ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

କଳା ତାଲିକାଭୁକ୍ତ ହେବ ଠିକା ସଂସ୍ଥା

ଭୁବନେଶ୍ୱର : ନିର୍ମାଣାଧୀନ ବମିଖାଲ୍‌ ଫ୍ଲାଏ ଓଭରବ୍ରିଜ୍‌ ଭୁଶୁଡ଼ିବା ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଛି। ପୂର୍ତ୍ତ ବିଭାଗ ସଚିବ ନଳିନୀକାନ୍ତ ପ୍ରଧାନ ପ୍ରାୟ ୧୩୦ ପୃଷ୍ଠାର ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟକୁ ଭିତ୍ତିକରି ପୂର୍ତ୍ତ…
ଅଧିକ ଖବର ଦେଖନ୍ତୁ...

ପିଆଜ ଚାଷରୁ ମୁହଁ ମୋଡ଼ିଲେଣି ଚାଷୀ

ଭୁବନେଶ୍ୱର : ୨୦୧୨-୧୩ରେ ରାଜ୍ୟରେ ଯେତିକି ହେକ୍ଟର ଜମିରେ ପିଆଜ ଚାଷ ହେଉଥିଲା, ଆଜି ଦିନରେ ସେ ମଧ୍ୟରୁ ପାଖାପାଖି ଦେଢ଼ହଜାର ହେକ୍ଟର ଚାଷ ଜମିରେ ଆଉ ପିଆଜ କରୁନି ଚାଷୀ। ଉତ୍ପାଦନ ହାର ବଢିଛି ଏକଥା ବି ନୁହେଁ। ବରଂ ଗତ ପାଞ୍ଚ ବର୍ଷ ଭିତରେ ଭୟଙ୍କର ଭାବେ କମିଛି। ପରିସଂଖ୍ୟାନକୁ ନିରେଖି…
ଅଧିକ ଖବର ଦେଖନ୍ତୁ...

ଗ୍ରୁପ୍‌ ଲୋନ୍‌ ହେଲା କାଳ : ଜୀବନ ହାରିଲେ ନଟବର

କିଶନନଗର : ଗ୍ରୃପ୍‌ ଋଣ କରିଥିଲେ ଝିଅ ବାହାଘର ପାଇଁ। ଋଣ ଟଙ୍କାରେ ୨ବର୍ଷ ତଳେ ଝିଅ ବାହାଘର କରିଥିଲେ। କିନ୍ତୁ ଋଣ ପରିଶୋଧ ହେବା ବଦଳରେ ବଢି ଚାଲିଥିଲା ଋଣଭାର। ସୁଧ ପରିମାଣର ଏପରି ବଢିଯାଇଥିଲା ଯେ, ଋଣ ପରିଶୋଧ ପାଇଁ ପରିସ୍ଥିତି ବାଧକ ସାଜିଥିଲା। ଶେଷରେ ଋଣ ଚାପରେ ଆତ୍ମହତ୍ୟା ପରି ଚରମ…
ଅଧିକ ଖବର ଦେଖନ୍ତୁ...

ରେଡ୍‌କ୍ରସ ନାଁ ହଟିଲା : ସରକାରୀ ହେଲା ରକ୍ତଭଣ୍ଡାର

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ୫୫ଟି ସରକାରୀ ଡାକ୍ତରଖାନା ପରିସରରେ ଥିବା ରେଡ୍‌କ୍ରସ ରକ୍ତଭଣ୍ଡାରଗୁଡ଼ିକରୁ ଏଣିକି ରେଡ୍‌କ୍ରସ ନାମ ହଟିବ। ଏଗୁଡ଼ିକୁ ଓଡ଼ିଶା ରକ୍ତ ଭଣ୍ଡାର ନାମରେ ନାମିତ କରାଯିବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପୂର୍ତ୍ତ ବିଭାଗରେ ଟିଡିଆର୍‌ କେଳେଙ୍କାରୀ : ଫିଟୁଛି ଗୁମର

ଭବାନୀପାଟଣା : ପୂର୍ତ୍ତ ବିଭାଗରେ ମିଥ୍ୟା ଟିଡିଆର୍‌ କେଳେଙ୍କାରୀର ଧୀରେ ଧୀରେ ଭାନୁମତୀର ପେଡ଼ି ଭଳି ଗୁମର ଫିଟିବାରେ ଲାଗିଛି। ଭବାନୀପାଟଣା ପୂର୍ତ୍ତ ବିଭାଗରେ ପୂର୍ବରୁ ୧୯ଟି ଟିଡିଆରର ୮୯ ଲକ୍ଷ ଠକେଇ ବୋଲି ବ୍ୟାଙ୍କ ବିଭାଗକୁ ଜଣାଇଥିଲା। ବୁଧବାର ଆହୁରି ୩୨ଟି ଟିଡିଆରର ୧କୋଟି ୪୨ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଠିକାଦାର ପ୍ରତାପ ପଣ୍ଡାଙ୍କ ଜାମିନ ଆବେଦନ; କେସ୍‌ ଡାଏରି ଦାଖଲ ନିର୍ଦ୍ଦେଶ

କଟକ : ଭୁବନେଶ୍ୱରର ବମିଖାଲ-ସହିଦନଗର ରେଳ ଓଭରବ୍ରିଜ ଭୁଶୁଡିବା ଘଟଣାରେ ଗିରଫ ହୋଇ ଜେଲରେ ଥିବା ପଣ୍ଡା ଇନଫ୍ରା ପ୍ରୋଜେକ୍ଟ(ଇଣ୍ଡିଆ) ସଂସ୍ଥାର ମୁଖ୍ୟ ପ୍ରତାପ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ କେସ୍‌ ଡାଏରି ଦାଖଲ ପାଇଁ ଲକ୍ଷ୍ମୀସାଗର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଜାମିନ ଶୁଣାଣି ୧୭ରେ, କେସ୍‌ ଡାଏରି ଦାଖଲ ନିର୍ଦ୍ଦେଶ

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୧୭ ତାରିଖକୁ ଘୁଞ୍ଚିଛି। ସେହି ସମୟ ମଧ୍ୟରେ କେସ୍‌ ଡାଏରି ଦାଖଲ ସହ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ରଖିବାକୁ ହାଇକୋର୍ଟ ସିବିଆଇକୁ…
ଅଧିକ ଖବର ଦେଖନ୍ତୁ...

ନିରଂଜନ ରଣାଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅର୍ଥ ବିଭାଗକୁ ଚିଠି

ଭୁବନେଶ୍ୱର : ମା’ ତାରିଣୀ ଇଷ୍ଟକନ୍‌ ପ୍ରାଇଭେଟ ଲିମିଟେଡ୍‌ ଠକେଇ ଘଟଣାରେ କମିସନରେଟ୍‌ ପୁଲିସ ମୁଖ୍ୟ ଅଭିଯୁକ୍ତ ନିରଂଜନ ରଣାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଅର୍ଥ ବିଭାଗକୁ ଚିଠି ଲେଖିଛି। ଖୁବ୍‌ ଶୀଘ୍ର ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତି ହେବ। ରଣାଙ୍କ ଏହି…
ଅଧିକ ଖବର ଦେଖନ୍ତୁ...

ଘୋଷଣା କଲେ ସଂପତ୍ତି ତାଲିକା : ଅଧିକାଂଶ ମନ୍ତ୍ରୀ କୋଟିପତି

ଭୁବନେଶ୍ୱର : ୨୦୧୬-୧୭ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାଙ୍କ ମନ୍ତ୍ରୀମାନଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ କୋଟିପତି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସର୍ବାଗ୍ରେ ଥିବା ବେଳେ ଅଧିକାଂଶ ମନ୍ତ୍ରୀଙ୍କ ନାମ ରହିଛି। ଜଙ୍ଗଲ ଓ ପରିବେଶ…
ଅଧିକ ଖବର ଦେଖନ୍ତୁ...

୪୮ ଘଣ୍ଟାରେ ଉପକୂଳ ଛୁଇଁପାରେ ଘୂର୍ଣ୍ଣିବଳୟ, ୬ରୁ ବର୍ଷା

ଭୁବନେଶ୍ୱର : ଗତକାଲି ଥାଇଲ୍ୟାଣ୍ଡ ଉପକୂଳ ଆଖପାଖରେ ଥିବା ଘୂର୍ଣ୍ଣିବଳୟ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରର ନିକଟତର ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଅଧିକ। ଫଳରେ ୬ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏହା ବର୍ଷା କରାଇବ ବୋଲି ପୂର୍ବାନୁମାନ…
ଅଧିକ ଖବର ଦେଖନ୍ତୁ...