ଅନୁସନ୍ଧାନ କରୁଥିବା ବର୍ଗ

Latest

ମୃଦୁ ପାନୀୟର ରେସିପି ବଦଳାଇବେ କୋକ୍‌ ଓ ପେପ୍‌ସି

ନୂଆଦିଲ୍ଲୀ: ବହୁଳ ବିକ୍ରି ହେଉଥିବା ମୃଦୁ ପାନୀୟରେ ଷ୍ଟିଭିଆ ଉଦ୍ଭିଦରୁ ପ୍ରସ୍ତୁତ ପ୍ରାକୃତିକ ଶର୍କରା ମିଶାଇ ରେସିପି ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି ପେପ୍‌ସିକୋ ଏବଂ କୋକା-କୋଲା କମ୍ପାନି। ଆଟ୍‌ଲାଣ୍ଟାରେ ମୁଖ୍ୟାଳୟ ଥିବା କୋକା-କୋଲା କମ୍ପାନି ଦେଶରେ ସର୍ବାଧିକ ବିକ୍ରୟ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଏବିଇଓ ଧରାପଡ଼ିଲେ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଜାମଧା ବ୍ଲକ୍‌ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଇମୁନୀ ବେହେରା ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ନେହା ସ୍ୱୟଂ ସହାୟକ ଗୋଷ୍ଠୀର ଅଧ୍ୟକ୍ଷଙ୍କ ସ୍ୱାମୀ ମହମ୍ମଦ ଆକବରଙ୍କ ଠାରୁ ଶ୍ରୀ ବେହେରା ଏହି ଲାଞ୍ଚ ଟଙ୍କା ନେଉଥିବା…
ଅଧିକ ଖବର ଦେଖନ୍ତୁ...

ସବରିମାଲାରେ ମହିଳାଙ୍କ ପ୍ରବେଶ: ସାମ୍ବିଧାନିକ ଖଣ୍ଡପୀଠକୁ ମାମଲା ପଠାଇଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ୧୦ ରୁ ୫୦ ବର୍ଷ ମଧ୍ୟର ମହିଳାମାନଙ୍କର ମନ୍ଦିର ପ୍ରବେଶକୁ କେରଳର ସବରିମାଲା ମନ୍ଦିର ତରଫରୁ ନିଷେଧ କରାଯାଇ ପାରିବ କି, ନାହିଁ ସେ ନିଷ୍ପତ୍ତି ନେବା ନିମନ୍ତେ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ଏକ ପାଞ୍ଚଜଣିଆ ବିଚାରପତି ସମ୍ବଳିତ ଖଣ୍ଡପୀଠଙ୍କୁ କହିଛନ୍ତି। ପ୍ରଚଳିତ…
ଅଧିକ ଖବର ଦେଖନ୍ତୁ...

କେମିତି ହନିପ୍ରୀତ୍‌ ରାମ୍‌ ରହିମ୍‌ଙ୍କ ହାଇ-ଟେକ୍‌ ଗୁମ୍ଫାରେ ପଶି ଟଙ୍କା ନେଇ ପଳାଇଲେ

ଚଣ୍ଡିଗଡ଼: ଦୁଇ ମହିଳା ଅନୁଗାମିନୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମୀତ୍‌ ରାମ୍‌ ରହିମ୍‌ଙ୍କୁ କାରାଗାର ପଠାଯିବା ପରେ ପରେ ହରିୟାନା ପୁଲିସ ସିର୍‌ସା ଅନ୍ତର୍ଗତ ଆତ୍ମଘୋଷିତ ବାବାଜିଙ୍କ ଧାର୍ମିକ ମଣ୍ଡଳ ଡେରା ସଚ୍ଚା ସୌଦା ମୁଖ୍ୟାଳୟରେ ଏକ ବିରାଟ ସାନିଟାଇଜେସନ୍‌…
ଅଧିକ ଖବର ଦେଖନ୍ତୁ...

ଯୋଡ଼ା: କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୧୧ ଆହତ

ଯୋଡ଼ା: କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦାଠାରେ ଥିବା କେଜେଏସ ଆଲୁଓ୍ଵାଲିଆ ସ୍ପଞ୍ଜ ଆଇରନ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ ଘଟି ୧୧ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଯୋଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ସାପକାମୁଡ଼ାରେ ଯୁବତୀ ମୃତ

ନୂଆପଡ଼ା: ଗତକାଲି ରାତିରେ ଘରେ ମାଆ ପାଖରେ ଶୋଇଥିବା ବେଳେ ସାପକାମୁଡ଼ିବାରୁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ସଦର ନାଗପଡ଼ା ଗ୍ରାମର ବନିତା ରାଉତ( ୧୯ ବର୍ଷ) ନିଜ ମାଆ ପାଖରେ ଗତକାଲି ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ…
ଅଧିକ ଖବର ଦେଖନ୍ତୁ...

କଟକ: ପାଟଗହୀରରେ ପଡ଼ିଛି ଦନ୍ତାହାତୀର ମୃତଦେହ

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣି ବନାଞ୍ଚଳ ପାଇକରାପୁର ଗ୍ରାମର ପାଟ ଗହୀର ଭିତରେ ଆଜି ସକାଳୁ ଏକ ବୟସ୍କ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀଟିର ବୟସ ଆନୁମାନିକ ୫୦ ବର୍ଷ ହେବ।ତାର ଦୁଇଟିଯାକ ଦାନ୍ତ ରହିଛି। ଖବର ପାଇ ବନବିଭାଗ ଅଧିକାରୀମାନେ ପାଟଗହୀରରେ…
ଅଧିକ ଖବର ଦେଖନ୍ତୁ...

ନାରାୟଣପାଟଣା ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଜୟପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣା ତହସିଲଦାର ଚିତ୍ତରଞ୍ଜନ ବନଗୁଲାଙ୍କ ଘରେ ଭିଜି ଭିଜିଲାନ୍ସ ଚଢ଼ାଉ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଉପରେ ଆଜି ଭିଜିଲାନ୍ସର ୪ଟି ଟିମ୍‌ ଏକକାଳୀନ ଶ୍ରୀ ବନଗୁଲାଙ୍କ ନାରାୟଣପାଟଣାସ୍ଥିତ କାର୍ଯ୍ୟାଳୟ, କୋରାପୁଟସ୍ଥିତ ବାସଭବନସହିତ ଖରିଆର ଓ…
ଅଧିକ ଖବର ଦେଖନ୍ତୁ...

ମାଲ୍ୟା ପ୍ରତ୍ୟାର୍ପଣ: ନଭେମ୍ବର ୩ ସୁଦ୍ଧା ଜବାବ ଦାଖଲ କରିବ ଭାରତ

ନୂଆଦିଲ୍ଲୀ: ଡିସେମ୍ବର ୪ ତାରିଖରେ ଇଂଲଣ୍ଡର ଅଦାଲତରେ ଆରମ୍ଭ ହେବାକୁ ଯାଉଥିବା ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ମାମଲାର ଶୁଣାଣି ପୂର୍ବରୁ ନଭେମ୍ବର ୩ ତାରିଖ ସୁଦ୍ଧା ଭାରତକୁ ପ୍ରତିରକ୍ଷା ପ୍ରମାଣର ଜବାବ ଦେବାକୁ ପଡ଼ିବ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି:…
ଅଧିକ ଖବର ଦେଖନ୍ତୁ...

୧୧୯ କ୍ଷୁଧାର୍ତ୍ତ ଦେଶ ତାଲିକାରେ ଭାରତର ସ୍ଥାନ ୧୦୦

ନୂଆଦିଲ୍ଲୀ: ବିଶ୍ୱ କ୍ଷୁଧାର୍ତ୍ତ ସୂଚୀରେ ଅନ୍ତର୍ଭୁକ୍ତ ୧୧୯ଟି ବିକାଶାଳୀ ଦେଶମାନଙ୍କ ମଧ୍ୟରେ ଭାରତ ୧୦୦ ସ୍ଥାନରେ ରହିଛି। ଉତ୍ତର କୋରିଆ, ବାଂଲାଦେଶ ଏବଂ ଏପରିକି ଇରାକ୍‌ ଠାରୁ ମଧ୍ୟ ଭାରତର ସ୍ଥାନ ପଛକୁ ରହିଛି। କିନ୍ତୁ, ଭାରତ ପାକିସ୍ତାନ ଠାରୁ ଆଗରେ ରହିଛି ବୋଲି ରିପୋର୍ଟରେ…
ଅଧିକ ଖବର ଦେଖନ୍ତୁ...