ଷ୍ଟେଜ୍ ସୋ’ ବେଳେ ମଞ୍ଚ ଉପରେ ଟଳି ପଡ଼ିଲେ ଫିଲ୍ମ ଓମ୍ ଶାନ୍ତି ଓମର ଅଭିନେତା ସତୀଶ ଯୋଶୀ

ମୁମ୍ବାଇ: ଷ୍ଟେଜ୍ ସୋ’ ବେଳେ ମଞ୍ଚ ଉପରେ ଟଳି ପଡ଼ିଲେ ମରାଠୀ ଫିଲ୍ମ ଅଭିନେତା ସତୀଶ ଯୋଶୀ। ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାଙ୍କ ଏଭଳି ହଠାତ୍ ଦେହାନ୍ତ ହେବା ଶୁଣି ଏବେ ସମସ୍ତଙ୍କୁ ଶକ୍ତ ଧକ୍କା ଲାଗିଛି। ସୂଚନା ମିଳିଛି ଯେ, ବରିଷ୍ଠ ଅଭିନେତା ସତୀଶ ଯୋଶୀଙ୍କର ରବିବାର…
ଅଧିକ ଖବର ଦେଖନ୍ତୁ...

୨୦ଦିନ ଭିତରେ ୨ଜଣ ପ୍ରେମିକାଙ୍କୁ ବିବାହ କଲା ୧୯ବର୍ଷୀୟ ଯୁବକ

ନୂଆଦିଲ୍ଲୀ: ୨୦ଦିନ ଭିତରେ ୨ଜଣ ପ୍ରେମିକାଙ୍କୁ ବିବାହ କଲେ ୧୯ବର୍ଷୀୟ ଯୁବକ। ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ବିହାରର ଜାମୁଇ ଜିଲ୍ଲାରେ ଘଟିଛି ଏଭଳି ଘଟଣା। ୨ଟି ଯାକ ଘଟଣାରେ ଯୁବକ ନିଜ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଧରାପଡ଼ିଥିଲେ ଏବଂ ପରେ ଗାଁ ଲୋକେ…
ଅଧିକ ଖବର ଦେଖନ୍ତୁ...

ବାପା…ଏବେ ତୁମେ ଚାଲିଯାଅ; ମନୋଜ ଏଭଳି କହିବାର କିଛି ଘଣ୍ଟା ପରେ ହୋଇଥିଲା ବାପାଙ୍କ ଦେହାନ୍ତ

ମୁମ୍ବାଇ: ମନୋଜ ବାଜପେୟୀ ବଲିଉଡର ଅନ୍ୟତମ ପ୍ରତିଭାବାନ ଅଭିନେତା। ଜାତୀୟ ପୁରସ୍କାର ଜିତିବା ପୂର୍ବରୁ ସେ ଅନେକ ଛୋଟ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ତାଙ୍କର କଠିନ ପରିଶ୍ରମ ଆଧାରରେ ସେ ଆଜି ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଜି ମନୋଜ ବଲିଉଡରୁ ଓଟିଟି…
ଅଧିକ ଖବର ଦେଖନ୍ତୁ...

ଆରସିବି ଜିତିବାରୁ ସିଟରୁ ଉଠି ପ୍ରଥମେ ଏହି କାମ କଲେ ଅନୁଷ୍କା

ନୂଆଦିଲ୍ଲୀ:  ପ୍ରଥମ ୮ ମ୍ୟାଚ୍‌ରୁ ୭ଟିରେ ପରାଜୟ ବରଣ କରିଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରବର୍ତୀ ୫ରୁ ୫ ଜିତି ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଛି। ହାତରେ ଆଉ ମାତ୍ର ଗୋଟିଏ ମ୍ୟାଚ୍‌ ଥିବାବେଳେ ‌ଫ୍ଲାପ ଡୁ‌ ପ୍ଲେସିସ୍‌ଙ୍କ ଦଳ ସପ୍ତମ ସ୍ଥାନରୁ ପଞ୍ଚମକୁ ଲମ୍ଫ ଦେଇଛି। ରବିବାର…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଘରେ ଅଛି, ବ୍ୟକ୍ତିଗତ ସହାୟକଙ୍କ ଦ୍ବାରା ମୋତେ ମାଡ଼ ମାରିଛନ୍ତି କେଜ୍ରିୱାଲ: ସ୍ବାତୀ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ(ବ୍ୟକ୍ତିଗତ ସହାୟକ)। ପିସିଆରକୁ ଫୋନ କରି ଅଭିଯୋଗ କଲେ ସ୍ବାତୀ।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ‌ରେ ଏଭଳି ଘଟଣା ଘଟିଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ନୁଡୁଲ୍ସ ଖାଇବା ପରେ ଚାଲିଗଲା ୧୨ବର୍ଷୀୟ ବାଳକର ଜୀବନ ! ପରିବାରର ସମସ୍ତ ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ ହୋଇପଡିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଜଣେ ୧୨ବର୍ଷର ଶିଶୁର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଫୁଡ୍ ପଏଜନିଂ କାରଣରୁ…
ଅଧିକ ଖବର ଦେଖନ୍ତୁ...

କାର୍ ଦୁର୍ଘଟଣାରେ ଲୋକପ୍ରିୟ ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତେଲୁଗୁ ଏବଂ କନ୍ନଡ ଟିଭି ସିରିଏଲର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଦେହାନ୍ତ ହୋଇଛି। ହଠାତ ତାଙ୍କର ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। କୁହାଯାଉଛି ଯେ, ସଡ଼କ…
ଅଧିକ ଖବର ଦେଖନ୍ତୁ...

ଅନ୍ତରୀଣ ଜାମିନ ପାଇ ଜେଲ ବାହାରକୁ ଆସିଥିବା କେଜ୍ରିୱାଲଙ୍କ ମୋଟ ସମ୍ପତ୍ତି କରିବ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ବାରା ଅନ୍ତରୀଣ ଜାମିନ ପାଇବା ପରେ ଜେଲରୁ ବାହାରକୁ ଆସିଛନ୍ତି | ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଇଛନ୍ତି | ଜେଲରୁ ବାହାରକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେତେ କୋଟିର ମାଲିକ ୩୦ଲକ୍ଷ ଜରିମାନା ଦେବାକୁ ଯାଉଥିବା ଋଷବ ପନ୍ତ

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସର ମନ୍ଥର ଓଭର ରେଟ୍ ଅପରାଧ ହେତୁ ଅଧିନାୟକ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ଏହା ସହ ପନ୍ତଙ୍କ ଉପରେ ୩୦ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି | ବଡ ଦୁର୍ଘଟଣାର ସାମ୍ନା କରି ଫେରିବା ପରେ ଋଷବ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା। ମାଟି ତିଆରି ବ୍ୟବସାୟୀଙ୍କ ଲାଗି ସମୟ ବିଶେଷ ଲାଭପ୍ରଦ ରହିବ। ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା…
ଅଧିକ ଖବର ଦେଖନ୍ତୁ...