ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ବାଲିଆପାଳ: ରାସନକାର୍ଡ କଟାଯିବାକୁ ନେଇ ଉତ୍ତେଜନା

ବାଲେଶ୍ୱର: ବାଲିଆପାଳ ବ୍ଲକରେ ରାସନକାର୍ଡ କଟାଯିବାକୁ ନେଇ ମଙ୍ଗଳବାର ଉତ୍ତେଜନା ଦେଖାଯାଇଛି। ଉତ୍ତେଜିତ ଲୋକେ ବ୍ଲକ କାର୍ଯ୍ୟାଳୟରେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଜାମୁକଣ୍ଡା ପଞ୍ଚାୟତର ୭୦ଜଣଙ୍କ ରାସନକାର୍ଡ କଟାଯାଇଥିବା ଅଭିଯୋଗ ହୋଇଛି।
ଅଧିକ ଖବର ଦେଖନ୍ତୁ...

ଗୁଳି ମାରି ଲୁଟିଲେ ୬୦ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଠାରୁ ଦୁଇ କିମି ଦୂର ଜାତୀୟ ରାଜପଥର ସଦର ଥାନା ନିକଟ ଏକ ହୋଟେଲ ସାମ୍‌ନାରେ ସୋମବାର ଦିନ ଦି’ପହରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରି ୬୦ ଲକ୍ଷ ଟଙ୍କା ଲୁଟିନେଇ ପଳାଇଛନ୍ତି। ବ୍ୟାଙ୍କରେ ଜମା କରିବାକୁ ଟୋଲଗେଟ୍‌ ଟଙ୍କା ନେଇ ଯାଉଥିବା କର୍ମଚାରୀ ଏହି ଲୁଟର ଶିକାର…
ଅଧିକ ଖବର ଦେଖନ୍ତୁ...

ବାଣ ବ୍ୟବସାୟୀଙ୍କ ଘରେ ଅଘଟଣ : ବିସ୍ଫୋରଣରେ ବୃଦ୍ଧଙ୍କ ସହ ଶିଶୁ ମୃତ

ବାଲିଆପାଳ : ବାଣଗଦାରେ ନିଆଁ ଲାଗି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ନରେନ୍ଦ୍ର ଘଡ଼ାଇ (୭୫) ଓ ତାଙ୍କ ନାତି ଦୀପୁ (୪)। ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ବାଲିକୁଟି ପଞ୍ଚାୟତ ଅନ୍ତର୍ଗତ ଛଡା ଗାଁରେ ଆଜି ଦିନ ୧୧ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ବର୍ଷରୁ କମ୍‌ ବାଳିକା କ୍ରିକେଟ ପ୍ରତିଯୋଗିତା: ବାଲେଶ୍ୱର ଓ ଭୁବନେଶ୍ୱର ବିଜୟୀ

ବାଲେଶ୍ୱର: ପ୍ରଥମ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୭ବର୍ଷରୁ କମ୍‌ ବାଳିକା କ୍ରିକେଟ ପ୍ରତିଯୋଗିତାରେ ଶୁକ୍ରବାର ବାଲେଶ୍ୱର ଓ ଭୁବନେଶ୍ୱର ବିଜୟୀ ହୋଇଛନ୍ତି। ଖ୍ରୀଷ୍ଟିଆନ ସ୍କୁଲ ପଡ଼ିଆରେ ରାଜ୍ୟ ଓ ଜିଲ୍ଲା କ୍ରୀଡା ସଂଗଠନ ତରଫରୁ ଆୟୋଜିତ ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚରେ ଭୁବନେଶ୍ୱର ଦଳ ଟସ୍‌…
ଅଧିକ ଖବର ଦେଖନ୍ତୁ...

ବାଣ ତିଆରି ବେଳେ ବିସ୍ଫୋରଣ, ୨ ଆହତ

ବାଲେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଡ଼ି ଗ୍ରାମରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟିବାରୁ ୨ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡ଼ିଛି। ଗୁରୁତର ନରେନ୍ଦ୍ର ଘଡେଇ(୮୦)ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ…
ଅଧିକ ଖବର ଦେଖନ୍ତୁ...