ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଉଗ୍ରବାଦୀଙ୍କୁ ସଫା କରିବାକୁ ହେଲେ ମିଳିତ ସହଯୋଗ ଦରକାର: ଏସ୍‌ପି ସିଂହ

ସୁନ୍ଦରଗଡ଼: ଯେତେ ଦିନ ପର୍ଯ୍ୟନ୍ତ ଏକାଠି ହୋଇ କାମ କରା ନଯାଇଛି, ସେପର୍ଯ୍ୟନ୍ତ ଉଗ୍ରବାଦୀମାନଙ୍କୁ ହଟାଇବା ସହଜ ନୁହେଁ ବୋଲି ଏସ୍‌ପି ରାଜୀବ ରଞ୍ଜନ ସିଂହ କହିଛନ୍ତି। ସେ କହିଛନ୍ତି, ଝାରଖଣ୍ଡରୁ ଫେରାର ହେଉଥିବା ଉଗ୍ରବାଦୀ ସୀମାନ୍ତ ଗୁମଲା ଅଥବା ଓଡ଼ିଶାରେ ନିଜର ବିସ୍ତାର ଲାଭ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୁରୀ: ୨୦ଟି ବାଇକ ଜବତ, ୪ ଗିରଫ

ପୁରୀ: କୁମ୍ଭାରପଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୨୦ଟି ବାଇକକୁ ଜବତ କରିବା ସହ ଘଟଣାରେ ଜଡ଼ିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ଚୋରମାନଙ୍କ ଉପରକୁ ଚଢ଼ାଉ କରିଥିଲା। ଗିରଫ ପରେ ପଚରାଉଚରା ବେଳେ ୨୦ଟି…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼କୁ ବାଇକରେ ଆସୁଥିବା ଜଣେ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନ ୧ଟା ୩୦ରେ ଯୁବକ ଜଣକ ବାଇକରେ ଆସୁଥିଲେ। ରସରାଜପୁର ନିକଟରେ ସେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଟ୍ରକ୍‌ ସହ ସ୍କୁଟି ମୁହାଁମୁହିଁ, ସ୍କୁଟି ଚାଳକ ମୃତ

ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟା ଥାନା ଅଞ୍ଚଳର ହୋଟେଲ୍‌ ସୂରଜ ପାଖରେ ଏକ ଟ୍ରକ୍‌ ସହ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆରେ ବାସ କରୁଥିବା ଦେବେନ୍ଦ୍ର ନାୟକ। ଦେବେନ୍ଦ୍ରଙ୍କ ଘର ଖଣ୍ଟପଦା ଥନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଜୟପୁର:୨ଟି ଜୁଆ ଆଡ୍ଡା ଉପରେ ପୁଲିସ୍‌ ଚଢ଼ଉ

ଜୟପୁର: ଜୟପୁର ଟାଉନ୍‌ଥାନା ଅନ୍ତର୍ଗତ ସୂର୍ଯ୍ୟମହଲ ଓ ଗଡ଼ିଆଧୋବା ସାହିରେ ଗତକାଲି ରାତିରେ ୨ଟି ସ୍ଥାନରେ ଖେଳା ଯାଉଥିବା ଜୁଆ ଆଡ୍ଡା ଉପରେ ପୁଲିସ୍‌ ପୃଥକ ଭାବେ ଚଢ଼ାଉ କରିଛି। ସୂର୍ଯ୍ୟମହଲରୁ ୧୮ ଜଣ ଗିରଫ ହୋଇଥିବା ବେଳେ ଗଡ଼ିଆଧୋବାରୁ ୭ ଜଣ ଗିରଫ ହୋଇଛନ୍ତି। ସୂର୍ଯ୍ୟମହଲର ଜୁଆଡ଼ିମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

ଲାଞ୍ଜିଗଡ଼/ନର୍ଲା: ମଙ୍ଗଳବାର ଭୋରରେ ଲାଞ୍ଜିଗଡ଼ ବ୍ଲକ କୁଚେଇଜୋର ଗାଁରେ ଭାଲୁ ଆକ୍ରମଣରେ ଧନୁ ଗଉଡ଼ (୬୫)ଙ୍କ ମୃତ୍ୟୁ ଘଟିଛି। ଭୋର୍‌ ସମୟରେ ଧନୁ ଓ ଅନ୍ୟ ୩ ଜଣଙ୍କ ସହ ଶୌଚ ପାଇଁ ଗୁଜୁରିଆ ଗଛ ବନ୍ଧକୁ ଯାଇଥିଲେ। ସେଠାରେ ୨ଟି ଭାଲୁ ତାଙ୍କୁ ଗୋଡ଼ାଇ ଥିଲେ। ଧନୁ ଜୀବନ ବିକଳରେ ଦୌଡ଼ି ପଳାଉଥିବା…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ପଡ଼ିଆରେ ବଜ୍ରପାତ, ୨ ବାଳକ ମୃତ

ମାଲକାନଗିରି: ପଡ଼ିଆ ବ୍ଲକର କମାରଗୁଡ଼ା ଗ୍ରାମର ମଙ୍ଗଳବାର ଅପରାହ୍ଣରେ ବଜ୍ରପାତ ଘଟି ୨ଜଣ ବାଳକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଗ୍ରାମର ଦେବ କରାନଙ୍କ ୧୩ ବର୍ଷିଅ ପୁଅ ଜଗା କରନ ଓ ଚେନ୍ନାୟା ନାକାଙ୍କ ପୁଅ ରାହୁଲ ନାକା(୧୩) ସାଙ୍ଗମାନଙ୍କ ସହିତ ଗାଁ ଦାଣ୍ଡରେ ଖେଳୁଥିବା…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଯାଜପୁର: କାଳିଆପାଣି ଥାନା ଅନ୍ତର୍ଗତ କୁସୁମୁଡ଼ିଆ ଜଙ୍ଗଳରେ ମଙ୍ଗଳବାର ଜଣେ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୁଲିସ। ଯୁବକ ଜଣକ ହେଲେ ସୁକିନ୍ଦା ବ୍ଲକର ଗିରି ନଙ୍ଘନାଲି ଗ୍ରାମର ବିନୋଦ ଦେହୁରୀ(୩୦)। ଗ୍ରାମର କିଛି ଲୋକ ଜଙ୍ଗଲକୁ ଯାଇଥିବା ବେଳେ, ଝୁଲନ୍ତା ଶବକୁ ଦେଖିଥିଲେ। ସେମାନେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ବିଦ୍ୟୁତ୍‌ ଖୁଣ୍ଟି ସହ ଭ୍ୟାନ୍‌ ପିଟି ହୋଇ ୩ ମୃତ, ୫ ଆହତ

ରାୟଗଡ଼ା: ସୋମବାର ବିଳମ୍ବିତ ରାତିରେ ଜେକେପୁର ନିକଟସ୍ଥ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତକ ୩ ଜଣଙ୍କୁ ଛାଡ଼ିଲା ପରେ ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଲ୍ଲେଖଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ୬ ଅନ୍ତଃରାଜ୍ୟ ଡକାୟତ ଗିରଫ

ଯାଜପୁର: ଯାଜପୁର ରୋଡ଼ ଥାନା ପକ୍ଷରୁ ୬ ଜଣ ଅନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରାଯାଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ପୁଲିସ ପକ୍ଷରୁ ଅଚାନକ ଚଢ଼ାଉ କରି ଡକାୟତମାନଙ୍କୁ ଗିରଫ କରାଯାଇଥିଲା ବୋଲି କେନ୍ଦ୍ରାଞ୍ଚଳ ଆଇଜି ଏସ୍‌କେ ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି। ଯାଜପୁର…
ଅଧିକ ଖବର ଦେଖନ୍ତୁ...