Browsing Tag

murder

କିଶୋରନଗରରେ ଟ୍ରିପଲ୍‌ ମର୍ଡର୍‌: ୩ ଜଣଙ୍କୁ ତଣ୍ଟି କାଟି ଫିଙ୍ଗିଦେଲେ

ଅନୁଗୁଳ/ବଇଣ୍ଡା/ପାଇକସାହି: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଗମ୍ଭାରିମଳିହା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଏବଂ ନାବାଳକ ପୁଅର ତଣ୍ଟି କାଟି ଅତି ନିର୍ମମ ଭାବେ ହତ୍ୟା କରିବା ସହିତ ଘରୁ ସୁନାଗହଣା, ୧…

ନୀଳଗିରି: ଯୁବକଙ୍କ ତଣ୍ଟିକାଟି ହତ୍ୟା

ନୀଳଗିରି: ଗତକାଲି ରାତିରେ ନୀଳଗିରି ଥାନା ଅନ୍ତର୍ଗତ ରାଧାକିଶୋରପୁର ଗ୍ରମେର ନରେନ୍ଦ୍ର ସିଂହ(୪୨)ଙ୍କୁ ସେହିଗ୍ରାମର ପିଙ୍କୁଆ ଜେନା(୨୪ ବର୍ଷ) ତଣ୍ଟିକାଟି ହତ୍ୟା କରିଛି। ହତାକାଣ୍ଡ ପରେ ବିଳମ୍ବିତ ରାତିରେ ପିଙ୍କୁଆ ଯାଇ ଅଯୋଦ୍ଧା ଫାଣ୍ଡିରେ ଆତ୍ମସମର୍ପଣ କରିଛି। ଅନୈତିକ ସମ୍ପର୍କକୁ ନେଇ…

ଅନୁଗୁଳ: ଯୁବକଙ୍କ ତଣ୍ଟିକାଟି ହତ୍ୟା

ଅନୁଗୁଳ: ଆଜି ସକାଳୁ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ପାଇକସାହି- ଠାକୁରଗଡ଼  ରାସ୍ତାର ଗୋକଣ୍ଡା ନନ୍ଦତଇଲା ପୋଲ ତଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଜିନ୍‌ ପ୍ୟାଣ୍ଟ ପରିହିତ ଏହି ଯୁବକଙ୍କ ତଣ୍ଟି କାଟି ହତ୍ୟା କରିବା ପରେ ତାଙ୍କୁ ପୋଲ ତଳକୁ…

ପରିବାରର ୪ ମହିଳାଙ୍କ ସମେତ ୫ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଶାହଦରାର ଏମଏସ ପାର୍କ ଅଞ୍ଚଳରେ ଆଜି ଗୋଟିଏ ପରିବାରରେ ୪ମହିଳାଙ୍କ ସହ ଜଣେ ସୁରକ୍ଷା କର୍ମୀଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି। ୬୫ ବର୍ଷୀୟା ଉର୍ମିଳା ଯାଦବ ଏବଂ ତାଙ୍କ ୩ ଝିଅ ସଙ୍ଗୀତା ଗୂପ୍ତା(୫୬), ନୁପୁର ଜିନ୍ଦଲ(୪୮) ଏବଂ ଅଞ୍ଜଳି ଜିନ୍ଦଲ(୩୮) ଏବଂ ସୁରକ୍ଷା…

ବେଣୀ କାଟିଦେବା ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ଶ୍ରୀନଗର : କଶ୍ମୀର ଉପତ୍ୟକାରେ ଜଣେ ମହିଳାଙ୍କ ବେଣୀ କାଟିଦେଇଥିବା ଅଭିଯୋଗରେ ଗତରାତିରେ ଅନନ୍ତନାଗ ଜିଲ୍ଲାର ଦାନ୍ତେର ଗାଁରେ ୭୦ ବର୍ଷୀୟା ଅବଦୁଲ୍‌ସଲାମ ଓ୍ଵାନିଙ୍କୁ ଜଣେ ଯିୁବକ ପଥର ଫିଙ୍ଗି ହତ୍ୟା କରିବା ଘଟଣା ଆଲୋଡ଼ନ ଆଣିଛି। କିଛି ଦିନ ହେଲା ଏହି ଅଞ୍ଚଳରେ କେହି ଅଜଣା ବ୍ୟକ୍ତି…

ଗୌରୀ ଲଙ୍କେଶ ହତ୍ୟାକାଣ୍ଡ: ୫ ମୁଖ୍ୟ ଅଭିଯୁକ୍ତ ସନାତନ ସଂସ୍ଥା ସହ ଜଡ଼ିତ

ବେଙ୍ଗାଲୁରୁ : ଦକ୍ଷିଣ ପନ୍ଥୀ ସନାତନ ସଂସ୍ଥା ଅନୁଷ୍ଠାନ ସହ ଜଡ଼ିତ ଥିବା ୫ ଜଣ ସଦସ୍ୟ ସାମ୍ବାଦିକା ଏବଂ ସାମାଜିକ କର୍ମୀ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାଯାଇଛି । ଗୌରୀଙ୍କ ହତ୍ୟାକାଣ୍ଡର ତଦନ୍ତ କରୁଥିବା କର୍ଣ୍ଣାଟକ ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରକାଶ…

ଏମିକସ୍‌ କ୍ୟୁରି ନିଯୁକ୍ତ, ପରବର୍ତ୍ତୀ ଶୁଣାଣି ୩୦ରେ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ହତ୍ୟା ମାମଲାର ପୁନଃ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌ କୋର୍ଟ ଆଜି ଶୁଣାଣି କରିଛନ୍ତି। ଏହି ମାମଲାରେ କୋର୍ଟ ଆମିକସ୍‌ କ୍ୟୁରି (ନ୍ୟାୟ ମିତ୍ର) ନିଯୁକ୍ତି ଦେଇଛନ୍ତି ଏବଂ ଆବେଦନକାରୀଙ୍କୁ ଉଦ୍ଦେଶ୍ୟ ଏବଂ ବାସ୍ତବ ସ୍ଥିତି ସଂପର୍କରେ କେତେକ…

ଯୁବତୀଙ୍କ ଗଳା କାଟି ହତ୍ୟା ଘଟଣା: ସନ୍ଦିଗ୍ଧ ଯୁବକ ଅଟକ

ଚନ୍ଦ୍ରଶେଖରପୁର: କାନନ ବିହାରରେ ଜଣେ ଯୁବତୀଙ୍କୁ ଗଳା କାଟି ହତ୍ୟା କରିବା ଘଟଣାରେ ଇନ୍‌ଫୋସିଟି ଥାନା ପୁଲିସ୍‌ ଆଜି ଜଣେ ସନ୍ଦିଗ୍ଧକୁ ଯୁବକକୁ ଅଟକ ରଖି ଜେରା କରୁଛି। ଏକ ଘରୋଇ ପାଥୋଲାବ୍‌ରେ କାର୍ଯ୍ୟ କରୁଥିବା ହସିନା ଦାସ ନାମକ ଜଣେ ଯୁବତୀଙ୍କୁ ତାଙ୍କ ଭଡ଼ା ଘରେ ଅତି ନିର୍ମମ ଭାବେ…

ମହିଳାଙ୍କୁ ମାରି ପୋତିଦେବା ଘଟଣା: ବଜୁରୀଗଦାରୁ ଶବ ଉଦ୍ଧାର

ଖୋର୍ଧା: ଖୋର୍ଧା ବ୍ଲକ ତାପଙ୍ଗ ମୌଜାସ୍ଥିତ ମାନ୍ଧାତା କ୍ରସର୍‌ ପରିସରରେ ଥିବା ବଜୁରୀଗଦା ତଳୁ ସଦର ଥାନା ପୁଲିସ ଆଜି ମହିଳା ସୁକୁମାରୀ ମଲ୍ଲିକଙ୍କ ଗଳିତ ଶବକୁ ଉଦ୍ଧାର କରିଛି। ଦିନ ପ୍ରାୟ ୧୧ଟା ବେଳେ ମାଜିଷ୍ଟ୍ରେଟ୍‌ ଅତିରିକ୍ତ ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ସାଇଣ୍ଟିଫିକ୍‌ ଟିମ୍‌ ଓ…

ଢାବାରେ ମର୍ଡର୍‌

ଦିଗପହଣ୍ଡି: ଆଜି ସନ୍ଧ୍ୟାରେ ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକ ନିକଟ ସୁଇଟ୍‌ ଲାଇଟ୍‌ ଢାବା ରକ୍ତରଞ୍ଜିତ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଢାବା ଭିତରେ ବସି ଖାଉଥିବା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ଖାରିଆଗୁଡ଼ାର କୁରେଶୁ ଗୌଡ଼(୩୫)ଙ୍କୁ ୮ଜଣ ଦୁର୍ବୃତ୍ତ ଖଣ୍ଡା, କାତି ଓ ମାରଣାସ୍ତ୍ରରେ…