ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ତେଜୁଛି ଅସନ୍ତୋଷ, ରାସ୍ତା ଅବରୋଧ ପାଇଁ ସଜବାଜ

କୋଲାବିରା: କୋଲାବିରା ଥାନା ରଘୁନାଥପାଲି ପଞ୍ଚାୟତ ଅଧୀନରେ ଥିବା କପାଗୁଡ଼ା ଗାଁ ନିକଟରେ ପ୍ରତିଷ୍ଠିତ ଅପାର କେବୁଲ କାରଖାନା ଉତ୍ପାଦନ ଆରମ୍ଭ କରି ଦେଇଛି। ଏହି କାରଖାନାର କର୍ତୃପକ୍ଷ ଚୁକ୍ତି ଅନୁସାରେ ସ୍ଥାନୀୟ ନିଯୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ଏହାକୁ ଉଲ୍ଲଂଘନ କରିଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଆଶ୍ରମ ସ୍କୁଲ୍‌ର ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

କୁଚିଣ୍ଡା: କୁଚିଣ୍ଡା ଥାନା ଅଂଚଳରେ ଥିବା ଏକ ଆଶ୍ରମ ସ୍କୁଲ୍‌ରେ ରହି ଦଶମ ଶ୍ରେଣୀରେ ପଡୁଥିବା ଜନୈକା ଦଳିତ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଏ ନେଇ ଜଣାପଡ଼ିବା ପରେ ସ୍କୁଲ୍‌ ପକ୍ଷରୁ ମଙ୍ଗଳବାର ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପରେ ପୁଲିସ୍‌ ଥାନା କେସ୍‌ ନଂ. ୨୪୪, ଆଇପିସିର ଧାରା…
ଅଧିକ ଖବର ଦେଖନ୍ତୁ...

ଆଚାର୍ଯ୍ୟ ହରିହର ସ୍କୁଲ: ବିପର୍ଯ୍ୟସ୍ତ ଶିକ୍ଷା, ଅନ୍ଧାରରେ ପିଲାଙ୍କ ଭବିଷ୍ୟତ

ରାଉରକେଲା: ପାଠ୍ୟ ପୁସ୍ତକ, ମାଧ୍ୟାହ୍ନ ଭୋଜନ, ପୋଷାକ, ସାଇକେଲ ସବୁ କିଛି ମାଗଣା। ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ସହ ସ୍ୱାଗତ ଉତ୍ସବ। ଦେଶର ଭବିଷ୍ୟତଙ୍କୁ ଗଢ଼ିବାକୁ ପ୍ରାଥମିକ ଶିକ୍ଷାରେ ସରକାର କାର୍ଯ୍ୟକାରୀ କରୁଛନ୍ତି ଏଭଳି ଅନେକ ଯୋଜନା। ହେଲେ ବାସ୍ତବତା ଭିନ୍ନ। ଏବେ ବି ଅନେକ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ପୁରୀ: ବନକଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ପାଇଁ ଅପରାହ୍ନ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ଶ୍ରୀଜୀଉମାନଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଭକ୍ତ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ ନାହିଁ । ପବିତ୍ର କାର୍ତ୍ତିକ ମାସ ଅବସରରେ…
ଅଧିକ ଖବର ଦେଖନ୍ତୁ...

୧୯୦ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି/ଲାଠୋର : ଦାଦନ ସମସ୍ୟାର ପ୍ରତିକାର ପାଇଁ ବଲାଙ୍ଗୀର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ୫ ଜିଲ୍ଲାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ଶ୍ରମ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମୀକ୍ଷା ଓ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସଂପର୍କରେ ଆଲୋଚନା ହେଉଥିବାବେଳେ ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

ଅଲଗା ହେଲେ ଜଗା ବଳିଆ

ଭୁବନେଶ୍ୱର/ନୂଆଦିଲ୍ଲୀ : ପାଖାପାଖି ୧୧ ଘଣ୍ଟାର ଅସ୍ତ୍ରୋପଚାର ପରେ ଶେଷରେ ବୁଧବାର ରାତିରେ ଜଗା ଓ ବଳିଆଙ୍କ ମୁଣ୍ଡକୁ ନୂଆଦିଲ୍ଲୀସ୍ଥିତ ଏମ୍‌ସରେ ଡାକ୍ତରୀ ଦଳ ସଫଳତାର ସହିତ ଅଲଗା କରିବାରେ ସମର୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆଜି ‘ସମ୍ବାଦ’କୁ ଏହି ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମରୁଡ଼ି ପ୍ୟାକେଜ୍‌ ଘୋଷଣା

ଭୁବନେଶ୍ୱର : କାଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ, ସେ ଭୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତରବରିଆ ଭାବେ ଚଳିତ ବର୍ଷ ଦେଖାଦେଇଥିବା ଭୟଙ୍କର ମରୁଡି ଅଞ୍ଚଳ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ନିୟମ ଅନୁସାରେ ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳ ପାଇଁ ଇନ୍‌ପୁଟ୍‌ ସବ୍‌ସିଡି ଦେବେ…
ଅଧିକ ଖବର ଦେଖନ୍ତୁ...

ନର୍ମଦା ଢାଞ୍ଚାରେ ମହାନଦୀ ସୁରକ୍ଷା

ଭୁବନେଶ୍ୱର : ଜଳସଂପଦ ବିଭାଗକୁ ପଛକୁ ଠେଲି ଜଙ୍ଗଲ ଓ ପରିବେଶ ବିଭାଗ ମହାନଦୀର ସୁରକ୍ଷା ଲାଗି ଅଣ୍ଟା ଭିଡିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ପ୍ରକଳ୍ପ ନିର୍ମାଣ କରିବା ଯୋଗୁଁ ଯେଉଁ ଜଳାଭାବ ଦେଖାଦେଇଛିି, ତାହାକୁ ଦୂର କରିବା ଲାଗି ଜଙ୍ଗଲ ବିଭାଗ ନର୍ମଦା ସେବା ମିସନ…
ଅଧିକ ଖବର ଦେଖନ୍ତୁ...

ବଢ଼ିବ ନନ୍ଦନକାନନ ଆକାର

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆକାର ବଢ଼ିବ। ଏବେ ଯେତିକି ଅଞ୍ଚଳରେ ପ୍ରାଣୀଉଦ୍ୟାନ ଅଛି ତାହାର ତିନିଗୁଣା ହେବ। ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏବେ ନନ୍ଦନକାନନ ୪୦୦ହେକ୍ଟର ଅଞ୍ଚଳରେ ଥିବାବେଳେ ଆହୁରି ୭୦୦ହେକ୍ଟର ଅଞ୍ଚଳକୁ ମିଶାଇ…
ଅଧିକ ଖବର ଦେଖନ୍ତୁ...

ଓପିଏସ୍‌ସିରେ ଅଚଳାବସ୍ଥା : ଅଧ୍ୟକ୍ଷ ଓ ଜଣେ ସଦସ୍ୟରେ ଚାଲିଛି ସଂସ୍ଥା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ରେ ଏବେ ଏକପ୍ରକାର ଅଚଳାବସ୍ଥା। ଅଧ୍ୟକ୍ଷଙ୍କ ସମେତ ଜଣେ ସଦସ୍ୟରେ ଚାଲିଛି ଏବେ କମିସନ। ଏଭଳି ସ୍ଥିତିରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ଉପଯୁକ୍ତ ପରିଚାଳନା ବିଶେଷକରି ମୌଖିକ ପରୀକ୍ଷା କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...