ଅନୁସନ୍ଧାନ କରୁଥିବା ବର୍ଗ

Latest

ଦୀପାବଳି ଧୋଇଯିବ କି? ଆସନ୍ତା ୨୪ ଘଣ୍ଟା ପ୍ରବଳ ବର୍ଷିବ

ଭୁବନେଶ୍ୱର: ଗତକାଲି ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଉଛି। ବୁଧବାର ଏହାର ଅବସ୍ଥିତି କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପ ସାଗରରେ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେବାବେଳେ ଧରାପଡ଼ିଲେ ପିଇଓ

ଭୁବନେଶ୍ୱର: ଲାଞ୍ଚ ନେବାବେଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଖରିପୁଟ ଗ୍ରାମ ପଞ୍ଚାତର ପିଇଓ ରାମକୃଷ୍ଣ ପାଣିଗ୍ରାହୀ ୪୦,୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ସେ ଇନ୍ଦୁପୁର ଠାରେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ବାଉଁଶ ବୋଝେଇ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଲେ ବାଇକ୍‌ ଆରୋହୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜୁଜୁମରା ଥାନା ୫୫ ନମ୍ବର ଜାତୀୟ ରାଜପଥର ଫର୍ଲି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଲଲିତ କୁମାର ପ୍ରଧାନ। ତାଙ୍କ ଘର ଲିପିଣ୍ଡା ଗାଁରେ। ସେ ସମ୍ବଲପୁରରୁ ଜୁଜୁମରା ଏକ ବାଇକ୍‌ରେ ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ୨ଭାଇ ମୃତ

ବ୍ୟାସନଗର(ଯାଜପୁର): ଯାଜପୁର ବ୍ୟାସନଗର ଠାରେ ବୁଧବାର ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକକୁଳ ପରିବେଶ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଘରେ ଶ୍ରାଦ୍ଧ ଥିବାରୁ ଯାଜପୁରରୋଡ ଥାନା ବ୍ୟାସନଗର ପୌରାଞ୍ଚଳର ୧୪ନମ୍ବର ଓ୍ଵାର୍ଡରେ ରହୁଥିବା ଦିଲୀପ କୁମାର ସୁତାର…
ଅଧିକ ଖବର ଦେଖନ୍ତୁ...

ଯୋଡ଼ା ମୁଣ୍ଡ ଶିଶୁ ଜଗା ଅସୁସ୍ଥ, ସୁସ୍ଥ ହେଲେ ହେବ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ

ନୂଆଦିଲ୍ଲୀ: ଦିଲ୍ଲୀରେ ଚିକିତ୍ସାଧୀନ ଥିବା ଯୋଡାମୁଣ୍ଡ ଭାଇ ଜଗାବଳିଆ ମଧ୍ୟରୁ ଜଗା ଅସୁସ୍ଥ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ସେ ଅସୁସ୍ଥ ଅଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦୁଇଭାଇଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହେବ। ଦୁଇଭାଇଙ୍କୁ ଏବେ ଆମେରିକା ଡାକ୍ତର ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ଲଞ୍ଚ ହେଲା ହ୍ଵାଟସ୍‌ ଆପର ‘ଲାଇଭ ଲୋକେସନ୍‌’ ଫିଚର: ଜାଣନ୍ତୁ କିପରି କରିବେ ବ୍ୟବହାର

ନୂଆଦିଲ୍ଲୀ: ଫେସବୁକ ମାଲିକାନାରେ ଥିବା ସୋସିଆଲ ମେସେଜିଙ୍ଗ ଆପ୍‌ ହ୍ଵାଟସ୍‌ଆପ୍‌ ବୁଧବାର ଏକ ନୂଆ ଫିଚର ଉପସ୍ଥାପନ କରିଛି। ଏହି ଫିଚର ହେଉଛି ‘ଲୋକେସନ ସେୟାରିଂ’। ଏହା ଦ୍ୱାରା ମହିଳା ଓ ଶିଶୁମାନଙ୍କୁ ସେମାନେ ଘର ବାହାରେ ଥିବା ବେଳେ କିମ୍ବା କୌଣସି ଦୂରସ୍ଥାନକୁ ଯାତ୍ରା କରୁଥିଲେ ସହାୟକ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଏଣିକି ମିଳିବ ପାଇପ୍‌ ଯୋଗେ ଗ୍ୟାସ୍‌

ଭୁବନେଶ୍ୱର: ଏଣିିକି ଓଡିଶାରେ ପାଇପ ଲାଇନ୍‌ ଯୋଗେ ହେବ ପ୍ରାକୃତିକ ଗ୍ୟାସ ଯୋଗାଣ। ଆସନ୍ତା ୨୦ ତାରିଖରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମ ପର୍ଯ୍ୟାୟରେ ନାଲକୋ ନଗରରେ ୨୫୫ ଘରକୁ ପାଇପ ଲାଇନ୍‌ ଯୋଗେ ହେବ ଗ୍ୟାସ ଯୋଗାଣ। ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଯୁବରାଜ ସିଂହଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ଭାଇବୋହୂ ଆକାଂକ୍ଷା ଶର୍ମା

ନୂଆଦିଲ୍ଲୀ: ଆର୍ନ୍ତଜାତିକ କ୍ରିକେଟ ତାରକା ଯୁବରାଜ ସିଂହ ପୁଣି ଏବେ ବିବାଦରେ। ଏଥର ବିବାଦ ଉଠିଛି ନିଜ ଘରୁ। କ୍ରିକେଟ ତାରକା ଯୁବରାଜ ସିଂହଙ୍କ ନାମରେ ଗୁରୁଗାଓଁର ଏକ କୋର୍ଟରେ ଘରୋଇ ହିଂସା ଅଭିଯୋଗ ଆଣଛନ୍ତି ତାଙ୍କ ଭାଇ ବୋହୂ ଆକାଂକ୍ଷା ଶର୍ମା। ରିୟଲିଟି ସୋ ବିଗ୍‌ବସ ୧୦ର ପ୍ରତିଯୋଗୀ…
ଅଧିକ ଖବର ଦେଖନ୍ତୁ...

ବୋଡ଼ୋ ଝିଅଙ୍କୁ ଜିନ୍‌ସ୍‌ ପିନ୍ଧିବା ମନା

ଗୌହାଟି: ଆସାମ ଅନ୍ତର୍ଗତ ବୋଡ଼ୋଲାଣ୍ଡ୍‌ ଟେରିଟୋରିଆଲ୍‌ କାଉନ୍‌ସିଲ୍‌ (ବିଟିସି)ରେ ଥିବା ଲୋକମାନଙ୍କର ଭ୍ରୂକୁଞ୍ଚନ କରାଇଛି ବୋଡ଼ୋ ଝିଅମାନଙ୍କୁ ଜିନ୍‌ସ୍‌ ପିନ୍ଧିବାକୁ ମନା କରୁଥିବା ଏକ ପୋଷ୍ଟର୍‌ ଅଭିଯାନ। ପ୍ରଭାବଶାଳୀ ଅଲ୍‌ ଇଣ୍ଡିଆ ବୋଡ଼ୋ ଷ୍ଟୁଡେଣ୍ଟ୍‌ସ୍‌ ୟୁନିୟନ୍‌ (ଅବ୍‌ସୁ) ଜାରି…
ଅଧିକ ଖବର ଦେଖନ୍ତୁ...

ପିପିଲିରେ ବାଣୁ ଭିଡୁଥିବା ବେଳେ ବିସ୍ଫୋରଣ, ୧ ମୃତ, ୫ ଗୁରୁତର

ଭୁବନେଶ୍ୱର: ଆଜି ଅପରାହ୍‌ଣରେ ଦୀପାବଳି ପାଇଁ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ପିପିଲି…
ଅଧିକ ଖବର ଦେଖନ୍ତୁ...