ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଗଞ୍ଜେଇ ସହ କାର୍‌ ଓ ବାଇକ ଜବତ: ୩ ଗିରଫ

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ପୁଲିସ ଗଂଜେଇ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବା ସହ ଏଥିରେ ବ୍ୟବହୃତ ଏକ କାର୍‌ ଓ ଦୁଇଟି ବାଇକ୍‌କୁ ସୋମବାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲେ। ପ୍ରକାଶ ଯେ ଏକ କାର୍‌ (ଓଆର୍‌୦୩ବି-୬୭୬୭)ରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ମନ୍ଦିର ପୂଜକ ଗିରଫ

ବରଗଡ଼: ବରଗଡ଼ ରେଳ ଷ୍ଟେସନ ନିକଟରେ ଥିବା ଗଣେଶ ମନ୍ଦିରର ପୂଜକଙ୍କୁ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଟାଉନ୍‌ ପୁଲିସ୍‌ ଗିରଫ କରିଛି। ମଂଗଳବାର ସଂଧ୍ୟାରେ ସଂପୃକ୍ତ ମହିଳା ମନ୍ଦିର ପରିସରରେ କାର୍ଯ୍ୟରତ ଥିବା ସମୟରେ ପୂଜକ ଲିଂଗରାଜ ଷଡ଼ଙ୍ଗୀ କୁଆଡ଼େ ତାଙ୍କୁ ଅଶ୍ଲୀଳ ଭାଷାରେ…
ଅଧିକ ଖବର ଦେଖନ୍ତୁ...

ସିନ୍ଧେକେଲାରୁ ୧୬ ଦାଦନ ଉଦ୍ଧାର

ସିନ୍ଧେକେଲା,: ମଙ୍ଗଳବାର ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ସିନ୍ଧେକେଲା ଅଧୀନସ୍ଥ ଡିଆଟନ ଗାଁ ନିକଟରୁ ପୁଲିସ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୫ଜଣ ନାବାଳକ, ଶିଶୁ ଥିବା ମଧ୍ୟ ଜଣାପଡ଼ିଛି। ପଡ଼ୋଶୀ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ରେଙ୍ଗ ଗାଁର ଏହି…
ଅଧିକ ଖବର ଦେଖନ୍ତୁ...

ନଳକୂପ ପାଣିରୁ ବାହାରୁଛି ପୋକ

ବୈପାରିଗୁଡା: ବୈପାରିଗୁଡା ବ୍ଲକରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ଦୂଷିତ ପାଣି। ପୋକ ସାଲୁବାଲୁ ପାଣି ଲୋକଙ୍କୁ ମିଳୁଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ମହୁଲି ପଂଚାୟତ ଅନ୍ତର୍ଗତ ଖଣ୍ଡିଗୁଡା ଗ୍ରାମରେ ୩୦ରୁ ଊର୍ଧ୍ୱ ପରିବାର ବସବାସ…
ଅଧିକ ଖବର ଦେଖନ୍ତୁ...

ମାଓ ଭୟରେ ଆସିଲେନି, ୩୭.୭୫ପ୍ରତିଶତ ମତଦାନ

ମାଥିଲି,: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତଥା ଛତିଶଗଡ ସୀମାନ୍ତ ମହପୁପଦର ପଞ୍ଚାୟତ ସମିତି ସଭ୍ୟ ପଦବି ପାଇଁ ଆଜି ବିର୍ନାଚନ ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତରେ ମୋଟ ୨୫୭୬ଜଣ ଭୋଟର ରହିଥିବା ବେଳେ ମାତ୍ର ୩୭.୭୫ପ୍ରତିଶତ ମତଦାନ ହୋଇଥିଲା। ଅନ୍ୟପଟେ ଏହି ନିର୍ବାଚନକୁ…
ଅଧିକ ଖବର ଦେଖନ୍ତୁ...

ରାହାଜାନି ମାମଲାରେ ପୁଲିସକୁ ସଫଳତା

ନବରଙ୍ଗପୁର: ନିଛାଟିଆ ସ୍ଥାନରେ ଆକ୍ରମଣ କରି ଲୁଟ୍‌ ମାମଲାରେ ନବରଙ୍ଗପୁର ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ଗୋଟିଏ ଗ୍ୟାଙ୍ଗର ୬ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ମଧ୍ୟରେ ୨ଜଣ ନାବଳକ ରହିଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରୋହିତ ସୁନା (୧୮) ଓ ସନ୍ନ୍ୟାସୀ…
ଅଧିକ ଖବର ଦେଖନ୍ତୁ...

ମାଓବାଦୀ କ୍ୟାମ୍ପ: କଟକ ନରସିଂହପୁର ଅଞ୍ଚଳରେ କୁମ୍ବିଂ ଅପରେସନ ଜାରି

କଟକ: କଟକ ଜିଲ୍ଲାରେ ଏବେ ଦେଖା ଦେଇଛି ମାଓବାଦୀଙ୍କ ଗତିବିଧି। ଏହିପରି ଗୁଇନ୍ଦା ସୂଚନା ପାଇବା ପରେ ସତର୍କ ହୋଇ ଉଠିଛି ପୁଲିସ। ଆଠଗଡ଼ ଉପଖଣ୍ଡର ନରସିଂହପୁର ଅଞ୍ଚଳରେ ଅନୁଗୁଳ ଜିଲ୍ଲାକୁ ଲାଗି ଥିବା ଜଙ୍ଗଲରେ ଆଜି ସକାଳୁ ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) କୁମ୍ବିଂ…
ଅଧିକ ଖବର ଦେଖନ୍ତୁ...

ଘରୋଇ ବସ୍‌ କର୍ମଚାରୀଙ୍କୁ ଆକ୍ରମଣ: ବସ୍‌ ଚଳାଚଳ ବନ୍ଦ, ଜଣେ ଅଟକ

ଗୁଣପୁର: ରାମନାଗୁଡା ବ୍ଲକ ତାଣ୍ଡିକଣା ଛକରେ ଏକ ଘରୋଇ ବସ୍‌ର କର୍ମଚାରୀଙ୍କୁ ଆକ୍ରମଣ ପ୍ରତିବାଦରେ ଗୁଣପୁରରେ ସମସ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଛି। ଖବର ଲେଖା ହେବା ସୁଦ୍ଧା ଗାଡି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀ ମାନେ ବହୁ ହଇରାଣ ହେଉଛନ୍ତି । ଏହି ଘଟଣାରେ ଗୁଣପୁର ପୁଲିସ ଜଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ସ୍ପର୍ଶ ଅପେକ୍ଷାରେ ୧୧ କୋଟିର ପାଣି ପ୍ରକଳ୍ପ

ରାଉରକେଲା,: ଏଣିକି ଖରାଦିନେ ଦୂର ହେବ ସହରର ଜଳ ସଙ୍କଟ। ‘ଅମୃତ’ ଯୋଜନାରେ ଗତ ୧ ବର୍ଷ ତଳେ ଆରମ୍ଭ ହୋଇଥିବା ମୁଖ୍ୟ ପାଇପ ଜଳଯୋଗାଣର ଉନ୍ନତିକରଣ କାର୍ଯ୍ୟ ନିକଟରେ ଶେଷ ହୋଇଛି। ୧୦ କୋଟି ୯୪ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ସହରର ସହରର ପ୍ରାୟ ୧…
ଅଧିକ ଖବର ଦେଖନ୍ତୁ...

ଚାନ୍ଦବାଲି: କେନାଲକୁ ଖସି ପଡ଼ିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ୧୫ ଛାତ୍ରଛାତ୍ରୀ

ଚାନ୍ଦବାଲି: ଆଜି ସକାଳେ ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଅନ୍ତର୍ଗତ ଗଙ୍ଗାଧରପୁର ଗ୍ରାମର ୧୫ରୁ ଊର୍ଧ୍ୱ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ବେଳେ ଡ୍ରାଇଭର ଓ ସେହି…
ଅଧିକ ଖବର ଦେଖନ୍ତୁ...