ଉତ୍କଳ ଦିବସ ଅବସରରେ ପୁଣି ଥରେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତୃପ୍ତି ଦାସଙ୍କ ‘ବନ୍ଦେ ଉତ୍କଳ ଜନନୀ’ ପୁଣିଥରେ ଓଡିଆ ପ୍ରାଣକୁ ପୁଲ୍ଲକିତ କରିଛି। ଓଡିଶାର ଗୌରବମୟ ଏତିହ୍ୟ ପୁଣି ଥରେ ଏହି ଗୀତ ମାଧ୍ୟମରେ ଜନଗଣଙ୍କୁ ବିମୋହିତ କରିଛି। ଗୀତିକାର,ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀଙ୍କ ଦ୍ୱାରା ପ୍ରସ୍ତୁତ ବନ୍ଦେ ଉତ୍କଳ ଜନନୀର ଏହି ନୂତନ ଭର୍ସନକୁ ମ୍ୟୁଜିକ କମ୍ପୋଜର ନିତ୍ୟ ନୂତନ ସଙ୍ଗୀତରେ ସଜାଇଥିବା ବେଳେ ଜ୍ୟୋତି ଶଙ୍କର ସିଂହ ଏହାର ନିର୍ଦ୍ଦେଶନା ଦେବା ସହିତ ଭିଡିଓ ଏଡିଟିଂ କରିଛନ୍ତି।

ସମ୍ବନ୍ଧିତ ଖବର