ଏତେ କୋଟିର ମାଲିକ ଆୟୁଷ, ପତ୍ନୀଙ୍କଠାରୁ ଖୁବ କମ ରହିଛି ସମ୍ପତ୍ତି

ମୁମ୍ବାଇ: ଆୟୁଷ ଶର୍ମା ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରୁସଲାନ'କୁ ନେଇ ଚର୍ଚ୍ଚାରେ ଅଛନ୍ତି | ତାଙ୍କ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ପ୍ରଶଂସକମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି। 'ରୁସଲାନ୍' ଏପ୍ରିଲ ୨୬, ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଥିବା…
ଅଧିକ ଖବର ଦେଖନ୍ତୁ...

ଅଜାଣତରେ ଝିଅ ଉପରେ ଗାଡି ଚଢ଼ାଇଦେଲା ବାପା, ଚାଲିଗଲା ଜୀବନ

ବେଙ୍ଗାଲୁରୁ: ଅଜାଣତରେ ଝିଅ ଉପରେ ଗାଡି ଚଢ଼ାଇଦେଲା ବାପା | ଚିକିତ୍ସା ପାଇଁ ପରିବାର ଡାକ୍ତରଖାନା ନେଇଥିଲେ ବି ଚାଲିଗଲା ଜୀବନ | ସୋମବାର ରାତି ୧୧.୩୦ରେ ଏହି ହୃଦୟ ବିଦାରକ ଘଟଣା ଘଟିଥିବା ଜଣାପଡିଛି | ଏହି ଛାତି ଥରା ଘଟଣାଟି ସିସିଟିଭିରେ କଏଦ ହୋଇଥିବା ବେଳେ ଏବେ ତାହା ଭାଇରାଲ ହେବାରେ…
ଅଧିକ ଖବର ଦେଖନ୍ତୁ...

ଲଣ୍ଡନରେ ଥିବା ୫୨୯କୋଟିର ହୋଟେଲରେ ବିବାହ କରିବେ ଅନନ୍ତ-ରାଧିକା

ମୁମ୍ବାଇ: ଦେଶର ସବୁଠାରୁ ବଡ ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି। କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ସହ ବିବାହ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ରୟାଲ୍ସଠାରୁ ହାରିବା ପଛର କାରଣ କହିଲେ ପାଣ୍ଡ୍ୟା

ଜୟପୁର: ସନ୍ଦୀପ ଶର୍ମାଙ୍କ ୫ ୱିକେଟ୍ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଜମାଣିଆ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ବିଜୟ ଧାରା ଜାରି ରଖିଛି। ସୋମବାର ଖେଳାଯାଇଥିବା ୩୮ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୯ ୱିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଶୀର୍ଷ ସ୍ଥାନକୁ…
ଅଧିକ ଖବର ଦେଖନ୍ତୁ...

ପୁଣି ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ କେଜ୍ରିୱାଲ ଓ କବିତା

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ମାସରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ବିଆରଏସ ନେତ୍ରୀ କେ କବିତାଙ୍କ ବଢ଼ିଲା ନ୍ୟାୟିକ ହେପାଜତ ଅବଧି | ଦୁହିଁଙ୍କୁ କୋର୍ଟ ପୁଣି ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡିଛି। ଉଭୟ…
ଅଧିକ ଖବର ଦେଖନ୍ତୁ...

ଝିଅ ମୋଠାରୁ ଅଧିକ ଆୟ କରୁଛି, ଯାହା ଚାହିଁବ କରିବ; ଆଦିତ୍ୟଙ୍କୁ ନେଇ ପ୍ରଶ୍ନ କରାଯିବାରୁ ଏଭଳି କହିଲେ ଚଙ୍କି

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କାପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଆସୁଛି। କିଛି ମାସ ହେବ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ହେଲେ ଦୁହେଁ ବୁଲିଯିବା ଓ…
ଅଧିକ ଖବର ଦେଖନ୍ତୁ...

ଡିଏନଏ ପରୀକ୍ଷା କଲେ ରବି କିଶନ ମୋ ବାପା ବୋଲି ଜଣାପଡିବ: ମୁମ୍ବାଇ କୋର୍ଟରେ ଏଭଳି ଆବେଦନ କଲେ ଶିନୋଭା

ନୂଆଦିଲ୍ଲୀ: ବିବାଦରେ ବିଜେପି ସାଂସଦ ରବି କିଶନ | ବିବାହିତ ହୋଇ ବି ସେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କର ଏକ ଝିଅ ମଧ୍ୟ ହୋଇଥିଲା ବୋଲି ଅବିଯୋଗ ହୋଇଛି | ଅପର୍ଣ୍ଣା ଠାକୁରଙ୍କ ସହ ସମ୍ପର୍କ ରଖିବା ପରେ ରବି, ଶିନୋଭା ନାମକ ଝିଅର ବାପା ହୋଇଥିଲେ ବୋଲି ଦାବି କରାଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉଦ୍ୟୋଗରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ବାଣୀ ଉପରେ ସଂଯମ ରଖନ୍ତୁ। ନବଦମ୍ପତିଙ୍କ ଲାଗି ଦିନଟି ଭଲ। ପ୍ରତିଯୋଗୀ ପରୀକ୍ଷାର୍ଥୀ ଭଲ ଖବର ପାଇବେ। ‌ ବୃଷ: ଆପଣଙ୍କ ସ୍ବଭାବ ସକାରାତ୍ମକ ରହିବ। ମୃଦୁ ପାନୀୟ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଶତ୍ରୁ ଦବି…
ଅଧିକ ଖବର ଦେଖନ୍ତୁ...

ଫିଲଡ ଅମ୍ପାୟାରଙ୍କ ସହ ଝଗଡା କରି ଫସିଲେ ବିରାଟ, ମିଳିଲା ଏହି ବଡ ଦଣ୍ଡ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୩୬ତମ ମ୍ୟାଚ୍‌ ରୋମାଞ୍ଚକର ହୋଇଥିଲା । ଏହି ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ କୋଲକାତା ୧ ରନ୍‌ରେ ପରାସ୍ତ କରିଥିଲା । ଏହି ପରାଜୟ ସହ ବେଙ୍ଗାଲୁରୁ ଟିମ୍‌ କ୍ରମାଗତ ୬ଷ୍ଠ ଥର ପାଇଁ ପରାଜିତ…
ଅଧିକ ଖବର ଦେଖନ୍ତୁ...

କେକରେ ସାକାରିନ ମାତ୍ରା ଅଧିକ ଥିବାରୁ ଚାଲିଯାଇଥିଲା ମାନବୀଙ୍କ ଜୀବନ

ପଟିଆଲା: ପଞ୍ଜାବର ପଟିଆଲାରେ କେକ୍ ଖାଇବା ପରେ ୧୦ବର୍ଷୀୟ ବାଳିକାଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣା ପରେ ନ୍ୟୁ ଇଣ୍ଡିଆ ବେକେରୀ ମାଲିକଙ୍କ ସମେତ ଚାରିଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା | ଏହି ମାସ ଆରମ୍ଭରୁ ଏଭଳି ଘଟଣା ଘଟିଥିବା ବେଳେ ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି |…
ଅଧିକ ଖବର ଦେଖନ୍ତୁ...