ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘ ଦିନର ଅଟକିଥିବା କାମ ସଂପୂର୍ଣ୍ଣ ହେବ। ସମାଜରେ ଆପଣଙ୍କ କାମକୁ ନେଇ ସମ୍ମାନିତ ହେବେ। ଜୀବନସାଥୀ ଲାଗି ରହିଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ‌

ବୃଷ: କୌଣସି କାମ କରିବା ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନିଅନ୍ତୁ। କାରବାର ସହିତ ନିଜ ଖର୍ଚ୍ଚ ଉପରେ ଭାରସାମ୍ୟ ବନାନ୍ତୁ। ସାଙ୍ଗ ସାଥୀ ସହିତ ଦିନଟି ଭଲରେ କଟିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ‌

ମିଥୁନ: ପରିବାରରେ ଆପଣଙ୍କ ଗୁଣର ପ୍ରଶଂସା ହୋଇପାରେ। ଜୀବନସାଥୀ ସହିତ ରାତ୍ରିଭୋଜନ ପାଇଁ ଯୋଜନା କରିବେ। ପ୍ରତିଯୋଗୀ ଛାତ୍ରଙ୍କ ଅଧିକ ପରିଶ୍ରମ କରିବାକୁ ହେବ। ‌

କର୍କଟ: ନୂଆ ଲୋକମାନଙ୍କ ସହିତ ସଂଯମରେ ରହନ୍ତୁ। ନୂଆ କାମରେ ବଡ଼ଙ୍କର ପରାମର୍ଶ ନେବା ଭଲ ହେବ। ଧାର ନେବା ଦେବାରେ ନିବୃତ୍ତ ରହନ୍ତୁ। ଡାକ୍ତରଙ୍କ ଲାଗି ଦିନଟି ଭଲ ରହିବ। ‌

ସିଂହ: କୌଣସି ବିଶେଷ କାମ ସଂପୂର୍ଣ୍ଣ କରିବେ। ନିଜ ପସନ୍ଦର ପୁସ୍ତକ ପଢ଼ିବେ। ବ୍ୟବସାୟରେ ଲାଭ ହେବାର ଯୋଗ ଅଛି। ସମ୍ବନ୍ଧରେ ଲାଗି ରହିଥିବା ଭୁଲ୍ ଧାରଣା ଦୂର ହେ‌ବ। ‌

କନ୍ୟା: ପରିବାରର ଇଚ୍ଛା ପୂରା କରିବା ପାଇଁ ଚେଷ୍ଟା କରିବେ। ନୂଆ ଲୋକଙ୍କ ସହିତ ଭାଗୀଦାରି କରିବାର ମଉକା ପାଇବେ। ସକାରାତ୍ମକ ଚିନ୍ତା ଆପଣଙ୍କ ଲାଗି ଲାଭଦାୟକ ସାବ୍ୟସ୍ତ ହେବ। ‌

ତୁଳା: ଆପଣଙ୍କ ଜୀବନକୁ ସୁନ୍ଦର କରି ଗଢ଼ିବା ପାଇଁ ଚେଷ୍ଟା କରିବେ। ଘରକୁ କିଛି ବନ୍ଧୁ ଆସିପାରନ୍ତି। ଅଫିସ୍‌ରେ କାମ ଅଧିକତା ରହିବ। ବିଦ୍ୟାର୍ଥୀଙ୍କୁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।

ବିଛା: କୌଣସି ଭଲ ଖବର ପାଇବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ବାପା ମାଆଙ୍କ ସହିତ କୌଣସି ସମାରୋହକୁ ଯାଇପାରନ୍ତି। ଅଫିସ୍‌ରେ ମହିଳାମାନଙ୍କୁ ପ୍ରୋତ୍ସାହନ ମିଳିବ।

ଧନୁ: ଦିନଟି ଆପଣଙ୍କ ଜୀବନରେ ନୂଆ ଖୁସି ନେଇ ଆସିଛି। ଲକ୍ଷ୍ୟକୁ ଶୀଘ୍ର ପୂରା କରିବା ପାଇଁ ଚିନ୍ତା କରିବେ। ସମାଜରେ ମାନସମ୍ମାନ ବଢ଼ିବ। ଯୋଗ କେନ୍ଦ୍ର ଖୋଲିବା ଲାଗି ଦିନଟି ଭଲ।

ମକର: କାମକୁ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ହୋଟେଲ ଓ ରେସ୍ତାରାଁ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ଶତ୍ରୁ ଦୂରତ୍ବ ବନାଇ ରହିବେ।

କୁମ୍ଭ: କିଛି ଦିନରୁ ଅଟକିଥିବା କାମ ପୂରା ହୋଇଯିବ। ଟ୍ରାଭେଲ୍‌ ବ୍ୟବସାୟୀଙ୍କର ବୃଦ୍ଧି ହେବ। ନବ ବିବାହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ପରିବାର ସହିତ ବଢ଼ିଆ କ୍ଷଣର ଆନନ୍ଦ ଉପଭୋଗ କରିବେ। ବନ୍ଧୁ ସହିତ ମିଶିବା ପାଇଁ ତାଙ୍କ ଘରକୁ ଯାଇପାରନ୍ତି। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର