ଦିଲ୍ଲୀ-ଏନସିଆରର ୧୦୦ସ୍କୁଲକୁ ମିଳିଛି ବୋମାମାଡ଼ ଧମକ, ବିଦେଶରେ ସର୍ଭର ଥିବା ସୂଚନା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରର ପ୍ରାୟ ୧୦୦ଟି ସ୍କୁଲକୁ ଆଜି ବୋମାମାଡ଼ ଧମକ ଦିଆଯାଇଛି। ଇମେଲ ମାଧ୍ୟମରେ ପଠାଯାଇଥିବା ଧମକରେ କୁହାଯାଇଛି ଯେ ଆମେ ଲୋକଙ୍କୁ ସ୍କୁଲର କାନ୍ଥରେ ସମାଧି ଦେବୁ। ଏହି ଧମକପୂର୍ଣ୍ଣ ଇମେଲ ଆସିବା ପରେ ସବୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଥିବା ସହ ସର୍ଚ୍ଚ ଅପରେସନ…
ଅଧିକ ଖବର ଦେଖନ୍ତୁ...

ମୁଁ ବିରାଟଙ୍କୁ ବହୁତ ଭଲପାଏ, ସେ ବଲିଉଡର ଜ୍ବାଇଁ: ଶାହରୁଖ ଖାନ୍

ମୁମ୍ବାଇ: ମୁଁ ବିରାଟ କୋହଲିଙ୍କୁ ବହୁତ ଭଲପାଏ। ସେ ବଲିଉଡର ଜ୍ବାଇଁ। ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ ଏଭଳି କହିଲେ ବଲିଉଡର କିଙ୍ଗ ଖାନ୍ ଶାହରୁଖ ଖାନ୍। ଅଭିନେତ୍ରୀ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଅନେକ ଫିଲ୍ମରେ କାମ କରିଥିବା ଶାହରୁଖ,…
ଅଧିକ ଖବର ଦେଖନ୍ତୁ...

ଏକା ସାଙ୍ଗରେ ୨ଜଣଙ୍କୁ ଡେଟ୍ କରିଛି, ସବୁର ଅଭିଜ୍ଞତା ଜରୁରୀ: ନାଗା ଚୈତନ୍ୟ

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଲାଇମଲାଇଟକୁ ଆସିଛନ୍ତି। ନାଗା ଚୈତନ୍ୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିବା ବେଳେ ୨୦୨୧ରେ ତାଙ୍କଠାରୁ ଅଲଗା ହୋଇଥିଲେ। ଏମଧ୍ୟରେ ଦୁହେଁ ନିଜ ନିଜ ଜୀବନରେ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ ଟିମରେ ଏହି ଖେଳାଳି ସାମିଲ ହୁଅନ୍ତୁ ବୋଲି ଚାହୁଥିଲେ ଶାହରୁଖ, ହେଲେ…

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ବିଶେଷ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରସିଦ୍ଧି ମିଳିବ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ବୃଷ: ଆପଣଙ୍କର ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବେ। ବ୍ୟବସାୟରେ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପରୁ କେଏଲ ରାହୁଲ ବାଦ୍ ପଡ଼ିବାରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଦେଲା ଏଭଳି ପ୍ରତିକ୍ରିୟା

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ…
ଅଧିକ ଖବର ଦେଖନ୍ତୁ...

ଇନଷ୍ଟାରେ ଏହି ୬ଜଣଙ୍କୁ ଫଲୋ କରନ୍ତି ଶାହରୁଖ ଖାନ୍, ସେମାନେ କିଏ ଜାଣନ୍ତି କି?

ମୁମ୍ବାଇ: ଇନଷ୍ଟାରେ କେବଳ ଏହି ୬ଜଣଙ୍କୁ ଫଲୋ କରନ୍ତି ବଲିଉଡର କିଙ୍ଗ ଶାହରୁଖ ଖାନ୍। ଏକଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଇନଷ୍ଟାରେ ଶାହରୁଖଙ୍କୁ ୪୬.୭ମିଲିୟନ ଲୋକ ଫଲୋ କରୁଥିଲେ ବି ଶାହରୁଖ ମାତ୍ର ୬ଜଣଙ୍କୁ ଫଲୋ କରୁଛନ୍ତି। ସେହି ୬ଜଣଙ୍କ ମଧ୍ୟରେ‌ ୩ଜଣ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ମୃତ୍ୟୁ ପରେ ଶାଶୁଙ୍କ ପ୍ରେମରେ ପଡ଼ିଲା ଜ୍ବାଇଁ, ସମ୍ପର୍କ ସାମ୍ନାକୁ ଆସିବା ପରେ ହେଲା ବିବାହ

ପାଟନା: ସ୍ତ୍ରୀର ମୃତ୍ୟୁ ପରେ ଶାଶୁଙ୍କ ପ୍ରେମରେ ପଡ଼ିଲା ଜ୍ବାଇଁ। ସମ୍ପର୍କ ସାମ୍ନାକୁ ଆସିବା ପରେ ହେଲା ବିବାହ। ବିହାରର ହୀର୍ ମୋତି ଗାଁରେ ଘଟିଛି ଏଭଳି ଘଟଣା। ବିବାହ ପରେ ସିକନ୍ଦର ଯାଦବ(୪୫) ୨ଟି ସନ୍ତାନର ବାପା ହୋଇଥିଲେ। ପତ୍ନୀଙ୍କ ମୃତ୍ୟୁ ପରେ ସେ ଶଶୁର ଦିଲେଶ୍ବର ଦାର୍ଭ ଏବଂ…
ଅଧିକ ଖବର ଦେଖନ୍ତୁ...

ଆଜିକା କଳାକାର ଗଣମାଧ୍ୟମକୁ ଡାକନ୍ତି ଓ ପରେ ଆଶ୍ଚର୍ଯ୍ୟ ହେବାର ନାଟକ କରନ୍ତି: ଶେଖର ସୁମନ

ମୁମ୍ବାଇ: ସଞ୍ଜୟ ଲୀଲା ଭଂସାଲୀଙ୍କ ଆଗାମୀ ସିରିଜ୍ 'ହିରାମଣ୍ଡି' ଏବେ ଚର୍ଚ୍ଚାରେ। ସିରିଜର ଟ୍ରେଲର ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ସିରିଜଟି ଆସନ୍ତାକାଲି ନେଟଫ୍ଲିକ୍ସରେ ରିଲିଜ୍ ହେବ। ଏଥିରେ ବଲିଉଡ ଅଭିନେତା ଶେଖର ସୁମନ 'ଜୁଲଫିକର' ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ସହ ତାଙ୍କ ପୁଅ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ପୂର୍ବରୁ ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୈଫଙ୍କ ପୁଅ, ସେୟାର କଲେ ଏସବୁ ଫଟୋ

ମୁମ୍ବାଇ: ଫିଲ୍ମ ପୂର୍ବରୁ ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୈଫ ଅଲୀ ଖାନଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ୍। ଫଟୋ ସେୟାର କରି ମୁଁ ମୋର ନିଜ ଉତ୍ତରାଧିକାରୀ ତିଆରି କରିବି ବୋଲି ଲେଖିଛନ୍ତି ଇବ୍ରାହିମ୍ । ଗତ କିଛି ଦିନ ହେବ ଇବ୍ରାହିମ୍ ବଲିଉଡରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିଲା।…
ଅଧିକ ଖବର ଦେଖନ୍ତୁ...