Latest Posts
ରାଜ୍ୟ
ଖେଳୁଖେଳୁ ପୋଖରୀରେ ଖସି ପଡ଼ିଲା ୪ବର୍ଷ ବୟସର ଶିଶୁପୁତ୍ର, ମୃତଦେହ ଉଦ୍ଧାର
ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ପିଞ୍ଛାବଣିଆ ଗ୍ରାମରେ ସାଢେ ଚାରିବର୍ଷର ଶିଶୁପୁତ୍ର ଅଗଣାରେ ଖେଳୁଥିବା ବେଳେ ଅସାବଧାନତା ବଶତଃ ଘର ସମ୍ମୁଖ ପୋଖରୀରେ ବୁଡ଼ିଯାଇଛି। ନାବାଳକର ମୃତଦେହ ଉଦ୍ଧାର କରାଯାଇଛି ମୃତ ଶିଶୁପୁତ୍ର ଜଣକ ହେଉଛି ଗ୍ରାମର ବାପି ହାଁସଦାଙ୍କ ଶିଶୁପୁତ୍ର ଶାଗେନ ହାଁସଦା।
ଜିଲ୍ଲା
ସୁନା ଅଳଙ୍କାର ଲୁଟି ନେଲେ: ସିସିଟିଭିରେ ଦୁର୍ବୃତ୍ତଙ୍କ କାରନାମା କଏଦ୍
ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି...
ଖେଳ
ଏମଆଇର ବୋଲିଂ କୋଚ ହେଲେ ପାରସ ମହମ୍ବ୍ରେ
ଆଇପିଏଲ୍ ୨୦୨୫ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି | ମୁମ୍ବାଇ ଦଳ ପାଇଁ ଏକ ନୂଆ ବୋଲିଂ କୋଚ୍ ନିଯୁକ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବତନ ଟିମ୍ ଇଣ୍ଡିଆର କୋଚ୍ ପାରସ୍ ମହମ୍ବ୍ରେଙ୍କୁ ଏକ ସୁଯୋଗ ଦେଇଛି।
ରାଜନୀତି
ପାଣ୍ଡିଆନଙ୍କୁ ନୁହେଁ, ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ: ଦେବାଶିଷ ସାମନ୍ତରାୟ
ପାଣ୍ଡିଆନଙ୍କ ସପକ୍ଷରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ‘ପାଣ୍ଡିଆନ ଆମ ନେତା ନୁହନ୍ତି। ବିଜେଡିର ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ।
ଅପରାଧ
ନିଜ ପରିସ୍ରାରେ ଅଟାଦଳି ଖାଇବାକୁ ଦେଉଥିଲା ଗୃହସହାୟିକା
ରୋଷେଇ ପାଇଁ ଘରେ ଥିବା ଗୃହସହାୟିକା ନିଜ ପରିସ୍ରାରେ ଅଟା ଦଳି ଦେଉଥିଲା ପରିବାର ସଦସ୍ୟଙ୍କୁ ଖାଇବାକୁ । ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଗୃହସହାୟିକାକୁ ଗିରଫ କରି କରୁଛି ତଦନ୍ତ।
ମନୋରଞ୍ଜନ
ସଲମାନଙ୍କ ଘର ସାମ୍ନାରେ ଲାଗିଲା ଏଭଳି ସ୍ବତନ୍ତ୍ର କ୍ୟାମେରା
ସଲମାନଙ୍କ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପାଖାପାଖି ୫୦ରୁ ୬୦ଜଣ ପୁଲିସଙ୍କୁ ନିୟୋଜିତ କରାଯାଇଛି। ଏମାନେ ସମସ୍ତେ ସଲମାନଙ୍କ ଘର ବାହାରେ ସାଧା ପୋଷାକରେ ଡିୟୁଟି କରୁଛନ୍ତି।