ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

କଟକରେ ୧୬୦ ମେଢ଼: ୫୬ କିଲୋ ସୁନା, ୭୫ କ୍ୱିଣ୍ଟାଲ ଚାନ୍ଦି

କଟକ : ମେଢରେ ସୁନା ଓ ଚାନ୍ଦିର ଚମକ ସୃଷ୍ଟି କରିବାରେ କଟକ ମହାନଗର ହେଉଛି ସାରା ଦେଶ ଏମିତିକି ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଆଉ ପ୍ରଥମ। କଟକ ଦଶହରାରେ ଚାନ୍ଦି ମେଢ ସଂଖ୍ୟା ଚଳିତ ବର୍ଷ ୨୩ରେ ପହଞ୍ଚି ଥିବା ବେଳେ ସୁନା ବ୍ୟବହାର କରୁଥିବା ମେଢ ସଂଖ୍ୟା ପହଞ୍ଚିଛି ୮ରେ। ଅବଶ୍ୟ ବାଖରାବାଦ…
ଅଧିକ ଖବର ଦେଖନ୍ତୁ...

ଛତରଯାତ୍ରା ସମ୍ପନ୍ନ : ରାଜପଥ ରକ୍ତ ରଞ୍ଜିତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ଗୁରୁବାର ଶାନ୍ତି ଶୃଙ୍ଖଳା, ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ ହୋଇଥିଲା। ତେବେ ପ୍ରଥା ଆଗରେ ମୁଣ୍ଡ ନୁଆଁଇ ଥିଲା ଆଇନ ଓ ପ୍ରଶାସନ। ମା’…
ଅଧିକ ଖବର ଦେଖନ୍ତୁ...

କିସିଣ୍ଡା ଡାଙ୍ଗଟେକା ଜଙ୍ଗଲରୁ ମାଓ ଅସ୍ତ୍ରଶସ୍ତ୍ର ଜବତ

ସମ୍ବଲପୁର : ମାଓବାଦୀ ସଙ୍ଗଠନ ସମ୍ବଲପୁରକୁ ଏତେ ଶୀଘ୍ର ଛାଡ଼ିବ ନାହିଁ। ଯେକୌଣସି ସମୟରେ ଏଠାରେ ବଡ଼ ଆକ୍ରମଣ ପାଇଁ ପ୍ରଚେଷ୍ଟା ଜାରି ରଖିଛି ମାଓ ସଙ୍ଗଠନ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କିସିଣ୍ଡା ଡାଙ୍ଗଟେକା ସଂରକ୍ଷିତ ଜଙ୍ଗଲରୁ ପୋତାହୋଇଥିବା ୨ଟି ରାଇଫଲ, ୪୮୪ ବିଭିନ୍ନ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ରକ୍ତତୀର୍ଥ ଇରମ୍‌ ପାଇଁ କୋଟିଏ ଟଙ୍କାର ସହାୟତା

ବାସୁଦେବପୁର : ୨୯ ଜଣ ସଂଗ୍ରାମୀ ସହିଦ ହୋଇଥିବା ରକ୍ତତୀର୍ଥ ଇରମ୍‌ ପଞ୍ଜାବର ଜାଲିଆନାଓ୍ଵାଲାବାଗ୍‌ଠାରୁ କୌଣସି ଗୁଣରେ ନ୍ୟୂନ ନୁହେଁ। ସେହି ସହିଦଙ୍କ ମାଟିରେ ଆଜି ଛିଡା ହେବାର ସୌଭାଗ୍ୟ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ୭୫ତମ ସହିଦ ଦିବସରେ ଆୟୋଜିତ ସଭାରେ ଯୋଗ ଦେଇ…
ଅଧିକ ଖବର ଦେଖନ୍ତୁ...

ଦାରିଙ୍ଗବାଡ଼ିରେ ମୃଦୁ ଭୂକମ୍ପ

ଦାରିଙ୍ଗବାଡ଼ି : ଗୁରୁବାର ରାତିରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରାତି ପ୍ରାୟ ୮ଟା ବେଳେ ପାଖାପାଖି ୭ ସେକେଣ୍ଡ ପାଇଁ ହଠାତ୍‌ ଘରଦ୍ୱାର, ଆସବାବପତ୍ର ସବୁ ଥରି ଉଠିଥିଲା। ଝଟ୍‌କା ହେଉଥିବା ଜାଣି ଲୋକେ ଭୟରେ ଘରୁ ବାହାରକୁୁ ଚାଲି ଆସିଥିଲେ। ଏଥିରେ ବିଶେଷ…
ଅଧିକ ଖବର ଦେଖନ୍ତୁ...

ବରୀରେ ବିଜେଡିର ଗୁଣ୍ଡାଗର୍ଦି : ଯୁବକଙ୍କୁ ଖଣ୍ଡାରେ ହାଣିଲେ

ବରୀ : ବରୀରେ ଶାସକ ବିଜେଡିର ଗୁଣ୍ଡାଗର୍ଦି। ଆଜି ଶାସକ ଦଳର କେତେକ ସମର୍ଥକ ଜଣେ ବିଜେପି ସମର୍ଥିତ ଯୁବକଙ୍କୁ ଖଣ୍ଡାରେ ହାଣିବା ସହ ତଳକାଇପଡ଼ାରେ ଘନ ଘନ ବୋମା ମାଡ଼ କରିଛନ୍ତି। ଯୁବକଙ୍କ ଉଭୟ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଅପହରଣ, ଅଭିଯୁକ୍ତ ପରିବାରକୁ ବାସନ୍ଦ

ମହାକାଳପଡ଼ା : ଜଣେ ନାବାଳିକା ଅପହରଣ ଘଟଣାକୁ କେନ୍ଦ୍ରକରି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବାଲିସାହି ଗ୍ରାମର ଗୋଟିଏ ପରିବାରକୁ ବାସନ୍ଦ କରାଯାଇଛି। ନିଆଁପାଣି ଅଟକ ସହିତ ଦୋକାନ ବଜାର ବନ୍ଦ କରାଯାଇଛି। ଆତଙ୍କିତ ଅବସ୍ଥାରେ ରହିଥିବା ଏହି ପରିବାର ଆଜି ଥାନାର ଆଶ୍ରୟ…
ଅଧିକ ଖବର ଦେଖନ୍ତୁ...

ଚିଲିକାରୁ ଘେରି ଉଚ୍ଛେଦ ଅଭିଯାନ ଶେଷ

ବ୍ରହ୍ମଗିରି : ଚିଲିକାରୁ ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ପ୍ରଶାସନ ଓ ସିଡିଏ ପୂରା ଦମ୍‌ ଲଗାଇଛି । ପାଞ୍ଚଦିନ ଧରି ଚିଲିକାରୁ ଏହି ବେଆଇନ ଘେରି ଉଚ୍ଛେଦ ଚାଲିବ ବୋଲି ପ୍ରଶାସନ ପୂର୍ବରୁ କହିଥିଲା । କିନ୍ତୁ ଆଜି ଘେରି ଉଚ୍ଛେଦର ତୃତୀୟ ଦିନରେ ପ୍ରଥମ ପର୍ଯ୍ୟାୟରେ ଘେରି ଉଚ୍ଛେଦ ଶେଷ…
ଅଧିକ ଖବର ଦେଖନ୍ତୁ...

ଖଣିଜ ନୀତି ସମୀକ୍ଷା କମିଟିରୁ ଜୁଏଲ୍‌ଙ୍କ ବିଭାଗ ବାଦ୍‌

ରାଉରକେଲା : ଓଡ଼ିଶା ସମେତ ଦେଶର ବିଭିନ୍ନ ଖଣି ଇଲାକା ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ। ତେଣୁ ଖଣି କାର୍ଯ୍ୟକଳାପର ଧ୍ୱଂସଲୀଳାରେ ସ୍ଥାନୀୟ ଆଦିବାସୀମାନେ ହିଁ କ୍ଷତିଗ୍ରସ୍ତ ହୋଇଥାନ୍ତି। ମାତ୍ର ବିଡ଼ମ୍ବନା ଏହି ଯେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ‘ଜାତୀୟ ଖଣିଜ ନୀତି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର-ପୁରୀ ରାସ୍ତା ୩ ଘଣ୍ଟା ଅବରୋଧ

ସାକ୍ଷୀଗୋପାଳ : ଫେଡ୍‌କୋର ଜଣେ ଶ୍ରମିକଙ୍କର ଗୁରୁବାର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ଏହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଅବରୋଧ କରିଥିଲେ। ପାଖାପାଖି ୩ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଫଳରେ…
ଅଧିକ ଖବର ଦେଖନ୍ତୁ...