ଫିଲଡ ଅମ୍ପାୟାରଙ୍କ ସହ ଝଗଡା କରି ଫସିଲେ ବିରାଟ, ମିଳିଲା ଏହି ବଡ ଦଣ୍ଡ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୩୬ତମ ମ୍ୟାଚ୍‌ ରୋମାଞ୍ଚକର ହୋଇଥିଲା । ଏହି ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ କୋଲକାତା ୧ ରନ୍‌ରେ ପରାସ୍ତ କରିଥିଲା । ଏହି ପରାଜୟ ସହ ବେଙ୍ଗାଲୁରୁ ଟିମ୍‌ କ୍ରମାଗତ ୬ଷ୍ଠ ଥର ପାଇଁ ପରାଜିତ…
ଅଧିକ ଖବର ଦେଖନ୍ତୁ...

କେକରେ ସାକାରିନ ମାତ୍ରା ଅଧିକ ଥିବାରୁ ଚାଲିଯାଇଥିଲା ମାନବୀଙ୍କ ଜୀବନ

ପଟିଆଲା: ପଞ୍ଜାବର ପଟିଆଲାରେ କେକ୍ ଖାଇବା ପରେ ୧୦ବର୍ଷୀୟ ବାଳିକାଙ୍କ ମୃତ୍ୟୁ ହୋଇଥିଲା | ଏହି ଘଟଣା ପରେ ନ୍ୟୁ ଇଣ୍ଡିଆ ବେକେରୀ ମାଲିକଙ୍କ ସମେତ ଚାରିଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା | ଏହି ମାସ ଆରମ୍ଭରୁ ଏଭଳି ଘଟଣା ଘଟିଥିବା ବେଳେ ଏବେ ଏହା ପଛର କାରଣ ସାମ୍ନାକୁ ଆସିଛି |…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କୁ ପୁଣି ଝଟକା ଦେଲେ କୋର୍ଟ, ଖାରଜ କଲେ ଭିଡିଓ କନଫରେନସିଙ୍ଗ ଜରିଆରେ ଚିକିତ୍ସା ପାଇଁ କରିଥିବା ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତି ଦୁର୍ନୀତି ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୋମବାର କୋର୍ଟ ପକ୍ଷରୁ ଏକ ବଡ଼ ଝଟକା ଲାଗିଛି। କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରୀ ପରାମର୍ଶ ପାଇଁ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଏକ ଆବେଦନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ଅଭିନେତ୍ରୀଙ୍କ ପ୍ରେମରେ ବାଦଶାହ ! ଭିଡିଓ ଭାରରାଲ ହେବା ପରେ ଆରମ୍ଭ ହେଲା ଚର୍ଚ୍ଚା

ମୁମ୍ବାଇ: କଣ୍ଠଶିଳ୍ପୀ ଏବଂ ରାପର୍ ବାଦଶାହ ତାଙ୍କ ଗୀତ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ପ୍ରତିଟି ଗୀତ ଭାଇରାଲ ହେଉଥିବା ବେଳେ ୟୁଟ୍ୟୁବରେ ଟ୍ରେଣ୍ଡ କରିଥାଏ। ସବୁବେଳେ ନିଜ ଗୀତକୁ ନେଇ ଚର୍ଚ୍ଚାରେ ରହୁଥିବା ବାଦଶାହ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ…
ଅଧିକ ଖବର ଦେଖନ୍ତୁ...

ମୋତେ ଇନ୍ସୁଲିନ ଦିଆଯାଉନାହିଁ; ଜେଲ ଅଧୀକ୍ଷକଙ୍କ ଆଗରେ ଏଭଳି ଅଭିଯୋଗ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଜାମିନ ଆବେଦନ ଖାରଜ ହେବା ପରେ ଜେଲ ପ୍ରଶାସନ ଉପରେ ଅନେକ ଆରୋପ ଲଗାଇଛନ୍ତି କେଜ୍ରିୱାଲ୍‌ | ସୂଚନା…
ଅଧିକ ଖବର ଦେଖନ୍ତୁ...

ଡିପଫେକ ଭିଡିଓ ଭାଇରାଲ ହେବା ପରେ ଏତଲା ରୁଜୁ କଲେ ରଣବୀର

ନୂଆଦିଲ୍ଲୀ: ଡିପଫେକ ଭିଡିଓ ଭାଇରାଲ ହେବା ପରେ ଏତଲା ରୁଜୁ କଲେ ବଲିଉଡ ଅଭିନେତା ରଣବୀର ସିଂ | ରଣବୀର ସିଂଙ୍କ ମୁଖପାତ୍ର ଏହି ଖବରକୁ ନିଶ୍ଚିତ କରିଛନ୍ତି | ଯେଉଁ ଆକାଉଣ୍ଟରୁ ଭିଡିଓଟି ସେୟାର କରାଯାଇଥିଲା ସେହି ଆକାଉଣ୍ଟ ବିରୋଧରେ ରଣବୀର ଏତଲା ରୁଜୁ କରିଥିବା ସାମ୍ନାକୁ ଆସିଛି |…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନଶୈଳୀ ପରିବର୍ତ୍ତନ କରିବେ। ନବବିବାହିତ ଦମ୍ପତ୍ତି ବାହାରକୁ ବୁଲିଯିବାର ଯୋଜନା କରିବେ। କିଛି ବିଶେଷ କାମକୁ ଭଲ ଭାବେ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ। ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ। ବୃଷ: ପରିବାରରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ। କୌଣସି ବ୍ୟବସାୟିକ…
ଅଧିକ ଖବର ଦେଖନ୍ତୁ...

ଘର ଉପରେ ଆକ୍ରମଣ ପରେ ଆମେ ଚିନ୍ତାରେ ଅଛୁ: ଅରବାଜ ଖାନ୍

ମୁମ୍ବାଇ: ରବିବାର ଭୋର ୪ଟା ୫୧ ମିନିଟରେ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟ୍‌ର ବାହାରେ ଗୁଳିମାଡ଼ ହୋଇଥିଲା। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍‌ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ସାମାଜିକ ଗଣମାଧ୍ୟମରେ ଧମକ ଦେଇଥିଲା। ଆକ୍ରମଣ ହେବା…
ଅଧିକ ଖବର ଦେଖନ୍ତୁ...

ଆମେ ଲରେନ୍ସକୁ ଶେଷ କରିଦେବୁ; ସଲମାନଙ୍କୁ ଭେଟିବା ପରେ ଏଭଳି କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

ମୁମ୍ବାଇ: ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଗୁଳିମାଡ଼ କରିଥିଲେ। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍‌ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ସାମାଜିକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାରର ଗତି ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷକଙ୍କର ଦରମା ବୃଦ୍ଧି ହେବ। ରାଜନୀତିକ ଲୋକ କୌଣସି ସମାରୋହରେ ନିଜର କଥା ରଖିବେ। ଅଚାନକ ଧନଲାଭର ସମ୍ଭାବନା। ବୃଷ: କାରବାର ଆଗକୁ ବଢ଼ାଇବା ପାଇଁ ବିଚାର ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...