ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବୈଜୟନ୍ତଙ୍କ ବିରୋଧରେ ଥାନାରେ ରୁଜୁ ହେଲା ମାମଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି। କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟାଉନ୍‌ ଥାନା ପୁଲିସ ଆଜି ସାଂସଦଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ଦଫା ୪୧୯, ୪୨୦ ଓ ଜନପ୍ରତିନିଧି ଆଇନର ୧୨୫(କ)ଅନୁଯାୟୀ ଏହି…
ଅଧିକ ଖବର ଦେଖନ୍ତୁ...

୭ରେ ୮ଟି ଜିଲ୍ଲାରେ ୬ ଘଣ୍ଟିଆ ବନ୍ଦ ପାଳିବ କୁଡ଼ୁମୀ ସେନା

ଭୁବନେଶ୍ୱର :୧୯୫୬ ମସିହା ପୂର୍ବରୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ ଥିବା କୁଡ଼ୁମୀ(ମହାନ୍ତ) ସମ୍ପ୍ରଦାୟଙ୍କୁ ଏହି ତାଲିକାରୁ ବାଦ୍‌ ଦିଆଯାଇଛି। ଫଳରେ ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାରେ ଥିବା ୨୫ ଲକ୍ଷ କୁଡ଼ୁମୀ ସମ୍ପ୍ରଦାୟର ଲୋକ ମୌଳିକ ଅଧିକାର ହରାଇଛନ୍ତି। ଏଣୁ ପୁଣି ଥରେ ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ ୭ରେ

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ନାବାଳିକଙ୍କ ପ୍ରତି ନିର୍ଯାତନା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ରାଜ୍ୟ ସରକାର ଓ ପୁଲିସ୍‌ ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ଏହି ପ୍ରସଙ୍ଗରେ ସରକାରଙ୍କ ନିଷ୍କ୍ରିୟତାର ପ୍ରତିବାଦ କରି ବିଜେପି ମହିଳା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଲୋକଙ୍କ ଦଳ: ନିରଞ୍ଜନ

ଝାରସୁଗୁଡ଼ା : କଂଗ୍ରେସ ଦଳ ହେଉଛି ଲୋକଙ୍କ ଦଳ। ଗାଁ ଗଣ୍ଡାର ଲୋକ ଯାହା କହିବେ ତାହା ହିଁ ହେବ କଂଗ୍ରେସର ମୂଳମନ୍ତ୍ର। ଅତୀତରେ କଂଗ୍ରେସ ଦଳ ଭୁଲ କରିଥିଲା। ଯାହାର ପରିଣାମ ସ୍ୱରୂପ ଜନସାଧାରଣ କଂଗ୍ରେସକୁ ଦଣ୍ଡ ଦେଇ ସାରିଛନ୍ତି। ତେଣୁ ଦଳ ଆଗକୁ ସେପରି ଭୁଲ କରିବ ନାହିଁ ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ରିପୋର୍ଟ କାର୍ଡ ପ୍ରକାଶ କଲେ ରାହୁଲ, ‘ଏଫ୍‌’ ଗ୍ରେଡ୍‌ ସହ ‘ଫେଲ୍‌’ ଘୋଷିତ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ଏକ ସପ୍ତାହ ବାକି ରହି ଯାଇଥିବା ବେଳେ ଏବେ ରାଜ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାରକୁ ବ୍ୟାପକ ଓ ଜୋରଦାର କରି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମିଥ୍ୟା ସତ୍ୟପାଠ ମାମଲା: ତଦନ୍ତ ଲାଗି ପୁଲିସକୁ ନିର୍ଦ୍ଦେଶ ଦେଲେ କୋର୍ଟ

କେନ୍ଦ୍ରାପଡ଼ା : ସାଂସଦ ବୈଜୟନ୍ତ ପଣ୍ଡା ନିର୍ବାଚନ ସମୟରେ କରିଥିବା ମିଥ୍ୟା ସତ୍ୟପାଠର ତଦନ୍ତ ହେବ। ଏ ନେଇ କେନ୍ଦ୍ରାପଡା ଏସଡ଼ିଜିଏମ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ସରି ମେ ୨୫ ସୁଦ୍ଧା ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସଂସଦ ବୈଜୟନ୍ତ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ଲଢ଼େଇ ତୀବ୍ର

ବେଙ୍ଗାଲୁରୁ :  କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ୧୦ ଦିନରୁ କମ୍‌ ସମୟ ରହିଯାଇଥିବା ବେଳେ  ବିଜେପି-କଂଗ୍ରେସ-ଜେଡିଏସ୍‌ ମଧ୍ୟରେ ଲଢ଼େଇ ଜୋର୍‌ଦାର ହୋଇଛି। ଗତକାଲିଠାରୁ ନିର୍ବାଚନୀ ମଇଦାନରେ ଧୂଆଁଧାର ପ୍ରଚାରକୁ ଓହ୍ଲାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

‘ମୁଁ ଲାଉ ବେପାରି ନୁହଁ; ଯିଏ ମୋ ସରକାରରେ ନଖ ଖେଞ୍ଚିବାକୁ ଚେଷ୍ଟା କରିବ, ତା’ ନଖ ସମେତ ଆଙ୍ଗୁଠିକୁ କାଟି…

ନୂଆଦିଲ୍ଲୀ: କୌଣସି ପ୍ରକାରର କିଛି ବି ହେଲେ କାରଣ ନଥାଇ, ସଂପୂର୍ଣ୍ଣ ଅଯଥାରେ ନାନା ରକମର ବିବାଦୀୟ ଓ ଅପ୍ରାସଙ୍ଗିକ ବକ୍ତବ୍ୟ ସାଧାରଣରେ ପ୍ରଦାନ କରିବା ଓ ଏହାକୁ ନେଇ ଚର୍ଚ୍ଚାରେ ରହିବା ବୋଧହୁଏ ଏବେ ତ୍ରପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କ ଏକ ଅଭ୍ୟାସ ଅଥବା ରୋଗରେ ପରିଣତ ହୋଇ ପଡ଼ିଛି!…
ଅଧିକ ଖବର ଦେଖନ୍ତୁ...

ଜ୍ୟୋତିର୍ମୟୀ ଅତାବିରା ଏନ୍‌ଏସି ଉପାଧ୍ୟକ୍ଷା

ଅତାବିରା : ସୋମବାର ଅତାବିରା ଏନ୍‌ଏସି ଉପାଧ୍ୟକ୍ଷ ନିର୍ବାଚନରେ ୱାର୍ଡ ନଂ-୭ କାଉନ୍‌ସିଲର ଜ୍ୟୋତିର୍ମୟୀ ଦାଶ ନିର୍ଦ୍ଵନ୍ଦରେ ବିଜୟୀ ହୋଇଛନ୍ତି। ତାଙ୍କ ନାମରେ ୨ଟି ସେଟ୍‌ ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଏହାପୂର୍ବରୁ ଗତ ୩ ତାରିଖ ଏନ୍‌ଏସି ନିର୍ବାଚନରେ ୧୨ଟି ଯାକ ବିଜେଡି କ୍ଳିନ୍‌…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ଜନ ଆକ୍ରୋଶ ର‍୍ୟାଲି : ସବୁ ନିର୍ବାଚନ ଜିତିବୁ

ନୂଆଦିଲ୍ଲୀ : ଦିଲ୍ଲୀ ରାମଲୀଳା ମଇଦାନରେ ଆଜି ଅନୁଷ୍ଠିତ କଂଗ୍ରେସର ଜନ ଆକ୍ରୋଶ ର‍୍ୟାଲିରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏନ୍‌୍‌ଡିଏ ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଗର୍ଜିଛନ୍ତି। ରାହୁଲ କହିଛନ୍ତି ଯେ, କେନ୍ଦ୍ରର ମୋଦି ସରକାରଙ୍କୁ ନେଇ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷର…
ଅଧିକ ଖବର ଦେଖନ୍ତୁ...