ଆଇ ଲଭ୍‌ ୟୁ: ସ୍ବାମୀ ଆଲେକ୍ସି ନାଭାଲ୍‌ନିଙ୍କ ମୃତ୍ୟୁ ପରେ ପ୍ରଥମ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ପୋଷ୍ଟ୍‌ କରି ଲେଖିଲେ…

ମସ୍କୋ:ଏକାଠି ଉଠାଇଥିବା ଗୋଟାଏ ଫଟୋ ରବିବାର ଦିନ ସାମାଜିକ ଗଣମାଧ୍ୟମରେ ପ‌ୋଷ୍ଟ୍‌ କରି ଆଲେକ୍ସି ନାଭାଲ୍‌ନିଙ୍କ ସ୍ତ୍ରୀ ୟୁଲିଆ ଲେଖିଛନ୍ତି: ଆଇ ଲଭ୍‌ ୟୁ। ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରାଯାଇଥିବା ଉକ୍ତ ଫଟୋରେ ଦୁହେଁ ପିଲାମାନେ ପରିବେଶଣ କରୁଥିବା କୌଣସି ଏକ କର୍ଯ୍ୟକ୍ରମ…

ବସ୍‌ ଷ୍ଟପ୍‌ରେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ୧୦ଥର କାଟି ହତ୍ୟା କଲା ୧୮ ବର୍ଷିୟ କଲେଜ ଛାତ୍ର

ଚେନ୍ନାଇ: ଶନିବାର ଦିନ ତାମିଲନାଡୁର କୋଇମ୍ବାଟୁର୍‌ର ଗୋଟାଏ ବସ୍‌ ଷ୍ଟପ୍‌ରେ ଜଣେ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ ଜଣେ ୧୮ ବର୍ଷିୟ କଲେଜ ଛାତ୍ର ୧୦ ଥର କାଟି ହତ୍ୟା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ନିହତ ଛାତ୍ରଙ୍କର ନାଁ ପ୍ରଣବ। ପ୍ରତ୍ୟକ୍ଷଦର୍ଶୀ ଓ ପୁଲିସ…

ଆୟୋଜକମାନେ ବୁଢ଼ା ହୋଇଯାଉଥିବାରୁ ଚଳାଇ ହେଉନି ଜାପାନର ‘ନଗ୍ନ ମାନବ ଉତ୍ସବ’

ନୂଆଦିଲ୍ଲୀ: ଜାପାନର ହଜାର ବର୍ଷର ପୁରାତନ ପ୍ରଥା ‘ନଗ୍ନ ମାନବ ଉତ୍ସବ’ର ଆୟୋଜକମାନେ ବୁଢ଼ା ହୋଇଯାଉଥିବାରୁ ଏହାକୁ ଚଳାଇବା କଷ୍ଟକର ହୋଇପଡୁଥିବା କଥା କେତେକ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସମ୍ପ୍ରତି ଏହି ଉତ୍ସବର ପରିସମାପ୍ତି ବେଳେ କାଠ ତାବିଜ ଭର୍ତ୍ତି ହୋଇଥିବା…

ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍‌ ହେବାରୁ ସାମୂହିକ ବଦଳି ହେ‌ଲେ ୪୦ଜଣ ଟ୍ରାଫିକ୍‌ ପୁଲିସ

ଥାନେ: ଥାନେର ମୁମ୍ବ୍ରା ଅଞ୍ଚଳରେ ମୋଟର୍‌ ଚାଳକମାନଙ୍କଠାରୁ ଟ୍ରାଫିକ୍‌ ପୁଲିସମାନେ ଲାଞ୍ଚ ଗ୍ରହଣ କରୁଥିବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରୁ ସମୁଦାୟ ୪୦ଜଣ ଟ୍ରାଫିକ୍‌ ପୁଲିସଙ୍କୁ ବଦଳି କରାଯାଇଥିବା କଥା ରବିବାର ଦିନ ଜାରି ହୋଇଥିବା ସରକାରୀ ବିବୃତିରୁ ଜଣାପଡ଼ିଛି।…

ଇଂଲଣ୍ଡ ସହିତ ଚାଲିଥିବା ୩ୟ ଟେଷ୍ଟ୍‌ ମ୍ୟାଚ୍‌ର ୪ର୍ଥ ଦିନରେ ଟିମ୍‌ ଇଣ୍ଡିଆରେ ଯୋଗ ଦେଲେ ରବିଚନ୍ଦ୍ରନ ଅଶ୍ବିନ:…

ରାଜକୋଟ: ରାଜକୋଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‌ କ୍ରିକେଟ୍‌ ମ୍ୟାଚ୍‌ର ଆଜି ୪ର୍ଥ ଦିନରେ ସ୍ପିନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ବିନ ଯୋଗ ଦେଇଥିବା କଥା ‘ବିସିସିଆଇ’ ସୁନିଶ୍ଚିତ କରିଛି। ସୂଚନାଯୋଗ୍ୟ, ମାଆ ଅସୁସ୍ଥ ହୋଇ ପଡ଼ିବାରୁ ଶୁକ୍ରବାର ରାତିରେ ରାଜକୋଟରେ…

ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷରେ ଏସ୍‌. ଜୟଶଙ୍କରଙ୍କ ଉତ୍ତର ଶୁଣି ହସି ଦେଲେ ବ୍ଲିଙ୍କେନ୍‌

ନୂଆଦିଲ୍ଲୀ: ପାଶ୍ଚାତ୍ୟ ଦେଶ ସବୁ କଟକଣା ଜାରି କରିବା ସତ୍ତ୍ବେ ଭାରତ ରୁଷୀୟ ତୈଳ ଖରିଦ କରିବା ସପକ୍ଷରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଦୃଢ଼ ଯୁକ୍ତି ଦର୍ଶାଇ ଯେଉଁ ଉତ୍ତର ଦେଲେ ତାହା ଶୁଣି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ହସି ପକାଥିବା କଥା ‘ଇଣ୍ଡିଆ…

ଉତ୍ତର ପ୍ରଦେଶ ପୁଲିସ ପରୀକ୍ଷା ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନ୍‌ଙ୍କ ଫଟୋ ଓ ନାଁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ କନେଷ୍ଟବଳ ଚାକିରି ନିମନ୍ତେ ଉଦ୍ଦିଷ୍ଟ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଆଡ୍‌ମିଟ୍‌ କାର୍ଡଗୁଡ଼ିକ ମଧ୍ୟରୁ ଗୋଟିକରେ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କ ଫଟୋ ଓ ନାଁ ରହିଛି ଏବଂ ତାହା ଶନିବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା କଥା…

୭୭ ବର୍ଷ ବୟସରେ ସମାଧି ନେଲେ ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ

ଭୋପାଳ: ଜୈନ ସମ୍ପ୍ରଦାୟର ଏବକାର ‘ମହାବୀର’ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ଶନିବାର ବିଳମ୍ବିତ ରାତ୍ରୀରେ ଛତିଶଗଡ଼ର ଡୋଙ୍ଗରାଗଡ଼ରେ ଦେହତ୍ୟାଗ କରିଛନ୍ତି। ସଂଗୃହୀତ ସୂଚନା ଅନୁସାରେ, ବିଦ୍ୟାସାଗର ମହାରାଜ ଅନ୍ନଜଳ ତ୍ୟାଗ କରିବା ସହିତ ମଉନବ୍ରତ ଅବଲମ୍ବନ କରି ସମାଧିରେ ବସିବାର ୩ ଦିନ…

ଚନ୍ଦ୍ରକୁ ଯିବା ବାଟରେ ‘ଆଇଏମ୍‌-୧’ ଲ୍ୟାଣ୍ଡର୍‌ ପଠାଇଲା ଫଟୋ: ରତ୍ନପଥର ପରି ଝଟକୁଛି ପୃଥିବୀ

ନୂଆଦିଲ୍ଲୀ: ଫେବ୍ରୁଆରି ୧୫ ତାରିଖରେ ଉତ୍‌କ୍ଷେପଣ କରାଯାଇଥିବା ଆମେରିକାର ଘରୋଇ ମୁନ୍‌ ଲ୍ୟାଣ୍ଡର୍‌ ‘ଦି ଇନ୍‌ଟୁଇସିଭ୍‌ ମେସିନ୍‌’ ନାମକ ମହାକାଶଯାନ ସଫଳତାର ସହିତ ପୃଥିବୀକୁ ତା’ର ପ୍ରଥମ ‘ଆଇଏମ୍‌-୧ ମିସନ୍‌’ ଫଟୋ ପ୍ରେରଣ କରିଛି। ମହାକାଶରୁ ଉତ୍ତୋଳିତ ଏହି ଚମତ୍କାର…

ବେଙ୍ଗଲ୍‌ ସଫାରିରେ ଏକତ୍ର ରହୁଛନ୍ତି ସିଂହୀ ‘ସୀତା’ ଓ ସିଂହ ‘ଆକବର’; ଅଦାଲତଙ୍କ ଦ୍ବାରସ୍ଥ ହେଲା ହିନ୍ଦୁ ସଂଗଠନ

କୋଲ୍‌କାତା: ସିଲିଗୁଡ଼ିର ସଫାରି ପାର୍କରେ ‘ସୀତା’ ନାମ୍ନୀ ଗୋଟାଏ ସିଂହୀ ଖୁଆଡ଼ରେ ‘ଆକବର’ ନାମରେ ଏକ ସିଂହକୁ ରଖିଥିବା କାରଣରୁ ବିଶ୍ବ ହିନ୍ଦୁ ପରିଷଦ୍‌ର ପଶ୍ଚିମବଙ୍ଗ ଶାଖା ବନ ବିଭାଗ ବିରୋଧରେ କାଲ୍‌କାଟା ହାଇକୋର୍ଟର ଜଳପାଇଗୁଡ଼ି ସର୍କିଟ ବେଞ୍ଚ୍‌ରେ ପିଟିସନ୍‌ ଫାଇଲ୍‌ କରିଥିବା କଥା…