କଷ୍ଟ ହେଉଛି, ତଥାପି ରାଲି କରୁଛି; ଏଭଳି କହି ଅଣ୍ଟାରେ ବାନ୍ଧିଥିବା ବେଲ୍ଟ ଦେଖାଇଲେ ତେଜସ୍ବୀ

ପାଟନା: ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଏବେ ସମସ୍ତ ଦଳର ଷ୍ଟାର ପ୍ରଚାରକମାନେ ବିଶାଳ ସମାବେଶ କରୁଛନ୍ତି। ଆଜିକାଲି ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତେଜସ୍ୱୀ ଯାଦବ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ରାଲିରେ କୂର୍ତ୍ତା ଉଠାଇ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପ୍ରଚାର ପାଇଁ ଜାମିନ ଦେଲେ ନେତାଙ୍କୁ ଗିରଫ କରିବା କଷ୍ଟ ହେବ; ସୁପ୍ରିମକୋର୍ଟରେ କହିଲା ଇଡି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରି ଇଡି ଆଜି ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଉପସ୍ଥାପନ କରିଛି। ଏଥିରେ, ଇଡି କେଜ୍ରିୱାଲଙ୍କ ଜାମିନକୁ ବିରୋଧ କରି ନିଜର ଦୃଢ଼ ଯୁକ୍ତି ରଖିଛି| ନିର୍ବାଚନ ପ୍ରଚାର ଏକ ମୌଳିକ ଅଧିକାର ନୁହେଁ ବୋଲି ଇଡି…
ଅଧିକ ଖବର ଦେଖନ୍ତୁ...

ଆମାଜନରୁ ଲକ୍ଷେ ଟଙ୍କା ଦେଇ ଅର୍ଡର କରିଥିଲେ ଲାପଟପ, ଭିତରେ ସମାନ ଜିନିଷ ଥିଲା ହେଲେ…

ନୂଆଦିଲ୍ଲୀ: ଅନଲାଇନ୍ ସପିଂ ଆପ୍ସର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଉଛି। କିନ୍ତୁ ଅନଲାଇନ୍ ଆପଗୁଡ଼ିକର ବିଶ୍ୱସନୀୟତା ଧୀରେ ଧୀରେ ହ୍ରାସ ପାଉଛି । ଏହାର କାରଣ ଉପଭୋକ୍ତାମାନଙ୍କୁ ସଠିକ୍ ଉତ୍ପାଦ ପ୍ରଦାନ ନକରିବା ଏବଂ ସେମାନଙ୍କୁ ପ୍ରତାରଣା କରିବା। ଅନେକ ସମୟରେ ସୋସିଆଲ ମିଡିଆରେ ଖବର…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ବ୍ୟତୀତ ଲରେନ୍ସର ଟାର୍ଗେଟରେ ଅଛନ୍ତି ଅନ୍ୟ ୨ ବଲିଉଡ କଳାକାର !

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳିଚାଳନା ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ପଞ୍ଚମ ଅଭିଯୁକ୍ତକୁ କିଛି ଦିନ ତଳେ ଗିରଫ କରିଛି। ମହମ୍ମଦ ଚୌଧୁରୀ ନାମକ ଏହି ଅଭିଯୁକ୍ତକୁ ଗିରଫ କରାଯିବା ପରେ ପଚରାଉଚରା କରି ଅନେକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ଅନନ୍ୟାଙ୍କୁ ଛାଡ଼ି ଏବେ ସାରାଙ୍କୁ ଡେଟ୍ କରୁଛନ୍ତି ଆଦିତ୍ୟ !

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହୋଇଆସୁଛି। କିଛି ମାସ ହେବ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। କିଛି ଦିନ ତଳେ ଅନନ୍ୟା କରିଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘ ଦିନର ଅଟକିଥିବା କାମ ସଂପୂର୍ଣ୍ଣ ହେବ। ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ। ଜୀବନସାଥୀ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ‌ ବୃଷ: କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। କାରବାର ସହିତ ନିଜ ଖର୍ଚ୍ଚ ଉପରେ ଭାରସାମ୍ୟ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସିକୁ ଜେଠାଲାଲଙ୍କ ପୋଷାକ ସହ ତୁଳନା କଲେ ଲୋକେ

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ‌ନୂଆ ଜର୍ସି ଉନ୍ମୋଚିତ ହୋଇସାରିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

୨୦୦୯ର ପରାଜୟ ଭୁଲିଗଲେଣି କି? ଶେଖର ବିଜେପିରେ ଯୋଗ ଦେବାରୁ ଏଭଳି କହି‌ଲେ ଶତ୍ରୁଘ୍ନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଚାଲିଥିବା ବେଳେ ‘ହିରାମଣ୍ଡି’ ଅଭିନେତା ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି। ୨୦୦୯ମସିହାରେ ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ବିପକ୍ଷରେ ପାଟନା ସାହିବରୁ ​​ଶେଖର ସୁମନ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ଶେଖରଙ୍କୁ ପରାଜୟର…
ଅଧିକ ଖବର ଦେଖନ୍ତୁ...

ଅନେକ କୋଟିପତି ବ୍ୟବସାୟୀଙ୍କଠାରୁ ଧନୀ ରାଣୀ, ସମ୍ପତ୍ତି କରିବ ଆଶ୍ଚର୍ଯ୍ୟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଣୀ ମୂଖାର୍ଜୀ ଏବେ ପୁଣି ଥରେ ନିଜର କାର୍ଯ୍ୟଦକ୍ଷତାକୁ ପ୍ରମାଣ କରି ଦେଖାଇଛନ୍ତି। ଗୋଟେ ସମୟରେ ବଲିଉଡର ଆଗ ଧାଡ଼ିର ନାୟିକା ପାଲଟିଥିଲା ରାଣୀ। ହେଲେ ବିବାହ ହେବା ସହ ମା’ ବନିବା ପରେ ରାଣୀ ଫିଲ୍ମଠାରୁ ଦୂରେଇ ଯାଇଥିଲେ। କିନ୍ତୁ ଏବେ ତାଙ୍କର କମବ୍ୟାକ୍…
ଅଧିକ ଖବର ଦେଖନ୍ତୁ...

ହଠାତ୍ ଟ୍ରକ୍ ୟୁ-ଟର୍ଣ୍ଣ ନେବାରୁ ପିଟି ହେଲା କାର୍, ଚାଲିଗଲା ପରିବାରର ୬ଜଣକ ଜୀବନ

ନୂଆଦିଲ୍ଲୀ: ହଠାତ୍ ଟ୍ରକ୍ ୟୁ-ଟର୍ଣ୍ଣ ନେବାରୁ ପିଟି ହେଲା କାର୍। ଚାଲିଗଲା ପରିବାରର ୬ଜଣକ ଜୀବନ। ରାଜସ୍ଥାନର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା। ପରିବାରର ୬ଜଣ ସଦସ୍ୟ ଏକ କାର୍ ଯୋଗେ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକ୍ ହଠାତ୍ ୟୁ-ଟର୍ଣ୍ଣ ନେଇଥିଲା। ଏହା ଫଳରେ…
ଅଧିକ ଖବର ଦେଖନ୍ତୁ...