Latest Posts
ରାଜ୍ୟ
ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ
ଭୋର ସକାଳୁ ମେଡିକାଲରେ ସ୍ୱାସ୍ଥ୍ୟ ସଚିବ। ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଶ୍ରୀମତୀ ଆସ୍ବସ୍ଥି ଏସ। ସକାଳୁ ସକାଳୁ ହସ୍ପିଟାଲ ପରିଦର୍ଶନ କଲେ, ରୋଗୀଙ୍କ ସହ ଆଲୋଚନା କଲେ ସଚିବ।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ଦ୍ବିତୀୟ ପାଳିରେ ଲଢ଼ିଲା ଭାରତ: ୯୦୦୦ ରନ୍ କ୍ଲବ୍ରେ କୋହଲି
ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରିଥିବା ଭାରତୀୟ ଦଳ ୩୫୬ ରନ୍ ପଛୁଆ ରହିଥିଲା। ତଥାପି ରୋହିତ ଶର୍ମାଙ୍କ ଦଳ ଦ୍ବିତୀୟ ପାଳିରେ ଭଲ ଲଢ଼ିଛି।
ରାଜନୀତି
ମହାରାଷ୍ଟ୍ର ରାଜନୀତି: ୨୬୦ ଆସନରେ ବୁଝାମଣା କଲା ଏମ୍ଭିଏ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାସକ ପୂର୍ବରୁ ବିରୋଧୀ ମେଣ୍ଟ ଏମ୍ଭିଏ (ମହା ବିକାଶ ଅଘାଡ଼ି)ରେ ବିଭେଦ ଦେଖାଦେଇଛି। ତୀବ୍ର ମତଭେଦ ଭିତରେ ଏମ୍ଭିଏ ମେଣ୍ଟରେ କଂଗ୍ରେସ, ୟୁବିଟି ଶିବସେନା ଏବଂ ଶରଦ ପାୱାରଙ୍କ ଏନ୍ସିପି ମଧ୍ୟରେ ୨୮୮ ବିଧାନସଭା ଆସନରୁ ୨୬୦ ଆସନରେ ବୁଝାମଣା ଶେଷ ହୋଇଛି।
ଅପରାଧ
ଟାଇଲ୍ସ ଦୋକାନ ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍
ବିଳମ୍ବିତ ରାତିରେ କେଶପୁର ଛକ ନିକଟ ଏକ ଟାଇଲ୍ସ ଦୋକାନରେ ବୋମାମାଡ଼ କରାଯାଇଛି। ରାଜନୈତିକ ଶତ୍ରୁତାରୁ ଏହି ବୋମାମାଡ଼ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଟାଇଲ୍ସ ଦୋକାନ ଉପରକୁ ୩ଟି ବୋମାମାଡ଼ କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଛନ୍ତି।
ମନୋରଞ୍ଜନ
ଓଡ଼ିଆ ସିନେମାରେ ପୁଣି ସୌମ୍ୟା
ଏବେ ଓଲିଉଡ୍କୁ ପୁଣି ଜଣେ ଅଣଓଡ଼ିଆ ନାୟିକା ଫେରୁଥିବା ଜଣାଯାଇଛି। ୨୦୨୩ ରଜବଜାରରେ ମୁକ୍ତିଲାଭ କରିଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତିଙ୍କ ବିପକ୍ଷରେ ସେ ନାୟିକା ଭୂମିକାରେ ନଜର ଆସିଥିଲେ।