Daily Archives

January 1, 2020

ଲଖାରୀ ଅଭୟାରଣ୍ୟକୁ ସ୍ଥାନାନ୍ତର ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହରିଣ ପାର୍କ

ବ୍ରହ୍ମପୁର: ଲଖାରୀ ଅଭୟାରଣ୍ୟକୁ ସ୍ଥାନାନ୍ତରିତ ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହରିଣ ପାର୍କ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରସିରରେ ବହୁ ବର୍ଷରୁ ରହିଆସିଥିବା ଏହି ହରିଣ ପାର୍କକୁ ଗଜପତି ଜିଲ୍ଲାର ଲଖାରୀ ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ। ଉଲ୍ଲେଖଯୋଗ୍ୟ, ଏହି ହରିଣ ପାର୍କ ୩୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଓସ୍କାରରେ ପ୍ରବେଶ କଲା ସେଫରୁ ନିର୍ଦ୍ଦେଶକ ବନିଥିବା ବିକାଶ ଖାନ୍ନାଙ୍କ ପ୍ରଥମ ଫିଲ୍ମ ‘ଦ ଲାଷ୍ଟ କଲର’

ମୁମ୍ବାଇ: ସେଲିବ୍ରିଟି ସେଫରୁ ନିର୍ଦ୍ଦେଶକ ବନିଥିବା ବିକାଶ ଖାନ୍ନାଙ୍କ ଫିଲ୍ମ 'ଦ ଲାଷ୍ଟ କଲର' ଓସ୍କାର ଆୱାର୍ଡର ଫିଚର ଫିଲ୍ମ ସୂଚୀରେ ନିଜର ସ୍ଥାନ ବନାଇବାରେ ସଫଳ ହୋଇଛି। ଏ ଖବର ବିକାଶ ନିଜର ସୋସିଆଲ ମିଡିଅ‌ା ଆକାଉଣ୍ଟ ଜରିଆରେ ଦେଇଥିବା ବେଳେ ଏତେ ବଡ଼ ସଫଳତା ପାଇଁ ସେ ଖୁସି ଥିବା…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଏହି ଲୋକମାନଙ୍କ ପାଇଁ ଅଦା ବିଷ ସଦୃଶ

ଶୀତଦିନେ ଘରେ ସାଧାରଣତଃ ଅଦାର ବ୍ୟବହାର ଅଧିକ ହୋଇଥାଏ । ଖାଦ୍ୟ ପ୍ରସ୍ତୁତିରେ ହେଉ କି ଚା’, ସବୁଥିରେ ଅଦାର ବ୍ୟବହାର କରାଯାଇଥାଏ । ଶୀତ ଦିନେ ସକାଳର ଆରମ୍ଭ ଲେକମାନେ ଅଦା ମିଶା ଚା’ରୁ ହିଁ କରିଥାନ୍ତି । ଯାହା ଶରୀରକୁ ଗରମ ରଖିବା ସହ ଶୀତ ଦିନେ ହେଉଥିବା ଅନେକ ସମସ୍ୟାରୁ ରକ୍ଷା ଦେଇଥାଏ।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା ନେଇ ଶତାଧିକ କର୍ମୀଙ୍କ ସହ ହସ୍ପିଟାଲ ପରିସରରେ ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ…

ବାଲେଶ୍ୱର : ମେଡିକାଲରେ ଅବ୍ୟବସ୍ଥା, ଧାରଣା ଦେଲେ କେନ୍ଦ୍ରମନ୍ତ୍ରୀ । ବାଲେଶ୍ୱର ମେଡିକାଲରେ ଅବ୍ୟବସ୍ଥା ଅଭିଯୋଗ ପ୍ରତିବାଦରେ ଧାରଣାରେ ବସିଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମେଡିକାଲ ପରିସରରେ ଶତାଧିକ କର୍ମୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧାରଣାରେ ବସିଥିବା…
ଅଧିକ ଖବର ଦେଖନ୍ତୁ...

କାର୍ ଭିତରେ ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

ମଥୁରା: କାର୍ ଭିତରେ ନିଜ ସ୍ତ୍ରୀ ଓ ଝିଅକୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ଦିଲ୍ଲୀରେ ରହୁଥିବା ଜଣେ ବ୍ୟବସାୟୀ। ଉତ୍ତରପ୍ରଦେଶର ମଥୁରାରେ ଥିବା ଯମୁନା ଏକ୍ସପ୍ରେସୱେରେ ବୁଧବାର ଏହି ହୃଦୟ ବିଦାରକ ଘଟଣା ଘଟିଛି। ଏହି ଘଟଣାରେ ବ୍ୟବସାୟୀଙ୍କ ନାବାଳକ ପୁଅ ଗୁରୁତର ଆହତ…
ଅଧିକ ଖବର ଦେଖନ୍ତୁ...

ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୪ତମ ପ୍ରତିଷ୍ଠା ଦିବସ, ପ୍ରତିଭା ରାୟଙ୍କୁ ପ୍ରଦାନ କରାଯିବ କବିସମ୍ରାଟ…

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶିକ୍ଷାନୁଷ୍ଠାନ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆସନ୍ତାକାଲି (ଗୁରୁବାର) ୫୪ ବର୍ଷରେ ପାଦ ଥାପିବ। ଏଥି ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟର ଏହି ପୂରାତନ ଶିକ୍ଷାନୁଷ୍ଠାନ ୧୯୬୭ ମସିହା ଜାନୁଆରି ୨ ତାରିଖରେ ପ୍ରତିଷ୍ଠା…
ଅଧିକ ଖବର ଦେଖନ୍ତୁ...

ଚାନ୍ଦା ଆଦାୟ କରି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୩ଟି ସ୍କୁଲର ପୁନଃ ନିର୍ମାଣ କଲେ ସ୍ୱେଚ୍ଛାସେବୀ

ଚେନ୍ନାଇ: ୨୦୧୮ରେ ଆସିଥିବା ବାତ୍ୟା ଗାଜା ତାମିଲନାଡୁର ବିଭିନ୍ନ ସହର ଓ ଗାଁର ନକ୍ସା ବଦଳାଇ ଦେଇଥିଲା। ତାମିଲନାଡୁର ନାଗାପଟ୍ଟିନମ ଓ ବେଦରନୟମ ମଧ୍ୟରେ ବାତ୍ୟା ଗାଜା ଲ୍ୟାଣ୍ଡଫଲ କରିବା ପରେ ଏହାର ପ୍ରଭାବରେ ଆଖପାଖ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଘର ଭାଙ୍ଗିଯିବା ସହ, ଫସଲ ନଷ୍ଟ…
ଅଧିକ ଖବର ଦେଖନ୍ତୁ...

ପିକନିକ୍‌ ସାରି ଫେରୁୁଥବା ବେଳେ କୂଅକୁ ଖସିପଡ଼ିଲା ଦୁଇ ମୋଟର ସାଇକେଲ୍‌, ଘଟଣାସ୍ଥଳରେ ୩ ସାଙ୍ଗଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅର୍ନ୍ତଗତ କୋଟିନଡ଼ା ଗାଁ କେନାଲ ରାସ୍ତା ପାଖ ବୁଲାଣିରେ ଭାରସାମ୍ୟ ହରାଇ କେନାଲ ନିକଟସ୍ଥ କୂଅରେ ୨ଟି ମୋଟର ସାଇକେଲ୍‌ ଖସିପଡ଼ିଛି। ଫଳରେ ୩ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍‌ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ଭରୁଥିବା ବେଳେ ହୁତ୍‌ ହୁତ୍‌ ହୋଇ ଜଳି ଉଠିଲା କାର୍, ଭିଡିଓରେ ଦେଖନ୍ତୁ ତା’ପରର ଦୃଶ୍ୟ

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଥିବା ପେଟ୍ରୋଲ ପମ୍ପରେ ସ୍କୋଡା କମ୍ପାନିର ଏକ କାର୍ ଜଳି ଯାଇଥିବାର ଭିଡିଓ ଭାଇରାଲ ହୋଇଛି। ପେଟ୍ରୋଲ ଭରିବା ପାଇଁ ଚାଳକଜଣଙ୍କ ଗାଡ଼ିକୁ ପେଟ୍ରୋଲ ପମ୍ପକୁ ନେଇଥିଲେ। ଏହି ସମୟରେ ସେ ସେଠାରେ ଥିବା ଶୌଚାଳୟକୁ ଯାଇଥିବା ବେଳେ ହଠାତ ତାଙ୍କ ଗାଡ଼ିରେ ନିଆଁ…
ଅଧିକ ଖବର ଦେଖନ୍ତୁ...