Browsing Tag

Cuttack

ରେଭେନ୍ସା କନିକା ପାଠାଗାରର ଅନ୍‌ଲାଇନ୍‌ ଡିଜିଟାଇଜେସନ୍‌

କଟକ : ଆଜିର ଦୁନିଆ ଏକ ବଜାରରେ ପରିଣତ ହୋଇଛି। ଏଥିରେ ଯୋଡ଼ି ହେବା ପାଇଁ ଯେଉଁ ସାମର୍ଥ୍ୟ, ଶକ୍ତି ଓ ସୂଚନାର ଆବଶ୍ୟକତା ରହିଛି ତାକୁ ହାତମୁଠାରେ ଧରିବାକୁ ପଡ଼ିବ। କିନ୍ତୁ ତାହା କେବଳ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ସମ୍ଭବ ହୋଇପାରିବ। ନିଜ ହାତ ମୁଠାରେ ସମଗ୍ର ପୃଥିବୀକୁ ରଖିପାରୁଥିବା ଓ…

ବିଲରେ ଦନ୍ତାହାତୀର ମୃତଦେହ : ଆନ୍ଥ୍ରାକ୍ସରେ ମୃତ୍ୟୁ ଆଶଙ୍କା!

ଖୁଣ୍ଟୁଣୀ : ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳର ପାଇକେରାପୁର ପାଟିଆ ବିଲରୁ ଆଜି ବନବିଭାଗ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ମୃତ ଦନ୍ତାର ବୟସ ଆନୁମାନିକ ୫୦ ବର୍ଷ ବୋଲି ଆକଳନ କରାଯାଉଥିବା ବେଳେ ହାତୀଟି ଗତକାଲି ରାତିରେ ପ୍ରାଣ ହରାଇଥିବା କୁହାଯାଉଛି। ଆଜି ସକାଳେ…

ଧଳସାମନ୍ତ ଭ୍ରାତା ସହଯୋଗୀଙ୍କ ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ୱର: କମିସନରେଟ ପୁଲିସ ଦ୍ୱାରା ଗିରଫ ହୋଇ ଜେଲରେ ଦିନ ବିତାଉଥିବା ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀଙ୍କ ମାଲିକାନାରେ ଥିବା ୮କୋଟି ୮୨ଲକ୍ଷ ୬୬ହଜାର ୯୭୭ ଟଙ୍କାର ସ୍ଥାବର-ଅସ୍ଥାବର ସମ୍ପତ୍ତିକୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଟାଚ କରିଛି। ସମ୍ପତ୍ତି ଆଟାଚ୍‌ ହୋଇଥିବା…

କଟକ: ପାଟଗହୀରରେ ପଡ଼ିଛି ଦନ୍ତାହାତୀର ମୃତଦେହ

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣି ବନାଞ୍ଚଳ ପାଇକରାପୁର ଗ୍ରାମର ପାଟ ଗହୀର ଭିତରେ ଆଜି ସକାଳୁ ଏକ ବୟସ୍କ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀଟିର ବୟସ ଆନୁମାନିକ ୫୦ ବର୍ଷ ହେବ।ତାର ଦୁଇଟିଯାକ ଦାନ୍ତ ରହିଛି। ଖବର ପାଇ ବନବିଭାଗ ଅଧିକାରୀମାନେ ପାଟଗହୀରରେ…

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ରାସ୍ତାରୋକ ପରେ କଟକ-ଭୁବନେଶ୍ୱର ଯାତାୟତ ଠପ୍‌

କଟକ: ମଧୁପାଟଣା ଥାନା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ନେଇ ଗୁରୁବାର ସନ୍ଧ୍ୟାରେ ବ୍ୟାପକ ପୋଡ଼ା ଜଳା ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସନ୍ଧ୍ୟାରେ ବ୍ୟାପକ ପୋଡ଼ାଜଲା କରିଛନ୍ତି। ଫଳରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ ୧୬ ଯାତାୟତ ପ୍ରଭାବିତ ହୋଇଛି। ମିଳିଥିବା…

ବଡ଼ମ୍ବାରେ ନାବାଳିକାକୁ ବଳି ଉଦ୍ୟମ

ସାଧକ ସମେତ ୩ ସହଯୋଗୀ ଫେରାର, ମହିଳା ଗିରଫ ବଡ଼ମ୍ବା : ଅଧ ରାତିରେ ଘରେ କଟାଯାଇଥିଲା କୁଣ୍ଡଳୀ। ୧୨ବର୍ଷୀୟା ନାବାଳିକାକୁ ବସାଯାଇ ଚାଲିଥିଲା ପୂଜାର୍ଚ୍ଚନା। ବାବାଙ୍କୁ ଡକାଇ ତନ୍ତ୍ର ସାଧନା ଚାଲିଥିବାବେଳେ ପରିବାର ଲୋକ ପହଞ୍ଚି ଉଦ୍ଧାର କରିଥିଲେ ନାବାଳିକାକୁ। ତାକୁ ବଳି ପକାଇବାକୁ ଏଭଳି…

 କଟକରେ ତିଷ୍ଠୁ ନାହାନ୍ତି ଯୁବ ଆଇଏଏସ୍‌!

କଟକ: ମାତ୍ର ୫ ମାସରେ ବଦଳି ଗଲେ ସିଡିଏର ଉପାଧ୍ୟକ୍ଷ। ଏପ୍ରିଲ ୨୬ ତାରିଖରେ ଆଇଏଏସ୍‌ ଅଫିସର ଶୁଭମ୍‌ ସକ୍ସେନା ସିଡିଏର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ହଠାତ ତାଙ୍କୁ ବଦଳି କରାଯିବା ଘଟଣା ଅନେକଙ୍କୁ ଚକିତ କରିଥିବା ବେଳେ କଟକରେ ଯୁବ ଅଥବା ସିଧାସଳଖ ଆଇଏଏସ୍‌ ଅଫିସର ନ…

୩ୟ ଶ୍ରେଣୀ ଛାତ୍ରୀଙ୍କୁ ତଣ୍ଟି କାଟି ସାଇକଲ ଲୁଟ, ରକ୍ତ ଜୁଡୁବୁଡୁ ଛାତ୍ରୀଙ୍କୁ ଏସ୍‌ସିବିରେ ଭର୍ତ୍ତି

କଟକ: ଚୌଦ୍ୱାର-ଟାଙ୍ଗୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ତୃତୀୟ ଶ୍ରେଣୀ ଛାତ୍ରୀର ତଣ୍ଟି କାଟି ସାଇକଲ ଲୁଟ କରିଛି ଜଣେ ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ମାଣିଆସ୍ଥିତ ପଦ୍ମାବତୀ ଡିଏଭି ସ୍କୁଲର ଛାତ୍ରୀ ଦୀପିକା ତରାଇ…

ଦୁର୍ଦ୍ଦାନ୍ତ ଯୁବକକୁ ପିଟି ପିଟି ମାରିଦେଲେ

ମା, ପୁଅ ଓ ବୋହୂ ଅଟକ କଟକ : ମଧୁପାଟଣା ମଙ୍ଗଳାସାହିିରେ ପରିବାରର ଇଜ୍ଜତ ବଞ୍ଚାଇବାକୁ ଆଜି ଗ଼ଡ଼ିଲା ମୁଣ୍ଡ। ଘରର ବୋହୂ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଏବଂ ପୂର୍ବ ଶତ୍ରୁତା ପାଇଁ ପୁରୀଘାଟ ଥାନା ବାମ୍ଫିସାହିର ଦୁର୍ଦ୍ଦାନ୍ତ ଯୁବକ ବସନ୍ତ ଦୋରା ଓରଫ ଧପୁ (୩୨)କୁ ସାହି ଦାଣ୍ଡରେ ପିଟି ପିଟି…

କଟକରେ ଗୋଷ୍ଠୀ ସଂଘର୍ଷ: ୧୦ ଆହତ

କଟକ : ରାଜାବଗିଚା ରଣକ୍ଷେତ୍ର ପାଲଟିବାର ଦିନକ ପରେ ବାଦାମବାଡ଼ି ଥାନା ଅନ୍ତର୍ଗତ ହରିପୁର ଦାସ ସାହିରେ ସୃଷ୍ଟି ହୋଇଛି ଲଙ୍କାକାଣ୍ଡ। ଘର ତିଆରିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୧୦ ଜଣ ଆହତ ହୋଇଛନ୍ତି। ଇଟା ଓ ସେଣ୍ଟ୍ରିଂ ହେଇଥିବା ବାଉଁଶରେ ପରସ୍ପରକୁ ଆକ୍ରମଣ କରିଛନ୍ତି।…