Daily Archives

November 6, 2017

ଇନ୍‌ଷ୍ଟଲ୍‌ କରନ୍ତୁ ‘ବାଲିଯାତ୍ରା ଆପ୍‌’: ଆପ୍‌ ଜରିଆରେ ନିଅନ୍ତୁ ବାଲିଯାତ୍ରାର ମଜା!

କଟକ: ପୌରାଣିକ ବାଲିଯାତ୍ରା ଇତିହାସରେ ପ୍ରଥମଥର ପାଇଁ ଲୋକମାନଙ୍କ ସୁବିଧାଲାଗି ଏକ ଆଣ୍ଡ୍ରଏଡ ଆପ୍‌ ଉଦଘାଟିତ ହୋଇଛି। ଯାହାଦ୍ୱାରା ଆପଣଙ୍କ ବାଲିଯାତ୍ରା ଭ୍ରମଣ ହେବ ଅତ୍ୟନ୍ତ ସରସ ଓ ମନୋରମ। ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ସେଠାରେ ବାଲିଯାତ୍ରା ଟାଇପ କରି ସର୍ଚ୍ଚ କରି ଏହି ଆପ୍‌ ଆପଣ ଡାଉନଲୋଡ…
ଅଧିକ ଖବର ଦେଖନ୍ତୁ...

କେବିସିରେ କାନ୍ଦିଲେ ଯୁବରାଜ!

ସୋନି ଟିଭିରେ ପ୍ରସାରିତ ‘କୌନ ବନେଗା କୋରଡପତି’ ଘରେ ଘରେ ପରିଚିତ। ପ୍ରତି ଏପିସୋଡକୁ ଦେଖିବା ପାଇଁ ଲୋକଙ୍କ ଭିତରେ ଥାଏ ପ୍ରବଳ ଉତ୍ସାହ। ତେବେ ଏହା ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଦୁଇ ମାସ ପ୍ରସାରିତ ହେବା ପରେ ‘କୌନ ବନେଗା କୋରଡପତି’ ନଭେମ୍ବର ୭ରେ ସମାପ୍ତ ହେବାକୁ ଯାଉଛି। ତେବେ…
ଅଧିକ ଖବର ଦେଖନ୍ତୁ...

୩୦୦ଗ୍ରାମ ଗଞ୍ଜେଇ ସହିତ ଜଣେ ଗିରଫ

କନ୍ଧମାଳ: କାମାତେଣା ବାଘା ନଦୀ ପୋଲ ନିକଟରୁ ଗୋଚ୍ଛାପଦା ପୁଲିସ ସୋମବାର ୩୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକଙ୍କ ନାମ ଭୁଲେଶ୍ୱର ମଲ୍ଲିକ। ଭୁଲେଶ୍ୱର ସୋମବାର ଗଞ୍ଜେଇ ଚାଲାଣ କରିବା ପାଇଁ ଆସୁଥିବା ସମୟରେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ଗିରଫ…
ଅଧିକ ଖବର ଦେଖନ୍ତୁ...

ଏଚଡି ସିଷ୍ଟମ, ଓ୍ଵାଇଫାଇ ସୁବିଧା ଓ ସ୍ୱୟଂ ଚାଳିତ ଡୋର ସହିତ ଦିଲ୍ଲୀ-କାଠଗୋଦାମ ଟ୍ରେନ୍‌ର ହେଲା ଶୁଭାରମ୍ଭ

ନୂଆଦିଲ୍ଲୀ: ରେଳ ମନ୍ତ୍ରାଳୟ ବହୁପ୍ରତିକ୍ଷୀତ ‘ସ୍ୱର୍ଣ୍ଣ ଯୋଜନା’ର ଶୁଭାରମ୍ଭ ସୋମବାର କରିଛି। ଏହି ଯୋଜନା ଜରିଆରେ ପ୍ରଥମ ଟ୍ରେନ୍‌ ନୂଆଦିଲ୍ଲୀରୁ କାଠଗୋଦାମ ମଧ୍ୟରେ ଯାତ୍ରା କରୁଥିବା ନୂଆଦିଲ୍ଲୀ-କାଠଗୋଦାମ ଶତାବ୍ଦୀ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି। ସ୍ୱର୍ଣ୍ଣ ଯୋଜନାରେ ଟ୍ରେନ୍‌ରେ…
ଅଧିକ ଖବର ଦେଖନ୍ତୁ...

କୃଷି କ୍ୟାବିନେଟ ବୈଠକ : ଚକଡା ପୋକ ଆକ୍ରାନ୍ତ ଚାଷୀଙ୍କ ଲାଗି ସହାୟତା ଘୋଷଣା କଲେ ସରକାର

ଭୁବନେଶ୍ୱର: ରାଜ୍ୟ ସଚିବାଳୟଠାରେ ସୋମବାର ସଂଧ୍ୟାରେ କୃଷି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚକଡା ପୋକ ଆକ୍ରାନ୍ତ ଚାଷୀମାନଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମରୁଡ଼ି…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ କିଏ ଚେକ୍‌ କରିଛନ୍ତି? ଏହି ଟ୍ରିକ୍‌ ଦ୍ୱାରା ଜାଣନ୍ତୁ ଏଭଳି ଫେସବୁକ୍‌…

ଆପଣଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲ୍‌ କିଏ ଭିଜିଟ୍‌ କରୁଛନ୍ତି। କିଏ ଆପଣଙ୍କ ବିଷୟରେ ଜାଣିବାକୁ ଅଧିକ ଇଚ୍ଛୁକ, ବର୍ତ୍ତମାନ ଏହା ଜାଣିବା କଷ୍ଟକର ନୁହେଁ, ଏକ ଛୋଟ ଟ୍ରିକ୍‌ ଦ୍ୱାରା ଜାଣିହେବ ଭିଜିଟସ୍‌ର୍ ମାନଙ୍କୁ, ଏହି ଷ୍ଟେପ୍‌ ଫଲୋ କରନ୍ତୁ....। କିନ୍ତୁ କେତେଥର ଆପଣଙ୍କ ପ୍ରୋଫାଇଲ୍‌…
ଅଧିକ ଖବର ଦେଖନ୍ତୁ...

୯ରୁ ଏଲ୍‌ଆଇସି ସର୍ବଭାରତୀୟ କ୍ରୀଡ଼ା ପ୍ରତିଯୋଗିତା, ଭାଗ ନେବେ ୪୨୪ ଖେଳାଳି

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଓ ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଆଗାମୀ ନଭେମ୍ବର ୯ରୁ ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଥିବା ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ନିଗମର ୮ଟି ଜୋନ୍‌ ଓ ୧୧୩ଟି ଡିଭିଜନ୍‌ରୁ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ ଖାଇ ବିରାଟ କୋହଲି ନିଜକୁ ରଖିଛନ୍ତି ଫିଟ୍‌, ଜାଣନ୍ତୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ କ’ଣ କ’ଣ ଓ…

ବର୍ତ୍ତମାନ ବିରାଟଙ୍କୁ ୩୦ ବର୍ଷ ପୂରିଛି। ସେ ଦୁନିଆର ସମସ୍ତ ଫିଟ୍‌ କ୍ରିକେଟରମାନଙ୍କ ମଧ୍ୟରୁ ସବୁଠୁ ଆଗରେ। ନିଜ ଶରୀରକୁ ସୁସ୍ଥ ଓ ଫିଟ୍‌ ରଖିବା ପାଇଁ ସେ ବହୁତ ପରିଶ୍ରମ କରନ୍ତି। ପ୍ରତିଦିନ ବ୍ୟାୟାମ କରିବା ସହ ନିଜ ଖାଦ୍ୟକୁ ନିୟନ୍ତ୍ରଣ କରି ଖାଇଥାଆନ୍ତି। ଜାଣନ୍ତୁ ବିରାଟ ସକାଳୁ…
ଅଧିକ ଖବର ଦେଖନ୍ତୁ...

‘ନୋଟବନ୍ଦୀ ପରେ ଅଚଳ ନୋଟ ରଖିଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ’

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗତ ବର୍ଷ ନୋଟ୍‌ ଅଚଳ ଘୋଷଣା କରିବା ପରେ ଯେଉଁମାନେ ରିଜର୍ଭ ବ୍ୟାଙ୍କ୍‌ ଦେଇଥିବା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସେମାନଙ୍କ ଅଚଳ ନୋଟ୍‌କୁ ବ୍ୟାଙ୍କ୍‌ରେ ଜମା କରିନାହାନ୍ତି ସେମାନଙ୍କ ବିରୋଧରେ କୌଣସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ବିରିଡିରେ ବୋମା ମାଡ, ଜଣେ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ବିରିଡି ବ୍ଲକ୍‌ ଅଢ଼ଙ୍ଗଗଡ଼ ନାଇଲୋ ସାହିରେ ସୋମବାର ବୋମାମାଡ ହୋଇଛି। ସୂଚନାଯୋଗ୍ୟ, ଅଢ଼ଙ୍ଗଗଡ଼ର ନାଇଲୋ ସାହିର ବାସିନ୍ଦା ସୁଶାନ୍ତ ଦାସ ଓରଫ ବଚୁ ସୋମବାର ଘରପାଖରେ ବସିଥିବା ଥିବା ସମୟରେ ଦୁଇଜଣ ଅଚିହ୍ନା ଯୁବକ ଆସି ବୋମା ମାଡ କରିଥିଲେ। ଏହି ବୋମାମାଡରେ ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...