ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

କର୍ଣ୍ଣାଟକରେ ମୋଦିଙ୍କୁ ପରାଜୟ ଡର!

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ମାତ୍ର ୨ ସପ୍ତାହରୁ କମ୍‌ ସମୟ ରହିଯାଇଛି। ତେବେ ବିଜେପିର ଷ୍ଟାର୍‌ କ୍ୟାମ୍ପେନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ପର୍ଯ୍ୟନ୍ତ ପ୍ରଚାର ଅଭିଯାନ ଆରମ୍ଭ କରିନଥିବାରୁ ଏହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ୨୦୧୯…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ କଡ଼ା ଟକ୍କର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ନିର୍ବାଚନୀ ଉଷ୍ଣତା ବଢ଼ି ଚାଲିଥିବାବେଳେ ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ତୀବ୍ର ହେବ ବୋଲି ବିଭିନ୍ନ ସର୍ଭେ ସଂସ୍ଥାର ରିପୋର୍ଟରେ କୁହାଯାଇଛି। ଗୋଟିଏ ପଟେ କ୍ଷମତାସୀନ କଂଗ୍ରେସ ଦଳ ପୁଣି ଥରେ କ୍ଷମତା ଦଖଲ ପାଇଁ ପ୍ରବଳ ପ୍ରୟାସ ଜାରି…
ଅଧିକ ଖବର ଦେଖନ୍ତୁ...

ନିବେଦିତା ମହାନ୍ତି ଓ ଭଗବତୀ ମହାନ୍ତଙ୍କୁ ବିଜୁ ଜନତା ଦଳର ଉପ-ସଭାପତି ପଦରେ ନିଯୁକ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳର ଉପ-ସଭାପତି ଭାବେ ନିବେଦିତା ମହାନ୍ତି ଓ ଭଗବତୀ ମହାନ୍ତଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଭୟଙ୍କୁ ରବିବାର ନିଯୁକ୍ତି ଦେଇଥିବା ଜଣାପଡ଼ିଛି। ସେହିଭଳି ବିଜେଡ଼ିରେ ୪ଜଣଙ୍କୁ ରାଜ୍ୟ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସୁଜାତା ପାଲ୍‌,…
ଅଧିକ ଖବର ଦେଖନ୍ତୁ...

କୈଳାଶ ମାନସରୋବର ଯିବେ ରାହୁଲ, କର୍ଣ୍ଣାଟକ ନିର୍ବାଚନ ପରେ ମାଗିଲେ ୧୫ ଦିନିଆ ଛୁଟି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କୈଳାଶ ମାନସରୋବର ଯାତ୍ରାରେ ଯିବେ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସେ ଏହି ଯାତ୍ରା କରିବାକୁ ଛୁଟି ମାଗିଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀର ରାମଲୀଳା ମୈଦିାନରେ ଅନୁଷ୍ଠିତ କଂଗ୍ରେସର ‘ଜନ-ଆକ୍ରୋଶ ରାଲି’ରେ ରାହୁଲ ଏହା ଘୋଷଣା…
ଅଧିକ ଖବର ଦେଖନ୍ତୁ...

ସାଧାରଣ ଲୋକଙ୍କ ମତନେଇ ଇସ୍ତାହାର କରିବୁ: ନିରଞ୍ଜନ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ୨୦୧୯ ନିର୍ବାଚନ ଇସ୍ତାହାରରେ କଂଗ୍ରେସର ପ୍ରତିଶ୍ରୁତି ସମ୍ପର୍କିତ ପିସିସି ଓ ଏଆଇସିସି ସଦସ୍ୟଙ୍କୁ ଲେଖିଥିବା ଚିଠିକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

୨୯ରେ କଂଗ୍ରେସ ର‍୍ୟାଲି : ଓଡ଼ିଶାରୁ ଯୋଗଦେବେ ୨୦୦ରୁ ଊର୍ଦ୍ଧ୍ୱ କର୍ମୀ

ନୂଆଦିଲ୍ଲୀ : ଆସନ୍ତା ରବିବାର ଦିନ ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସ ଦ୍ୱାରା ଆୟୋଜନ ହେବାକୁ ଥିବା ଜନ ଆକ୍ରୋଶ ର‍୍ୟାଲିରେ ଓଡ଼ିଶାରୁ ୨୦୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଏଆଇସିସିର ଓଡ଼ିଶା ପ୍ରଭାରୀଙ୍କ ସମେତ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେବା ଗମାଙ୍ଗ। ଦଳ ମଧ୍ୟରେ କ୍ରମାଗତ ଭାବେ ଅବହେଳାର ଶିକାର ହେଉଥିବା ଅଭିଯୋଗ କରି ଆଜି ଶ୍ରୀମତୀ ଗମାଙ୍ଗ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ବିଜେପିର ବିଧାୟକ ପ୍ରାର୍ଥୀ

ଭୁବନେଶ୍ୱର : ବରୀ ନିର୍ବାଚନମଣ୍ଡଳୀରୁ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ହୋଇଥିବା ନୀଳମଣି ସାମଲ ଆଜି ନିଜ ସମର୍ଥକଙ୍କ ସହିତ ବିଜେଡିରେ ଯୋଗ ଦେଇଛନ୍ତି। ଶ୍ରୀ ସାମଲ ଆଜି ବିଧାୟକ ଦେବାଶିଷ ନାୟକଙ୍କ ନେତୃତ୍ୱରେ ନବୀନ ନିବାସରେ ପହଞ୍ଚିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ: ବିକାଶ ଉପରେ ଧ୍ୟାନ ଦେବ ବିଜେପି: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନମୋ ଆପ୍‌ ମାଧ୍ୟମରେ କର୍ଣ୍ଣାଟକର ବିଜେପି କର୍ମୀମାନଙ୍କୁ ସମ୍ବୋଧନ କରିଛନ୍ତି। ଏଥିସହ ଧର୍ମ ଏବଂ ଜାତି ମାମଲାକୁ ବ୍ୟବହାର କରି ନିର୍ବାଚନ ଲଢୁଥିବା ବ୍ୟକ୍ତିମାନଙ୍କୁ ସେ ସମାଲୋଚନା ମଧ୍ୟ କରିଛନ୍ତି। କର୍ଣ୍ଣାଟକସ୍ଥିତ ଦଳର…
ଅଧିକ ଖବର ଦେଖନ୍ତୁ...

ଆଜି ସବୁ ଜିଲ୍ଲାରେ ଦୀପ ଦାନ କରିବ ବିଜେପି

ଭୁବନେଶ୍ୱର : କଟକ ବଡ଼ ମେଡିକାଲ୍‌ରେ ସାଲେପୁର ପୀଡ଼ିତା ଜୀବନ ସହ ସଂଗ୍ରାମ କରୁଛନ୍ତି। ଗତକାଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ଭେଟିଥିଲେ। ଆସନ୍ତାକାଲି ଏହି ଘଟଣାର ପ୍ରତିବାଦ କରିବା ସହ ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେପି…
ଅଧିକ ଖବର ଦେଖନ୍ତୁ...