ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ମହାନଦୀ ବିବାଦ : ୨୨ରେ ହେବ ବିଜେଡିର ମହାସମ୍ମିଳନୀ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ମହାସମ୍ମିଳନୀକୁ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ମହାସମ୍ମିଳନୀର ରୂପରେଖ ଓ ଆଗାମୀ କାର୍ଯପନ୍ଥା ନିର୍ଦ୍ଧାରଣ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଜେପିର ମିଶ୍ରଣ ପର୍ବ : ୩ ଜିଲ୍ଲାର ବିଜେଡି, କଂଗ୍ରେସ କର୍ମୀ ମିଶିଲେ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ଶତାଧିକ ବିଜେଡି ଓ କଂଗ୍ରେସ ଦଳର ନେତା ଓ କର୍ମୀ ବିଜେପିରେ ସାମିଲ୍‌ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି…
ଅଧିକ ଖବର ଦେଖନ୍ତୁ...

ଶୁଭଙ୍କର ହଟିଲେ, ୪ ଜଣଙ୍କୁ ମିଳିତ ଦାୟିତ୍ୱ

ଭୁବନେଶ୍ୱର/ନୂଆଦିଲ୍ଲୀ : ଆଜି ଓଡ଼ିଶା କଂଗ୍ରେସର ସହ ପ୍ରଭାରୀ ତଥା ଏଆଇସିସି ସମ୍ପାଦକ ଶୁଭଙ୍କର ସରକାରଙ୍କୁ ରାଜ୍ୟ ଦାୟିତ୍ୱରୁ ହଟାଇ ଦିଆଯାଇଛି। ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ପାଇଁ ଏଆଇସିସି ସମ୍ପାଦକ ଭାବେ ତିନି ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ସହିତ ଆଦିତ୍ୟ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ନିର୍ବାଚନ: କଂଗ୍ରେସ ଜାରି କଲା ୨୧୮ ପ୍ରାର୍ଥୀଙ୍କ ତାଲିକା, ୧୪ ବିଧାୟକଙ୍କୁ ମିଳିଲାନି ଟିକେଟ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ତାର ୨୧୮ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ଶ୍ରୀଧରମୋୟା ଚାମୁଣ୍ଡେଶ୍ୱରୀ ଆସନରୁ ନିର୍ବାଚନ ଲଢିବେ ଓ ତାଙ୍କ ପୁଅ ୟେତେନ୍ଦ୍ରଙ୍କୁ ବରୁଣା ଆସନରୁ ନିର୍ବାଚନ ଲଢିବେ । ଏହା ବ୍ୟତୀତ…
ଅଧିକ ଖବର ଦେଖନ୍ତୁ...

ହଟିଲେ ଶୁଭଙ୍କର ସରକାର, ଓଡ଼ିଶା ପାଇଁ ୩ ନେତାଙ୍କୁ ଏଆଇସିସି ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଦାୟିତ୍ୱରେ ଥିବା ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସମ୍ପାଦକ ଶୁଭଙ୍କର ସରକାରଙ୍କୁ ହଟାଇଦେଇଛନ୍ତି । ତାଙ୍କ ସ୍ଥାନରେ ୩ଜଣ ଏଆଇସିସି ସମ୍ପାଦକଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି । ଏମାନେ ହେଲେ ଆନ୍ଧ୍ରର ପୂର୍ବତନ ବିଧାୟକ ରୁଦ୍ର…
ଅଧିକ ଖବର ଦେଖନ୍ତୁ...

ପିସିସିରେ ପରିବର୍ତନ ନେଇ ନିରଞ୍ଜନଙ୍କ ପାଖରେ ସୂଚନା ନାହିଁ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ପ୍ରଦେଶ କଂଗ୍ରେସ କମିଟି(ପିସିସି)ରେ ଆମୂଳଚୂଳ ପରିବର୍ତନ ହେବ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିବା କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି। ଏ ନେଇ ଶ୍ରୀ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରେ ସେ ଏଭଳି କୌଣସି ବିବୃତି ଦେଇନାହାନ୍ତି କି…
ଅଧିକ ଖବର ଦେଖନ୍ତୁ...

ଦେବାନନ୍ଦ ମହାପାତ୍ରଙ୍କୁ ନିର୍ବାଚନ କମିସନଙ୍କ ନୋଟିସ୍‌ : ୨୦ ଦିନ ଭିତରେ ଲିଖିତ ଜବାବ୍‌ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ମାମଲାରେ ପରାଜିତ ପ୍ରାର୍ଥୀ ଦେବାନନ୍ଦ ମହାପାତ୍ରଙ୍କୁ ଆଜି ମୁଖ୍ୟ ନିର୍ବାଚନ କମିସନ ନୋଟିସ୍‌ ଜାରି କରି ୨୦ ଦିନ ମଧ୍ୟରେ ଲିଖିତ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମକୋର୍ଟରେ ସଭ୍ୟପଦ ରଦ୍ଦ ମାମଲା : ଯୋଗେଶଙ୍କୁ ନୋଟିସ୍‌, ୮ ସପ୍ତାହ ପରେ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ ମାମଲାର ଶୁଣାଣି କରି ଯୋଗେଶଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୮ ସପ୍ତାହ ପରେ ହେବ। ସଭ୍ୟପଦ ରଦ୍ଦ ଉପରେ ଗତ…
ଅଧିକ ଖବର ଦେଖନ୍ତୁ...

ବିଜେପିର ଦୁଇ ବିଧାୟକ ଉପବାସ ସମୟରେ ଖାଉଥିବା ଧରାପଡିଲେ, ଭିଡିଓ ଭାଇରାଲ

ପୁନେ: କିଛି ଦିନ ତଳେ ରାହୁଲ ଗାନ୍ଧି ଓ କଂଗ୍ରେସ ଦଳ ପକ୍ଷରୁ ଏକ ଦିନ ଉପବାସ ପାଳନ କରାଯାଇଥିଲା । ଦେଶରେ ଦଳିତଙ୍କ ଉପରେ ହେଉ ଥିବା ଅତ୍ୟାଚାର ବିରୋଧରେ କରାଯାଉଥିବା ଏହି ଉପବାସ ପୂର୍ବରୁ ଦଳର କେତେକ ନେତା ଦିଲ୍ଲୀର ଏକ ରେସ୍ତୋରାଁରେ ଛୋଲେ ଭତୁରେ ଖାଉଥିବା ଜଣାପଡିବା ପରେ କଂଗ୍ରେସ ଦଳ…
ଅଧିକ ଖବର ଦେଖନ୍ତୁ...

ଦୀପାଞ୍ଜଳି ହେଲେ ଅତାବିରା ଏନ୍‌ଏସି ଅଧ୍ୟକ୍ଷା

ଅତାବିରା : ଅତାବିରା ଏନ୍‌ଏସି ଅଧ୍ୟକ୍ଷା ଭାବେ ୱାର୍ଡ ନଂ-୩ ଭାଲିପାଲିର କାଉନ୍‌ସିଲର ଦୀପାଞ୍ଜଳି ଭରାସାଗର ନିର୍ବାଚିତ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନ ପାଇଁ ଆଜି ଧାର୍ଯ୍ୟ ତାରିଖ ଥିବା ବେଳେ ଦୀପାଞ୍ଜଳି ୨ଟି ସେଟ୍‌ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଦଳ ପକ୍ଷରୁ ଆଉ କୌଣସି ଆଶାୟୀ…
ଅଧିକ ଖବର ଦେଖନ୍ତୁ...