ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଥାନାରୁ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

ଜୟପୁର : ଜୟପୁର ଟାଉନ ଥାନା କାନ୍ଥ ଡେଇଁ ଜଣେ ଅପରାଧୀ ଚମ୍ପଟ ମାରିଛି। ଆଉ ସେ ଚମ୍ପଟ ମାରିବାର ଅଳ୍ପ ସମୟ ମଧ୍ୟରେ ସହରର ଜୟନଗର ଅଞ୍ଚଳରୁ ୩ଯୁବକଙ୍କ ଠାରୁ ଲୁଟ ହୋଇଛି। ଖଣ୍ଡା କାତି ଦେଖାଇ ୩ଯୁବକଙ୍କ ଠାରୁ ୩୨ହଜାର ଓ ଗୋଟିଏ ମୋବାଇଲ ଲୁଟ ନେଇଛି ଏହି ଅପରାଧୀ। ଏ ନେଇ ଥାନାରେ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହତ୍ୟା

ଡେଲାଙ୍ଗ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ସକାଳେ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମରେ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା ଘଟଣା ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ହତ୍ୟାକାଣ୍ଡ ପରେ ଅପରାଧୀମାନେ ଫେରାର ହୋଇଯାଇଛନ୍ତି। ଗାଁରେ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ତିନି ମୃତ

କୁତ୍ରା/ବାଲିଶଙ୍କରା/ ରାଇରଙ୍ଗପୁର: ଶୁକ୍ରବାର ଅପରାହ୍ନରେ ବଜ୍ରପାତରେ ସୁନ୍ଦରଗଡ଼ ଓ ମୟୂରଭଂଜ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ହୋଇଛି। କୁତ୍ରା ବ୍ଲକ ପଞ୍ଚରା ପଞ୍ଚାୟତ ବେଲଡିହି ଗ୍ରାମରେ ଆଜି ଅପରାହ୍ନ ୨ଟାରେ ବଜ୍ରପାତ ଯୋଗୁଁ ଶିଶିର ଲାକଡ଼ା (୩୫)ଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେ ବର୍ଷା…
ଅଧିକ ଖବର ଦେଖନ୍ତୁ...

ଶ୍ୟାମସୁନ୍ଦରଙ୍କୁ କାନ୍ଧେଇ ବୁଲୁଛନ୍ତି ପତ୍ନୀ

କୋରାପୁଟ : ଆରପିଏଫ୍‌ କର୍ମଚାରୀ ବାଡେଇ ଦୁଇ ଗୋଡ ଭାଙ୍ଗିଦେଲେ। ବିନା ଦୋଷରେ ପଙ୍ଗୁ ବନିଗଲେ। ଏହି କଥା କାହା ଆଗରେ କହିବା ପାଇଁ ଯିବାକୁ ମଧ୍ୟ ସେ ଅସମର୍ଥ। ଏହି ସମୟରେ ସାହାରା ପାଲଟିଛି ପତ୍ନୀଙ୍କ କାନ୍ଧ। ପତ୍ନୀଙ୍କ କାନ୍ଧରେ ବସି ନ୍ୟାୟର ଲଢେଇ ପାଇଁ ଆଗକୁ ବାହାରିଛନ୍ତି ଶ୍ୟାମ ସୁନ୍ଦର।…
ଅଧିକ ଖବର ଦେଖନ୍ତୁ...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ନୀଳଗିରି : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ନୀଳଗିରି ଥାନାରେ ପହଞ୍ଚିଛି। ଏମିତି କାଣ୍ଡ ଭିଆଇଥିବା ଶ୍ରୀପତିପୁର ଗାଁର ଜଣେ ଯୁବକ ବିରୋଧରେ ଅଭିଯୋଗ କରି ନାବାଳିକାଙ୍କ ପରିବାର ନ୍ୟାୟ ପ୍ରାର୍ଥନା କରିଛନ୍ତି। ଘଟଣା ନେଇ ପୁଲିସ ତଦନ୍ତ ଜାରି ରହିଛି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର/ଝରାଡ଼ିହି : ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାରର ମଦ ବ୍ୟବସାୟୀ ବିକାଶ କୁମାର ସାହୁଙ୍କ ସ୍ତ୍ରୀ ରଶ୍ମିରେଖା(୪୦)। ଗୁରୁବାର ରାତିରେ ରଶ୍ମିରେଖାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବହଳଦା…
ଅଧିକ ଖବର ଦେଖନ୍ତୁ...

ସଂପର୍କୀୟ ଦାଦା ସମେତ ୬ ଗିରଫ

କାଲିମେଳା : ମାଲକାନଗରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସଂପର୍କୀୟ ଦାଦା ରହିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଂଗେଲ ଗ୍ରାମର ଜଣେ…
ଅଧିକ ଖବର ଦେଖନ୍ତୁ...

ଭୋଗ ଖାଇ ଯୁବତୀ ମୃତ

ନୀଳଗିରି : ଲକ୍ଷ୍ମୀ ପୂଜା ଭୋଗ ଖାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ ନୀଳଗିରି ଥାନା ବାଉଁଶବଣିଆ ପଞ୍ଚାୟତ ଅନ୍ତର୍ଗତ ମାଧପୁର ଗାଁର ରାଜା ବେହେରାଙ୍କ ଝିଅ ବେବି (୧୮)। ବେବି ଗତକାଲି ତାଙ୍କ ପଡ଼ୋଶୀଙ୍କ ଘରକୁ ଲକ୍ଷ୍ମୀପୂଜା ଭୋଗ ଖାଇବାକୁ ଯାଇଥିଲେ। ରାତିରେ ସେ ଅସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

ପାରାଦୀପ ମାଛଧରା ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା

ନଭେମ୍ବରରେ ମିଳିପାରେ ‘ଇୟୁ’ ସ୍ୱୀକୃତି ପାରାଦୀପ : ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀଙ୍କ ପାଇଁ ଖୁସି ଖବର। ପାରାଦୀପ ମାଛଧରା ବନ୍ଦରକୁ ଆନ୍ତର୍ଜାତିକ ମାନ୍ୟତା ମିଳିଛି। ବନ୍ଦରରୁ ବିଦେଶକୁ ସିଧାସଳଖ ମାଛ ରପ୍ତାନୀ ପାଇଁ ସୁଯୋଗ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଆସନ୍ତା ନଭେମ୍ବରରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଚାଞ୍ଚଲ୍ୟ, ବଜାରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ !

ସମ୍ବଲପୁର: କିଛି ମାସ ତଳେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ରାଜ୍ୟରେ ଅନେକ ତର୍କ-ବିତର୍କ ହୋଇଥିବା ବେଳେ ଏବେ ବଜାରକୁ ଅାସିଛି ପ୍ଲାଷ୍ଟିକ ଚାଉଳ। ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଅାଲୋଚନା ଥମି ନ ଥିବା ବେଳେ, ପ୍ଲାଷ୍ଟିକ ଚାଉଳ ଘଟଣା ଏବେ ସତ ହୋଇଛି। ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...