ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

୧୦ ଲକ୍ଷରେ ସରକାରୀ ଚାକିରି ବିକ୍ରି! ଅନ୍ତଃରାଜ୍ୟ ନିଯୁକ୍ତି ଠକେଇ ରାକେଟ୍‌ର ୯ ଦଲାଲ୍‌ ଗିରଫ

ବାଲେଶ୍ବର : ନିଯୁକ୍ତି ଆଶାୟୀଙ୍କୁ ଚାକିରି କରାଇ ଦେବାର ଲୋଭ ଦେଖାଇ କୋଟି କୋଟି ଟଙ୍କା ଲୁଟୁଥିବା ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗ୍‌ର ୯ ଜଣ ଦଲାଲଙ୍କୁ ରବିବାର ବାଲେଶ୍ବର ଜିଲ୍ଲା ପୁଲିସ ଗିରଫ କରିଛି। ଷ୍ଟାଫ୍‌ ସିଲେକ୍ସନ କମିସନ୍‌ ପକ୍ଷରୁ ଆୟୋଜିତ ସିଜିଏଲ୍‌ (କମ୍ବାଇନ୍‌ଡ…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇଜଣଙ୍କ ଜୀବନ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି l ତେବେ ଜଣେ ବ୍ୟକ୍ତି ସୋର ଥାନା ମାଣତ୍ରୀ ଗାଁର ହୋଇଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ l ମୃତ…
ଅଧିକ ଖବର ଦେଖନ୍ତୁ...

ପିତ୍ତଳ ଦୀପକୁ ସୁନା କହି ୬ ଲକ୍ଷ ଟଙ୍କାରେ ବିକ୍ରି

ସୋର: ପିତ୍ତଳ ଦୀପକୁ ସୁନା ଦୀପ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି। ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଏପରି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ଗ୍ରାମରେ। ଖବର ଅନୁସାରେ; ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା…
ଅଧିକ ଖବର ଦେଖନ୍ତୁ...

ଖଡ଼ଗପୁର-ଭଦ୍ରକ ପାସେଞ୍ଜର ଓ କୋଇଲା ବୋଝେଇ ​ଟ୍ରେନ୍‌ରେ ନିଆଁ

ଜଳେଶ୍ଵର: ପୁଣି ଗୋଟିଏ ପାସେଞ୍ଜର ଟ୍ରେନ୍‌ ଓ ଗୋଟିଏ ମାଲ୍‌ବାହୀ ଟ୍ରେନ୍‌ରେ ନିଆଁ ଲାଗିଛି। ପାସେଞ୍ଜର ଟ୍ରେନ୍‌ର ଯାତ୍ରୀମାନେ ଭୟରେ ଓହ୍ଲାଇ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଗୋଟିଏ ଘଟଣା ବାଲେଶ୍ବର ଜିଲ୍ଲା ଲକ୍ଷ୍ମଣନାଥ ଷ୍ଟେସନ୍ ନିକଟରେ ଘଟିଥିବା ବେଳେ ଅନ୍ୟଟି ପଡ଼ୋଶୀ…
ଅଧିକ ଖବର ଦେଖନ୍ତୁ...

ଓଲଟିଲା ଯାତ୍ରୀବାହୀ ବସ୍: କଣ୍ଡକ୍ଟର ଗୁରୁତର, ଅଳ୍ପକେ ବର୍ତ୍ତିଲେ ୩୭ ଯାତ୍ରୀ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବ୍ରିଜ ଠାରୁ ୨୦୦ ମିଟର ଆଗକୁ ଭୁବନେଶ୍ୱରରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଚାଳକଙ୍କୁ ମିଶାଇ ୩୭ ଜଣ ଆହତ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

କ’ଣ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭବିଷ୍ୟତ?

ବାଲେଶ୍ବର: ଜିଲ୍ଲାର ରେମୁଣାଠାରେ ଫକୀରମୋହନ ସରକାରୀ ମେଡିକାଲ୍‌ କଲେଜର ପ୍ରଶିକ୍ଷଣ ହସ୍‌ପିଟାଲ୍‌ (ଟିଚିଂ ହସ୍‌ପିଟାଲ୍‌) ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବାଲେଶ୍ବରରେ ମେଡିକାଲ୍‌ କଲେଜ ଆରମ୍ଭ ହେବାଠାରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ହସ୍‌ପିଟାଲ୍‌ ଭାବେ…
ଅଧିକ ଖବର ଦେଖନ୍ତୁ...

ନବଦମ୍ପତିଙ୍କୁ ୫ କିଲୋ ବିଲାତି ଉପହାର

ନୀଳଗିରି: ବିଲାତି ଦର ଆକାଶଛୁଆଁ। କିଛିଦିନ ତଳେ ଏହା କିଲୋ ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୧୩୦ରୁ ୧୫୦ ଟଙ୍କା ଦରରେ ବିକ୍ରି ହେଉଛି। ଏପରି ସମୟରେ ପ୍ରୀତିଭୋଜନ ଦିନ ନବଦମ୍ପତିଙ୍କୁ କିଛି ବନ୍ଧୁ ବିଲତି ଉପହାର ଦେଇଛନ୍ତି। ଘଟଣାଟି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ବାହାନଗା ରେଳ ଦୁର୍ଘଟଣା: ୭ କର୍ମଚାରୀ ନିଲମ୍ବିତ

ବାଲେଶ୍ବର/ବାହାନଗା: ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଉ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ମିଶାଇ ମୋଟ ୭ ଜଣ କର୍ମଚାରୀ ନିଲମ୍ବିତ ହୋଇଥିବା ବୁଧବାର ବାଲେଶ୍ବର ଗସ୍ତରେ ଆସିଥିବା ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ର ସୂଚନା…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

ବାଲେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣା ସହିତ ଜଡ଼ିତ ୭ ଜଣ ରେଳ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ କରିଥିବା ୩ ଜଣ…
ଅଧିକ ଖବର ଦେଖନ୍ତୁ...

ଫକୀରମୋହନ ବିଶ୍ୱବିଦ୍ୟାଳୟର ରଜତ ଜୟନ୍ତୀ ସମାରୋହ

ବାଲେଶ୍ବର: ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ତଥା ରଜତ ଜୟନ୍ତୀ ସମାରୋହ ଆଜି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଭାସି ମାଧ୍ୟମରେ ଏହି ସମାରୋହକୁ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରି ଓଡ଼ିଆରେ ନିଜ ଅଭିଭାଷଣ…
ଅଧିକ ଖବର ଦେଖନ୍ତୁ...