ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ଦେବଗଡ଼: ସେବାଧାମ କାନ୍ଥ ଭୁଶୁଡ଼ି ୧ ମୃତ, ୪ ଆହତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ରେଙ୍ଗଲବେଡ଼ା ସେବାଧାମର କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଶିଶୁକନ୍ୟାଟି ହେଉଛନ୍ତି ରଶ୍ମିତା ପ୍ରଧାନ। ଆହତମାନେ ହେଉଛନ୍ତିି କାଜଲ ସାହୁ, କାଜଲ ମାହାରେ, ଅଯୋଧ୍ୟା ପେଣ୍ଠେଇ ଓ ଓମଭାରତୀ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବୋଲେରୋ ଓଲଟି ୧ ମୃତ, ୮ ଆହତ

ବାଲେଶ୍ୱର: ବାଲେଶ୍ୱରର ସହଦେବ ଖୁଣ୍ଟା ଥାନା ଅଞ୍ଚଳର ହୋଟେଲ୍‌ ସୂରଜ ପାଖରେ ଏକ ଟ୍ରକ୍‌ ସହ ଧକ୍କା ହୋଇ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆରେ ବାସ କରୁଥିବା ଦେବେନ୍ଦ୍ର ନାୟକ। ଦେବେନ୍ଦ୍ରଙ୍କ ଘର ଖଣ୍ଟପଦା ଥନା ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଜୟପୁର: ବସ ଓଲଟି ୧୦ ଆହତ

ଜୟପୁର: ଗତକାଲି ରାତିରେ ମାଲକାନଗିର ଜିଲ୍ଲା କାଲିମେଳାରୁ ଜୟପୁର ଦେଇ ଭୁବନେଶ୍ୱର ଯାଉଥିବା କୋଣାର୍କ ନାମକ ଏକ ଘରୋଇ ବସ ଶ୍ରୀକାକୁଲମ ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ପୁଲିସ ଓ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

ଦଳରେ ମିଶିଲେ ଅଶୋକଙ୍କୁ ସ୍ୱାଗତ କରାଯିବ, ପ୍ରାର୍ଥୀତ୍ୱକୁ ନୁହେଁ: ବରଗଡ଼ ବିଜେପି

ବରଗଡ଼: ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ଶୁକ୍ରବାର କହିଛନ୍ତି, ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଭାଜପାରେ ସାମିଲ ହେବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ତାଙ୍କରି ପ୍ରାର୍ଥୀତ୍ୱକୁ ଗ୍ରହଣ କରାଯାଇ ପାରିବ ନାହିଁ।…
ଅଧିକ ଖବର ଦେଖନ୍ତୁ...

ଜୟପୁର: ୧ହଜାରରୁ ଊର୍ଧ୍ୱ ବ୍ରିଟିଶ ଅମଳ ଗୁଳି ଜବତ

ଜୟପୁର: ବ୍ରିଟିଶ ଅମଳର ଗୁଳିଗୋଳା। ଗୋଟିଏ କିମ୍ବା ଦୁଇଟି ନୁହେଁ, ଶହଶହ ସଂଖ୍ୟାରେ ପଡ଼ିଥିବା ବ୍ରିଟିଶ ଅମଳର ଗୁଳିଗୋଳକୁ ଜବତ କରିଛି ଜୟପୁର ପୁଲିସ। ତାହା ପୁଣି ଏକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନପୁଯାୟୀ, ଜୟପୁର ଜିଲ୍ଲା ଶିଳ୍ପଅଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର

କେନ୍ଦ୍ରାପଡ଼ା:ଗତକାଲି ସନ୍ଧ୍ୟାରେ ନଦୀ କୂଳକୁ ଯାଇଥିବା ଜଣେ ମହିଳା କୁମ୍ଭୀର ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଉଛନ୍ତି ରାଜନଗର ବ୍ଲକ୍‌ ଅନ୍ତର୍ଗତ ବଳଭଦ୍ରପୁର ଗାଁର ସାଗର ରାଉତଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ରାଉତ। ତାଙ୍କୁ ଗୁରୁତର ଅବସ୍ଥାରେ ରାଜନଗର…
ଅଧିକ ଖବର ଦେଖନ୍ତୁ...

ଲଇକେରା: ରେଲେଓ୍ଵ ଟ୍ରେଞ୍ଚରୁ ହାତୀ ଶାବକର ମୃତଦେହ ଉଦ୍ଧାର

ଲଇକେରା: ଆଜି ସକାଳେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍‌ର ବାଗଡିହି ଫରେଞ୍ଚ ରେଞ୍ଜ ଅନ୍ତର୍ଗତ ତେଲଡିହି ଫାଟକ ପାଖରେ ରେଲେଓ୍ଵ ଟ୍ରେଞ୍ଚ୍‌ରେ ପଡ଼ି ଏକ ହାତୀ ଶାବକର ମୃତ୍ୟୁ ଘଟିଛି। ମୃତ ହାତୀ ଶାବକଟିର ବୟସ ୪ ମାସ ହେବ ବୋଲି ଅନୁମାନ କରାଯାଇଛି। ଖବରପାଇ ବନବିଭାଗ କର୍ମଚାରୀମାନେ…
ଅଧିକ ଖବର ଦେଖନ୍ତୁ...

୨ କିଗ୍ରା ବାର୍‌ହା ମାଂସ ଜବତ, ୫ ଶିକାରୀ ଗିରଫ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗାଡାସାହି ନିକଟରୁ ଗତକାଲି ରାତିରେ ୫ ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ହାତୀଗୋଡା ଗ୍ରାମର କାର୍ତ୍ତିକ ହୋ(୫୫), ଲାମ୍ବା ବଦ୍ରା(୫୦), ଦିବାକର ବଦ୍ରା(୫୦), କନ୍ଦା ସଏ(୩୫) ଓ…
ଅଧିକ ଖବର ଦେଖନ୍ତୁ...

ଅର୍ଥାଭାବ, ପାରିବାରିକ ଅଶାନ୍ତି : ବିଷପାନ କରି ଦମ୍ପତ୍ତିଙ୍କ ଆତ୍ମହତ୍ୟା

ମାହାଙ୍ଗା : ଯନ୍ତ୍ରଣାରେ ଛଟପଟ ହୋଇ ଟଳିପଡ଼ିିଲେ ସ୍ୱାମୀ। ସ୍ୱାମୀ ଯିବାର ମାତ୍ର ଅଧଘଣ୍ଟା ଭିତରେ ସ୍ତ୍ରୀ ମଧ୍ୟ ଚାଲିଗଲେ ଆରପାରିକୁ। ଅର୍ଥାଭାବ, ପାରିବାରିକ ଅଶାନ୍ତି କାରଣରୁ ବିଷପାନ କରି ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିବାବେଳେ ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

କଟକରେ ୧୬୦ ମେଢ଼: ୫୬ କିଲୋ ସୁନା, ୭୫ କ୍ୱିଣ୍ଟାଲ ଚାନ୍ଦି

କଟକ : ମେଢରେ ସୁନା ଓ ଚାନ୍ଦିର ଚମକ ସୃଷ୍ଟି କରିବାରେ କଟକ ମହାନଗର ହେଉଛି ସାରା ଦେଶ ଏମିତିକି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଆଉ ପ୍ରଥମ। କଟକ ଦଶହରାରେ ଚାନ୍ଦି ମେଢ ସଂଖ୍ୟା ଚଳିତ ବର୍ଷ ୨୩ରେ ପହଞ୍ଚି ଥିବା ବେଳେ ସୁନା ବ୍ୟବହାର କରୁଥିବା ମେଢ ସଂଖ୍ୟା ପହଞ୍ଚିଛି ୮ରେ। ଅବଶ୍ୟ ବାଖରାବାଦ…
ଅଧିକ ଖବର ଦେଖନ୍ତୁ...