Daily Archives

February 15, 2018

ଅନ୍ୟଜଣଙ୍କ ଫୋନ୍‌ କଲ୍‌ର କଥାବାର୍ତ୍ତା ଶୁଣିବା ପାଇଁ ଏହି ଟ୍ରିକ୍‌ ଆପଣାନ୍ତୁ

ଗୁଗଲ୍‌ ପ୍ଲେ ଷ୍ଟୋର୍‌ରେ ଏକ ଏମିତି ଏକ ଆପ୍‌ ରହିଛି ଯାହା ସାହାଯ୍ୟରେ ଆପଣଙ୍କ ଅନୁପସ୍ଥିତିରେ ଫୋନ୍‌ରେ କିଏ କ’ଣ କହୁଛି, ସେ ସମସ୍ତ କଥାବାର୍ତ୍ତା ଶୁଣି ପାରିବେ। ଏହାର ବଡ଼ କଥାଟି ହେଉଛି, ଆପଣ ଯାହାର ଫୋନ୍‌ କଲ୍‌ ଶୁଣୁଛନ୍ତି ସିଏ ମଧ୍ୟ ଏ କତା ଜାଣି ପାରିବେନି। ଯେଉଁ…
ଅଧିକ ଖବର ଦେଖନ୍ତୁ...

ମାରଣା ଗାଈ ଭୁଷାରୁ ଭାଇକୁ ରକ୍ଷାକଲା ୮ ବର୍ଷୀୟ ବାଳିକା

କାର୍‌ଓ୍ଵାର୍‌: ଜଣେ ୮ ବର୍ଷୀୟ ବାଳିକାର ଉପସ୍ଥିତ ବୁଦ୍ଧି ତା’ର ୨ ବର୍ଷିୟ ଭାଇକୁ ମାରଣା ଗାଈ ଭୁଷାରୁ ରକ୍ଷା କରିଛି। ମଙ୍ଗଳବାର ଦିନ ହୋନ୍ନାବର ତାଲୁକରେ ନବିଲାଗାଓ୍ଵଁରେ ଘଟିଥିବା ଏହି ଘଟଣା ସିିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ଏଲ୍‌ଆଇସି ଆଡ୍‌ଭାଇଜର୍‌ ଏବଂ ଗହଣା ବିକ୍ରେତା…
ଅଧିକ ଖବର ଦେଖନ୍ତୁ...

ପାଞ୍ଚ ବର୍ଷ ହେବ ଏକାଠି ଆସି ନାହାନ୍ତି ଏ ଦୁଇ ଓଲିଉଡ଼୍‍ ସୁପରଷ୍ଟାର୍‌ !

ଭୁବନେଶ୍ୱର : ଜଣେ ଓଲିଉଡ଼୍‍ର ମେଗାଷ୍ଟାର୍‌ ଓ ଆଉ ଜଣେ ସୁପରଷ୍ଟାର୍‌ । ଉଭୟଙ୍କର ଫ୍ୟାନ୍‌ ଫଲୋଅର୍ସଙ୍କ ସଂଖ୍ୟା ବି କିଛି କମ୍‌ ନୁହେଁ।ଏମାନଙ୍କ ମଧ୍ୟରୁ ଜଣେ ହେଲେ ସିଦ୍ଧାନ୍ତ ମହାପାତ୍ର ଓ ଆର ଜଣକ ହେଲେ ଅନୁଭବ ମହାନ୍ତି। ଉଭୟ ସିଦ୍ଧାନ୍ତ ଓ ଅନୁଭବଙ୍କୁ ପ୍ରଥମେ ଗୋଟିଏ ସିନେମାରେ ଏକାଠି…
ଅଧିକ ଖବର ଦେଖନ୍ତୁ...

ପିଏନ୍‌ବି ଠକେଇ ମାମଲା: ବିଭିନ୍ନ ସହରରେ ଥିବା ନିରବ ମୋଦି ସୋ’ରୁମ୍‌ରେ ଚଢ଼ଉ କଲା ଇଡି

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦେଶାଳୟର ଟିମ୍‌ ବିଭିନ୍ନ ସହରରେ ଥିବା ନିରବ ମୋଦିଙ୍କ ସୋ’ରୁମ୍‌ ଏବଂ ଅଫିସ୍‌ରେ ଚଢ଼ଉ କରିଛି। ୧୧, ୩୪୬ କୋଟି ଠକେଇ ମାମଲାର ମୁଖ୍ୟ ବିଲିୟନେୟାର୍‌ ହୀରା ଗହଣା ବ୍ୟବସାୟୀ ନିରବ ମୋଦି ଏବଂ ଅନ୍ୟାନ୍ୟ ଉଧାରକାରୀଙ୍କ ଉପରେ ମଧ୍ୟ ଚଢ଼ଉ କରାଯାଇଥିବା ଅନୁମାନ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଦଳର ଜର୍ସି ଉନ୍ମୋଚନ କଲେ

ନୂଆଦିଲ୍ଲୀ: ଆଗାମୀ ୫ ବର୍ଷ ପାଇଁ ଓଡ଼ିଶା ଭାରତୀୟ ମହିଳା ଓ ପୁରଷ ହକି ଦଳର ପ୍ରଯୋଜକ ରହିବ। ଆଜି ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କରିବା ସହି ରାଜ୍ୟ ସରକାର ହକିର ପ୍ରଚାର ଓ ପ୍ରସାର ପାଇଁ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ସ୍ଲିମ୍‌ଟ୍ରିମ୍‌ ରହିବାକୁ ଚାହୁଁଥିଲେ ବୟଫ୍ରେଣ୍ଡଙ୍କଠୁ  ଦୂରରେ ରହନ୍ତୁ , ଜାଣନ୍ତୁ କାରଣ 

ଆଜିକାଲିର ଯୁବକ ଯୁବତୀମାନେ ଯେପର୍ଯ୍ୟନ୍ତ ବୟଫ୍ରେଣ୍ଡ ବା ଗର୍ଲଫ୍ରେଣ୍ଡ ପାଇ ନାହାନ୍ତି ସେଯାଏଁ  ବସି ପାରନ୍ତି ନାହିଁ। ଏମାନଙ୍କ ମଧ୍ୟରୁ ଅନେକ ଏପରି ବି ଅଛନ୍ତି ଯେଉଁମାନେ ଏକ ସମୟରେ  ଅଧିକ ସଂଖ୍ୟକ ବୟଫ୍ରେଣ୍ଡ ବା ଗର୍ଲଫ୍ରେଣ୍ଡ ବନାଇ ଥାନ୍ତିି । ଏକ ଅଧ୍ୟୟନରୁ ଜଣାଯାଇଛି ଯେ ଯେଉଁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରର ବାଲାକୋଟ୍‌ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ ବିଫଳ କଲା ସେନା

ଜମ୍ମୁ: ଗୁରୁବାର ଦିନ ଜମ୍ମୁ ଏବଂ କଶ୍ମୀରର ପୁଞ୍ଚ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ସେନା ଏକ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଇଛି। ସଜାଗ ଥିବା ସେନାବାହିନୀ ସୈନିକମାନେ ଗୁରୁବାର ପ୍ରତ୍ୟୁଷରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ବାଲାକୋଟ୍‌ ଅଞ୍ଚଳରେ ସନ୍ଦେହଜନକ ଚଳପ୍ରଚଳ ଦେଖିଥିଲେ।…
ଅଧିକ ଖବର ଦେଖନ୍ତୁ...

ରିଲିଜ୍‌ ହେଲା ରତିକାନ୍ତ ଶତପଥୀଙ୍କ ନୂଆ ଭିଡିଓ ଆଲବମ୍‌‘ ମଥାନେ ଡାକିଲା କାଉ…’

ଭୁବନେଶ୍ୱର: ଭାଲେଣ୍ଟାଇନସ ଡେ ଅବସରରେ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ରତିକାନ୍ତ ଶତପଥୀଙ୍କ ପରିକଳ୍ପନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ଏକ ରୋମାଣ୍ଟିକ୍‌ ଭିଡିଓ ଆଲବମ୍‌ ରିଲିଜ୍‌ ହୋଇଛି। ‘ମଥାନେ ଡାକିଲା କାଉ, ରାତି ପାହୁ ପାହୁ...’ ଶୀର୍ଷକ ଏହି ମ୍ୟୁଜିକ୍‌ ଆଲବମ୍‌ରେ ଶ୍ରୀ ଶତପଥୀ ନିଜେ…
ଅଧିକ ଖବର ଦେଖନ୍ତୁ...

ଗୋ-କାର୍ଟରେ ଚୁଟି ଲାଗିଯିବାରୁ ଖପୁରି ଛାଲ ଉପୁଡ଼ି ଯାଇ ଯୁବତୀଙ୍କ ମୃତ୍ୟୁ

ଚଣ୍ଡିଗଡ଼: ବୁଧବାର ଅପରାହ୍ଣରେ ଗୋଟାଏ ବିଚିତ୍ର ଦୁର୍ଘଟଣା ଯୋଗୁଁ ଜଣେ ୨୮ବର୍ଷୀୟ ଯୁବତୀଙ୍କର ଦେହାନ୍ତ ହୋଇଯାଇଛି। ପିଞ୍ଜୋର୍‌ସ୍ଥିତ ଯାଦବୀନ୍ଦ୍ର ଗାର୍ଡେନ୍‌ସ୍‌ ନିକଟରେ ଥିବା ଏକ ପ୍ରମୋଦ ଉଦ୍ୟାନରେ ଥିବା କୋଟିଏ ଗୋ-କାର୍ଟର (ଛୋଟ ଓ ହାଲୁକା ରେସିଙ୍ଗ୍‌ କାର୍‌) ଚକରେ ସେ ଯୁବତୀଙ୍କ କେଶ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଲୁଟ୍‌ ଉଦ୍ୟମ ବେଳେ ଜଳିଗଲା ଏଟିଏମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଉତ୍ତରେଶ୍ୱର ଛକରେ ଥିବା ବ୍ୟାଙ୍କ୍‌ ଅଫ ଇଣ୍ଡିଆର ଏକ ଏଟିଏମକୁ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଛନ୍ତି। ଲୁଟ୍‌ ଉଦ୍ୟମ ବେଳେ ଏଟିଏରେ ସର୍ଟ ସର୍କିଟ ହେବାରୁ ଏଥିରେ ନିଆଁ ଲାଗିଯାଇଛି। ଫଳରେ ଏଟିଏମରେ ଥିବା ଲକ୍ଷ ଲକ୍ଷ ଟଙ୍କା ପୋଡ଼ି ପାଉଁଶ…
ଅଧିକ ଖବର ଦେଖନ୍ତୁ...