ଅନୁସନ୍ଧାନ କରୁଥିବା ବର୍ଗ

Latest

ଆଇପିଏଲ ନିଲାମ: ବିରାଟ କୋହଲି , ଏମ ଏସ ଧୋନୀ, ରୋହିତ ଶର୍ମା ସବୁଠାରୁ ଦାମୀ ଖେଳାଳି

ଆଜି ଇଣ୍ଡିଆନ ପ୍ରିମିୟମ ଲିଗ୍‌ ୨୦୧୮ ପାଇଁ ଫ୍ରାଞ୍ଚାଇଜ୍‌ମାନେ ଖେଳାଳି ନିଲାମରେ ଭାଗ ନେଇ ଖେଳାଳିମାନଙ୍କୁ ନିଜ ଦଳ ପାଇଁ ଚୟନ କରିଛନ୍ତି। ଏହି ନିଲାମରେ ୮ଟି ଟିମ୍‌ ଯଥା କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍‌ସ, ରୟାଲ ଚାେଲେଞ୍ଜ ବେଙ୍ଗାଲୁର, ରାଜସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲେ ୪ ମାସିଆ ଛୁଆର ପୋଷାକରେ ବୋମା ଲୁଚାଇ ନେଉଥିବା ତାଲିବାନ ଆତଙ୍କବାଦୀ

ନୂଆଦିଲ୍ଲୀ: ଉତ୍ତର ଆଫଗାନିସ୍ତାନର କୁନ୍ଦୁଜ୍‌ ସହରରେ ବୋମା ବିସ୍ଫୋରଣ କରିବାକୁ ଚେଷ୍ଟା କରୁଥିବା ଚାରି ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଆତଙ୍କ ଆକ୍ରମଣ ପାଇଁ ସେ ତାଲିବାନୀୟ ଲୋକମାନେ ଗୋଟାଏ ଚାରି ମାସିଆ ଛୁଆର ପୋଷାକରେ ବୋମା ଲୁଚାଇ ନେଉଥିବା ଘଟଣା ହିଁ କ୍ଷୋଭର…
ଅଧିକ ଖବର ଦେଖନ୍ତୁ...

ଟୋକିଓରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଥମ ଥର ଲାଗି ଯୋଗ ଦେଲେ ଜାପାନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ପ୍ରଥମ ଥର ଲାଗି ଯୋଗ ଦେଇଛନ୍ତି ଜାପାନର ବୈଦେଶିକ ମନ୍ତ୍ରୀ ତାରୋ କୋନୋ। ଭାରତର ‘ଆକ୍ଟ୍‌ ଇଷ୍ଟ୍‍ ପଲିସି’କୁ ଅଭିନନ୍ଦିତ କରିଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦେଶ। ଭାରତର ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋନୋ ଗୁରୁତ୍ୱ ଦେଇ…
ଅଧିକ ଖବର ଦେଖନ୍ତୁ...

୨୪ ବର୍ଷ ହେବ ବୃନ୍ଦାବନରେ ବାସ କରୁଥିବା କାନଡୀୟ ବ୍ୟକ୍ତି ଗିରଫ

ମଥୁରା: ଜାଲ କାଗଜପତ୍ର ବ୍ୟବହାର କରି ଗତ ୨୪ ବର୍ଷ ଧରି ବୃନ୍ଦାବନରେ ବସବାସ କରୁଥିବା ଜଣେ କାନଡୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ପୁଲିସ କହିଛି। ସିଟି ଏସ୍‌ପି ଶ୍ରବଣ କୁମାର ସିଂହ କହିଛନ୍ତି ଯେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୫୫ ବର୍ଷିୟ ରେୟାନ୍‌ ଆଡ୍‌ଓ୍ଵାର୍ଡ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ଗୋରେଗାଓଁ କାରଖାନାରେ ଅଗ୍ନିକାଣ୍ଡ

ମୁମ୍ବାଇ: ଶନିବାର ପ୍ରତ୍ୟୁଷରେ ଗୋରେଗାଓଁ ପୂର୍ବାଞ୍ଚଳରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଓ୍ଵାଲ୍‌ବର୍ଟ ରୋଡ୍‌ରେ ଅବସ୍ଥିତ କାମା ଶିଳ୍ପାଞ୍ଚଳ ନିଅାଁ ଲାଗି କାରଖାନାର ଗୋଟାଏ ଘରକୁ ବ୍ୟାପୀ ଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ନିଅାଁ ଲିଭାଇବାକୁ ପ୍ରାୟ ୧୫ଟି…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସରେ ଲର୍ଡ ନାଜିର୍‌ କଶ୍ମୀର ସ୍ୱାଧୀନତା ପାଇଁ ଡାକରା ଦେବାରୁ ଲଣ୍ଡନ୍‌ରେ ସଂଘର୍ଷ

ନୂଆଦିଲ୍ଲୀ: ଇଂଲଣ୍ଡ ପାର୍ଲାମେଣ୍ଟ୍‌ର ହାଉସ୍‌ ଅଫ୍‌ ଲର୍ଡସ୍‌ର ସଦସ୍ୟ ପାକିସ୍ତାନୀ ପ୍ରେମୀ ନାଜିର୍‌ ଅହମଦ୍‌ କଶ୍ମୀର ଓ ଖଲିସ୍ତାନର ସ୍ୱାଧୀନତା ଦାବି କରିବାକୁ କଳା ଦିବସ ଆୟୋଜନ କରିବାରୁ ଶୁକ୍ରବାର ସନ୍ଧ୍ୟାବେଳେ ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇ କମିସନ୍‌ ବାହାରେ ସଂଘର୍ଷର ସୂତ୍ରପାତ…
ଅଧିକ ଖବର ଦେଖନ୍ତୁ...

ରାଇରଙ୍ଗପୁର: ଘର ଭିତରକୁ ବୋମାମାଡ଼, ସ୍ୱାମୀ ମୃତ, ପତ୍ନୀ ଗୁରୁତର

ରାଇରଙ୍ଗପୁର: ଗତକାଲିି ବିଳମ୍ବିତ ରାତିରେ ପୂର୍ବ ବିବାଦକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ମାନବୀର ଚଟାଣସାହି ଗାଁରେ ଜଣେ ବ୍ୟକ୍ତିଙ୍କ ଘରକୁ କେତେକ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି। ଏହି ବୋମାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଭାବେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରମାନଙ୍କ ଗାଡ଼ି ପଛରେ ବସି ନ ଯିବାକୁ ଛାତ୍ରୀମାନଙ୍କୁ କେରଳ କଲେଜର ଉପଦେଶ

ନୂଆଦିଲ୍ଲୀ: ଛାତ୍ରମାନଙ୍କ ମୋଟର୍‌ସାଇକେଲ୍‌ ପଛରେ ବସି ଯାତ୍ରା ନ କରିବାକୁ ଛାତ୍ରୀମାନଙ୍କୁ ଉପଦେଶ ଦେଇ ଏକ ସର୍କ୍ୟୁଲାର୍‌ ଜାରି କରିଛି। ଏହାର ରାଜ୍ୟ ପୁଲିସର ନିର୍ଦେଶ ବୋଲି ଉଲ୍ଲେଖ କରିଛନ୍ତି କେରଳସ୍ଥିତ ମାଉଣ୍ଟ୍‌ ଜିଓନ୍‌ ଲ’ କଲେଜର ଅଧ୍ୟକ୍ଷ। ପୁନଶ୍ଚ ଅଧ୍ୟକ୍ଷ ମହୋଦୟ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣାର ସୂଚନା ଦେବା ପାଇଁ ସରକାର ଚାଲୁ କରିବେ ଜାତୀୟ ଟୋଲ୍‌-ଫ୍ରି’ ନମ୍ବର

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଘଟୁଥିବା ଦୁର୍ଘଟଣା ସୂଚନା ଦେବା କିଂବା ରାଜପଥ ପରିଚାଳନା ଓ ଦେଖାରଖା ସମ୍ପର୍କରେ ଅଭିଯୋଗ କରିବା ନିମନ୍ତେ ସରକାର ଏକ ଜାତୀୟସ୍ତରୀୟ ଦେୟମୁକ୍ତ ନମ୍ବର ଚାଲୁ କରିବାକୁ ଯାଉଛନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ‘୧୦୩୩’…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର: ଟ୍ରେନ୍‌ ଲାଇନ୍‌ରେ ଅଜଣା ବ୍ୟକ୍ତିଙ୍କ ମୃତଦେହ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ବାଣୀବିହାର ଷ୍ଟେସନ ନିକଟସ୍ଥ ରେଲ ଲାଇନ୍‌ ଉପରୁ ଜଣେ ଅଜଣା ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଜବତ କରାଯାଇଛି। ସମ୍ଭବତଃ, ସେ ରାତି ୪ଟାରୁ ୫ଟା ମଧ୍ୟର କୌଣସି ଟେନ୍‌ରେ କଟିଯାଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମୃତ ବ୍ୟକ୍ତିଙ୍କ ମୁଣ୍ଡଟି ସମ୍ପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...