Daily Archives

November 6, 2017

ନିର୍ମଳା ସୀତାରମଣଙ୍କ ଅରୁଣାଚଳ ଗସ୍ତକୁ ଚୀନର ବିରୋଧ

ବେଜିଂ:  ଅରୁଣାଚଳ ପ୍ରଦେଶକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଗସ୍ତକୁ ବିରୋଧ କରିଛି ଚୀନ। ଏ ନେଇ ସୋମବାର ଚୀନ ପକ୍ଷରୁ କୁହାଯାଇଛି କି ସୀତାରମଣଙ୍କର ଏପରି ଗସ୍ତ ସୀମାର ଶାନ୍ତିପୂର୍ଣ୍ଣ ପରିସ୍ଥିତି ରକ୍ଷା ପାଇଁ ଅନୁକୂଳ ନୁହେଁ। ଏଠାରେ ଜଣାଇ ଦେଉଛୁ କି  ସୀତାରମଣ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଏହି ବଲିଉଡ୍‌ ଅଭିନେତ୍ରୀମାନଙ୍କର ରହିଛି ସଲମାନଙ୍କ ସହ କାମ କରିବାର ଇଚ୍ଛା!

ବଲିଉଡର ସୁପରଷ୍ଟାର ଏବଂ ବ୍ୟାଚଲର ଭାଇଜାନ୍‌ ସଲମାନ ଖାନ୍‌ଙ୍କ କ୍ରେଜ୍‌ ସମସ୍ତଙ୍କ ମଧ୍ୟରେ ରହିଛି । ବଲିଉଡ କଳାକାରମାନଙ୍କଠୁ ଆରମ୍ଭ କରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସହ କାମ କରିବାକୁ ଚାହାନ୍ତି । ବୟସ ବଢ଼ିବା ସହିତ ତାଙ୍କ କ୍ରେଜ୍‌ ମଧ୍ୟ ବଢ଼ିବାରେ ଲାଗିଛି । ଦୀର୍ଘ ତିନି…
ଅଧିକ ଖବର ଦେଖନ୍ତୁ...

ପ୍ରତି ଜିଲ୍ଲାରେ ଗୌଶାଳା ନିର୍ମାଣ କରିବ ଉତ୍ତରପ୍ରଦେଶ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଯଦି କୌଣସି ବ୍ୟକ୍ତିବିଶେଷ ଗାଈମାନଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରେ (ଗୋହତ୍ୟା କରିବା କଥା ଛାଡ଼) ତାଙ୍କୁ ଜେଲ୍‌ ଦଣ୍ଡ ମିଳିବ ବୋଲି କହିବା ସହ ଯୋଗୀ ଆଦିତ୍ୟନାଥ କହିଛନ୍ତି କି ରାଜ୍ୟରେ ଥିବା ସମୁଦାୟ ୭୫ଟି ଜିଲ୍ଲାରେ ଗୌଶାଳା ସରକାର ନିର୍ମାଣ କରିବେ। ରାଜ୍ୟ ସରକାର ନୁହେଁ…
ଅଧିକ ଖବର ଦେଖନ୍ତୁ...

ସିଦ୍ଧାର୍ଥ-ଆଲିଆ ପୁଣି ଚର୍ଚ୍ଚାରେ !

ବଲିଉଡ଼୍‍ର ଲଭ ବାର୍ଡ଼ସ ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିୟା ମଟ୍ଟଙ୍କ ଆଫେଆରକୁ ନେଇ ଚର୍ଚ୍ଚା ପ୍ରାୟ ଚାରିବର୍ଷ ଧରି ଲାଗି ରହିଛି। ଏ ଦୁହେଁ କରଣ ଜୋହରଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦ ଷ୍ଟୁଡ଼େଣ୍ଟ୍‌ ଅଫ୍‌ ଦି ଇୟର୍‌’ସିନେମା ଜରିଆରେ ଡ଼େବ୍ୟୁ କରିଥିଲେ। ସିଦ୍ଧାର୍ଥ ଓ ଆଲିଆ ଖୁବ୍‌ ଅନ୍ତରଙ୍ଗ…
ଅଧିକ ଖବର ଦେଖନ୍ତୁ...

ଚାଷୀ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି କୃଷିମନ୍ତ୍ରୀଙ୍କ ଘରେ ଧସେଇ ପଶିଲେ ବିକ୍ଷୋଭକାରୀ

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ପଦକ୍ଷେପ ନେବା ଦାବିରେ ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନର କର୍ମକର୍ତ୍ତାମାନେ କୃଷିମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ଘର ଭିିତରକୁ ଧସେଇ ପଶିଛନ୍ତି। ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ନେଇ ଆଜି ନବନିର୍ମାଣ ଯୁବଛାତ୍ର ସଙ୍ଗଠନ ପକ୍ଷରୁ କୃଷିମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଧାୟକ  ପ୍ରଭାତ ତ୍ରିପାଠୀଙ୍କ ଜାମିନ ବିରୋଧରେ ସିବିଆଇ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ଚିଟ୍‌ ଫଣ୍ଡ ମାମଲାରେ ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଓଡ଼ିଶା ହାଇକୋର୍ଟ ଦେଇଥିବା ଜାମିନ୍‌  ରାୟକୁ କାଏମ ରଖିଛନ୍ତି ସୁପ୍ରିମ କୋର୍ଟ।  ଶ୍ରୀ ତ୍ରିପାଠୀଙ୍କୁ ଜାମିନ୍‌ ପ୍ରଦାନ କଲେ ସେ ତଦନ୍ତ ପ୍ରକିୟାକୁ ପ୍ରଭାବିତ କର ପାରନ୍ତି ବୋଲି ଦର୍ଶାଇ ଓଡ଼ିଶା ହାଇକୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

ଘୋଡ଼ାରୁ ପଡ଼ି ୬ ବର୍ଷୀୟ ବାଳିକାର ବ୍ରେନ୍‌-ଡେଥ୍‌

ମୁମ୍ବାଇ: ରବିବାର ସନ୍ଧ୍ୟାରେ କୁପରେଜ୍‌ ଘୋଡ଼ା ଗାର୍ଡେନ୍‌ (ରାଜୀବ ଗାନ୍ଧୀ ଗାର୍ଡେନ୍‌)ରେ ଏକ ଘୋଡ଼ାରୁ ଖସିପଡ଼ି ଜଣେ ଛଅ ବର୍ଷୀୟ ବାଳିକା ସଜାଡ଼ି ନ ହେବା ଭଳି ମସ୍ତିଷ୍କ କ୍ଷତି ଭୋଗୁଛନ୍ତି। ପୁଲିସ କହେ: କେଜିରେ ପଢୁଥିବା ଜାହ୍ନବୀ ଶର୍ମା ଘୋଡ଼ାରେ ଚଢ଼ି ବୁଲୁଥିବାବେଳେ ଖସି ପଡ଼ିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଶୋଇବା ପୂର୍ବରୁ ପିଅନ୍ତୁ ନାହିଁ ଅଧିକ ଜଳ ,କାରଣ ଜାଣନ୍ତୁ

ଶୋଇବା ପୂର୍ବରୁ ଅଧିକାଂଶ ଲୋକଙ୍କର ବିଭିନ୍ନ ଖରାପ ଅଭ୍ୟାସ ରହିଛି। କିଛି ଲୋକ ଶୋଇବା ପୂର୍ବରୁ ପ୍ରଚୁର ମାତ୍ରାରେ ଜଳ ପିଇଥାନ୍ତି। କାରଣ ସେମାନେ ଭାବନ୍ତି ଯେ ଅଧିକ ପାଣି ପିଇଲେ ରାତିରେ ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ ହେଲେ ଏହା ଭାବିବା ଠିକ୍‌ ନୁହେଁ। ଜାଣନ୍ତୁ କାହିଁକି ଶୟନ ଆଗରୁ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କ ଜୋତା ଧରି ପଛେ ପଛେ ଚାଲିଲେ କର୍ମଚାରୀ

ରାୟଗଡ଼ା: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାୟଗଡ଼ା ଜିଲ୍ଲାରେ ଏକ କର୍ମୀ ସମାବେଶରେ ଯୋଗ ଦେବାକୁ ଆସିଥିବା ବେଳେ ତାଙ୍କ ଜୋତାକୁ ଆଉ ଜଣେ କର୍ମୀ ଧରି ପଛରେ ଚାଲିଚାଲିିଯିବା ଘଟଣା ସମୟ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଆଜି ସକାଳେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ରାୟଗଡ଼ା…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଇଲିଆନା ଡ଼ିକ୍ରୁଜ୍‌ !

ବଲିଉଡ଼୍‍ର ହଟ୍‌ ଆଣ୍ଡ୍‌ ବୋଲ୍‌ଡ଼ ହିରୋଇନ୍‌ ଇଲିଆନା ଡ଼ିକ୍ରୁଜ୍‌ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । କଥା କ’ଣ କି ସେ ନିଜର ଏଭଳି ଗୋପନୀୟ କଥାଟି କହିଛନ୍ତି ଯାହା ଶୁଣିଲେ ବି ସତ ମନେ ହୁଏ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ଇଲିଆନା ତାଙ୍କ ଶେଷ ଫିଲ୍ମ ‘ବାଦ୍‌ଶାହା’’ପାଇଁ ଚର୍ଚ୍ଚାରେ…
ଅଧିକ ଖବର ଦେଖନ୍ତୁ...