରାସ୍ତା ମଝିରେ ସମସ୍ତଙ୍କ ସାମ୍ନାରେ ହତ୍ୟା କରୁଥିବାର ଦେଖିବାକୁ ମିଳୁଛି। ଉକ୍ତ ପ୍ରେମିକ ଜଣକ ମାତ୍ର ୩୦ସେକେଣ୍ଡ‌େରେ ତାର ପ୍ରେମିକାର ଜୀବନ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ଅଭିଯୋଗ: ଅଡୁଆରେ କେରଳ ସିଏମ ବିଜୟନ, ନୋଟିସ ଜାରି କଲେ ହାଇକୋର୍ଟ

କୋଚି: ମଙ୍ଗଳବାର କେରଳ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତାଙ୍କ ଝିଅ ଭିନା ଥାଇକାଣ୍ଡିୟିଲ ଏବଂ ଅନ୍ୟମାନଙ୍କୁ ଦୁର୍ନୀତି ଅଭିଯୋଗରେ ନୋଟିସ ଜାରି କରିଛନ୍ତି। କଂଗ୍ରେସ ବିଧାୟକ ମ୍ୟାଥୁ କୁଝାଲନନ୍ଦନଙ୍କ ଅଭିଯୋଗ ଆଧାରରେ ଏହି ନୋଟିସ୍ ଜାରି ହୋଇଛି। ପିଟିସନରେ ବନ୍ଦ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଆକ୍ରମଣ ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟକୁ ଭେଟିବେ ମାଲିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସହଯୋଗୀ ବିଭବ କୁମାରଙ୍କ ଆକ୍ରମଣ ଘଟଣାକୁ ନେଇ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲ ମଙ୍ଗଳବାର ‘ଇଣ୍ଡିଆ’ ମେଣ୍ଟ ନେତାମାନଙ୍କୁ ଚିଠି ଲେଖି ସେମାନଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ…
ଅଧିକ ଖବର ଦେଖନ୍ତୁ...

ନୀତୀଶ କୁମାରଙ୍କ ପୁଅ ନିଶାନ୍ତ ରାଜନୀତିରେ ପ୍ରବେଶ କରିବା ନେଇ ଚର୍ଚ୍ଚା

ପାଟନା: ଲୋକସଭା ନିର୍ବାଚନର ଫଳାଫଳ ପରେ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ରାଜନୀତିରେ ପ୍ରବେଶ ସମ୍ପର୍କରେ କେତେକ ଜେଡିୟୁ ନେତା ବିବୃତ୍ତି ଦେଇଛନ୍ତି। ନିଶାନ୍ତ କୁମାର ସକ୍ରିୟ ରାଜନୀତିରେ ଯୋଗଦେବେ କି ନାହିଁ ସେନେଇ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ନୀତୀଶଙ୍କ…
ଅଧିକ ଖବର ଦେଖନ୍ତୁ...