ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ବେହେରାମାଲରେ ଟ୍ରିପଲ୍‌ ମର୍ଡର, ୫ ଗିରଫ

ଉଲୁଣ୍ଡା : ମା’ଙ୍କ ପୂଜାରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠୁଥିବା ବେଳେ ଅଷ୍ଟମୀ ତିଥି ତଥା ଗୁରୁବାର ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଏସ୍‌. ପତ୍ରାପାଲି ପଞ୍ଚାୟତ ବେହେରାମାଲ ଗାଁର ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଛି। ପୂର୍ବ ଶତ୍ରୁତାକୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବ କଂଗ୍ରେସ ବିଧାୟକ ଅଚ୍ୟୁତାନନ୍ଦ ବିଶ୍ୱାଳ ବିଜେପିରେ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ମଲ୍ଲିକମୁଣ୍ଡା ଗ୍ରାମ ପଂଚାୟତ ଗଡ଼ିଆ ଠାରେ ବୁଧବାର ଜିଲ୍ଲା ବିଜେପିର ମିଶ୍ରଣ ପର୍ବ ସଭାପତି ବିଜୟ ମହାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ବିଧାୟକ ଦଳର ନେତା କନକବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଅଧିକ ଖବର ଦେଖନ୍ତୁ...

ଭେଜାଲ କଫ ସିରପ୍‌ ବିକ୍ରି ଅଭିଯୋଗରେ ଜଣେ ଗିରଫ

ସୋନପୁର: ଭେଜାଲ କଫ ସିରପ୍‌ ବିକ୍ରି ଅଭିଯୋଗରେ ସୋନପୁର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୋନପୁର ବଡ଼ବଜାରj କୁନା ସାହଙ୍କଠାରୁ ୨୦ଟି ଖାଲି କଫ୍‌ ସିରପ୍‌ ଏବଂ ୩୦ଟି ଖାଲି ନିଶା ଟେଏବଲେଟ ଷ୍ଟ୍ରିଫ ତଥା ଭେଜାଲ ନିଶାଦ୍ରବ୍ୟ ସାମଗ୍ରୀ ଜବତ କରିବା ସହିତ କୁନାକୁ ଗିରଫ କରି କୋର୍ଟ…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନରେ ଅଙ୍ଗନବାଡ଼ି କର୍ମୀ

ସୋନପୁର ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକରେ କାର୍ଯ୍ୟ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ସିଡିପିଓ କାର୍ଯ୍ୟାଳୟଗୁଡ଼ିକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଧାରଣାରେ ଗତ ୧୩ ତାରିଖରୁ ବସିଛନ୍ତି। ଫଳରେ ଜିଲ୍ଲାରେ ଥିବା ୧୫୫୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ସମନ୍ଵିତ ମହିଳା ଓ ଶିଶୁ ବିକାଶ ଯୋଜନା ଠପ୍‌…
ଅଧିକ ଖବର ଦେଖନ୍ତୁ...