ସ୍ବାତୀଙ୍କୁ ମାଡ଼ ମରାଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିଥିଲା ପୁଲିସ ଓ ଫରେନସିକ୍ ଟିମ୍

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ୍‌ଙ୍କୁ ମାଡ଼ ମରାଯିବା ଘଟଣା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ‌ାଟର କଣ୍ଟା ସାଜିଛି। ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ମାସେରୁ ଅଧିକ ଦିନ ଜେଲରେ ରହି ୨୧ଦିନ ପାଇଁ ବାହାରକୁ ଆସିଥିବା…
ଅଧିକ ଖବର ଦେଖନ୍ତୁ...

କାହା ପ୍ରେମରେ ପଡ଼ିଲେ ପ୍ରଭାସ? ଷ୍ଟାଟସ ଦେଖି ପଚାରିଲେଣି ଲୋକେ

ନୂଆଦିଲ୍ଲୀ: ସିନେମା ‘ବାହୁବଳୀ’ ଜରିଆରେ ପ୍ରଭାସ ଏକ ବଡ଼ ସଫଳତା ପାଇଥିଲେ। ଏହା ପରେ ପରେ ରିଲିଜ୍ ହୋଇଥିବା ତାଙ୍କର କିଛି ସିନେମା ଫ୍ଲପ ହେବା ପରେ ଫିଲ୍ମ ସାଲାର ପୁଣି ତାଙ୍କୁ ବକ୍ସ ଅଫିସ କିଙ୍ଗ କରିଥିଲା। ଏବେ ଅଭିନେତା କିଛି ଦିନ ହେବ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କଲକି ୨୮୯୮ଏଡି’କୁ ନେଇ…
ଅଧିକ ଖବର ଦେଖନ୍ତୁ...

ଆପରେ ନେତାଙ୍କୁ ମାଡ଼ ମାରିବା ସାଧାରଣ, କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶରେ ହିଁ ସ୍ବାତୀଙ୍କୁ ମାଡ଼ ମରାଯାଇଛି: ପୂର୍ବତନ ଆପ୍…

ନୂଆଦିଲ୍ଲୀ: ଆପରେ ନେତାଙ୍କୁ ମାଡ଼ ମାରିବା ସାଧାରଣ। କେଜ୍ରିଓ୍ବାଲଙ୍କ ନିର୍ଦ୍ଦେଶରେ ହିଁ ସ୍ବାତୀଙ୍କୁ ମାଡ଼ ମରାଯାଇଛି। ଏଭଳି କହି ଆପକୁ ନୂଆ ସମସ୍ୟା‌ରେ ଫସାଇଲେ ପୂର୍ବତନ ଆପ୍ ନେତ୍ରୀ ଶାଜିଆ ଇଲମି। ସେ ଦାବି କରିଛନ୍ତି "ଆପରେ ଅନେକ ନେତାଙ୍କୁ ଏଭଳି ମାଡ଼ ମରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଣେରେ ଟ୍ରାକ୍ଟର ସହ ଧକ୍କା ଖାଇଲା ବିମାନ, ବସିଥିଲେ ୧୮୦ରୁ ଅଧିକ ଯାତ୍ରୀ

ପୁଣେ: ପୁଣେରେ ଟ୍ରାକ୍ଟର ସହ ଧକ୍କା ଖାଇଲା ବିମାନ। ବସିଥିଲେ ୧୮୦ରୁ ଅଧିକ ଯାତ୍ରୀ। ଦିଲ୍ଲୀକୁ ଉଡ଼ାଣ କରିବାକୁ ଥିବା ଏୟାର ଇଣ୍ଡିଆ ବିମାନ ରନୱେକୁ ଯିବା ପୂର୍ବରୁ ଯାତ୍ରୀଙ୍କ ଜିନିଷ ନେଇ ଯାଉଥିବା ଲଗେଜ୍ ଟ୍ରାକ୍ଟର ସହ ଧକ୍କା ଖାଇଥିଲା। ଏହା ଫଳରେ ବିମାନର ସାମ୍ନା ପାଖ ଓ ଅବତରଣ ଗିୟର ପାଖ…
ଅଧିକ ଖବର ଦେଖନ୍ତୁ...

ଭାରତ ଚନ୍ଦ୍ରରେ ପହଞ୍ଚିଲାଣି, ଆଉ ଆମେ ପଙ୍କରେ ଅଛୁ: ପାକ୍ ନେତା ମୁସ୍ତଫା କମାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପାକିସ୍ତାନୀ ନେତା ସୟଦ ମୁସ୍ତଫା କମାଲଙ୍କ ଏକ ଭିଡିଓ ଭାଇରାଲ ହେଉଛି। ସେ ମୁତାହିଦା କୌମି ମୁଭମେଣ୍ଟ ପାକିସ୍ଥାନ (ଏମକ୍ୟୁଏମ-ପି) ପାର୍ଟିର ନେତା । ବୁଧବାର ସଂସଦରେ କରାଚିବାସୀ ସମ୍ମୁଖୀନ ହେଉଥିବା ସମସ୍ୟା ସାମ୍ନାକୁ ଆଣି ସେ ଭାରତର ଉଦାହରଣ ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ବ୍ୟବହାର ନରମ ରଖନ୍ତୁ ଅନ୍ୟମାନଙ୍କ କଥା ବୁଝିବା ପାଇଁ ମନ ବନାଇ ଚାଳନ୍ତୁ। ବଡ଼ ବ୍ୟକ୍ତି ଆପଣଙ୍କୁ ସଠିକ୍ ପରାମର୍ଶ ଦେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବୃଷ: ବ୍ୟବସାୟରେ ଲାଭ ହୋଇପାରେ। କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ। ପ୍ରେମୀଯୁଗଳ…
ଅଧିକ ଖବର ଦେଖନ୍ତୁ...

ଘର ଆଗରେ ପାର୍କିଂ କରିବାରୁ ଯୁବକଙ୍କ ଉପରେ କାର୍ ଚଢ଼ାଇ ମାରିଦେଲେ ପଡୋଶୀ

ନୂଆଦିଲ୍ଲୀ: ଘର ଆଗରେ ପାର୍କିଂ କରିବାରୁ ଯୁବକଙ୍କ ଉପରେ କାର୍ ଚଢ଼ାଇ ମାରିଦେଲେ ପଡୋଶୀ। ଗୁରୁଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକଙ୍କ ନାମ ଋଷବ ଜାସୁଜା(୨୮) ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଗାଡ଼ି ଚଢ଼ାଇଥିବା ପଡୋଶୀ…
ଅଧିକ ଖବର ଦେଖନ୍ତୁ...

ଆଙ୍ଗୁଠି ସର୍ଜରୀ ପାଇଁ ଯାଇଥିବା ବେଳେ ଭୁଲରେ ଏହି ଅଙ୍ଗର ସର୍ଜରୀ କରିଦେଲେ ଡାକ୍ତର

ଥିରୁବନନ୍ତପୁରମ: ଆଙ୍ଗୁଠି ସର୍ଜରୀ ପାଇଁ ଯାଇଥିବା ବେଳେ ଭୁଲ ଅଙ୍ଗର ସର୍ଜରୀ କରିଦେଲେ ଡାକ୍ତର। କେରଳରେ ଜଣେ ୪ବର୍ଷର ଝିଅ ସହିତ ଘଟିଛି ଏଭଳି ଘଟଣା। କୋଝିକୋଡେ ମେଡିକାଲ କଲେଜ୍ ହସ୍ପିଟାଲରେ ଏଭଳି ଅବହେଳାର ଶିକାର ହେବା ପରେ ପରିବାର ଏବେ ନ୍ୟାୟ ଦାବି କରିଛନ୍ତି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଲାଇଭରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଫଲୋୟର୍ସଙ୍କୁ ଦେଖାଉଥିଲେ, ଦୁର୍ଘଟଣା ହେବାରୁ ଚାଲିଗଲା ଜୀବନ

ଅହମଦାବାଦ: ଲାଇଭରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଫଲୋୟର୍ସଙ୍କୁ ଦେଖାଉଥିଲେ ଯୁବକ। ଦୁର୍ଘଟଣା ହେବାରୁ ଚାଲିଗଲା ଜୀବନ। ଗତ କିଛି ବର୍ଷ ହେଲା ସୋସିଆଲ ମିଡିଆର କ୍ରେଜ୍ ଯୁବପିଢ଼ିଙ୍କ ମଧ୍ୟରେ ଦେଖିବାକୁ ମିଳିଛି। ନିଜ ଜୀବନ ବିଷୟରେ ସାରା ବିଶ୍ବକୁ ଦେଖାଇବା ପାଇଁ ଲୋକେ ନିଜ ଜୀବନକୁ ବିପଦରେ…
ଅଧିକ ଖବର ଦେଖନ୍ତୁ...

ସନ୍ନ୍ୟାସ ନେବା ପରେ ମୋତେ ଆଉ ପାଇବ ନାହିଁ: ବିରାଟ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି କ୍ରିକେଟରୁ ଅବସର ନେବା ଯୋଜନା ସମ୍ପର୍କରେ ଏକ ବଡ଼ ଖୁଲାସା କରିଛନ୍ତି। କ୍ରିକେଟରୁ ସନ୍ନ୍ୟାସ ନେବା ପରେ କୋହଲି କେଉଁ କାମ କରିବେ ତାହା ଜଣାଇଛନ୍ତି। ତାଙ୍କ ଯୋଜନା ମୁତାବକ, କ୍ରିକେଟରୁ ଅବସର ନେବା ପରେ ସେ ପ୍ରଥମେ ଏକ…
ଅଧିକ ଖବର ଦେଖନ୍ତୁ...