Daily Archives

March 1, 2018

ଖଲିସ୍ଥାନୀ ଆତଙ୍କବାଦୀ ଅଟଓ୍ଵଲକୁ  ନିମନ୍ତ୍ରଣ କରିବା ମହଙ୍ଗା ହେଲା : କାନାଡା ସଂସଦରେ ପ୍ରଧାନମନ୍ତ୍ରୀ ଟ୍ରୁଡେୟୁଙ୍କୁ…

ଟୋରୋଣ୍ଟୋ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡେୟୁ ଗତ ସପ୍ତାହରେ ଭାରତ ଗସ୍ତରେ ଆସିଥିବା ବେଳେ, ତାଙ୍କ ସ୍ୱାଗତ ପାଇଁ କାନାଡା ଦୂତାବାସ ପକ୍ଷରୁ ଆୟୋଜିତ ଏକ ରାତ୍ରଭୋଜିରେ ଜନୈକ ଅଭିଯୁକ୍ତ ଖଲିସ୍ଥାନୀ ଆତଙ୍କବାଦୀ ଜସପାଲ୍‌ ଅଟ୍ଵଲଙ୍କୁ ନିମନ୍ତ୍ରଣ କରାଯିବା ଘଟଣା ଏବେ କାନାଡା…
ଅଧିକ ଖବର ଦେଖନ୍ତୁ...

ମହେନ୍ଦ୍ର ସିଂହ ଧୋନି ହେଲମେଟରେ କାହିଁକି ତ୍ରିରଙ୍ଗା ଲଗାଇବା ଛାଡ଼ି ଦେଇଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଖେଳାଳିମାନେ ଦେଶପ୍ରତି ଥିବା ଭଲପାଇବାକୁ ବିଭିନ୍ନ ଜରିଆରେ ଦର୍ଶାଇ ଥାଆନ୍ତି। କ୍ରିକେଟ ଖେଳାଳିଙ୍କ କଥା କହିବା ତ ସେମାନେ ନିଜନିଜ ହେଲମେଟରେ ତ୍ରିରଙ୍ଗାକୁ ଲଗାଇ ଥାଆନ୍ତି। ଏହି ଟ୍ରେଣ୍ଡ ସଚିନ୍‌ ତେନ୍ଦୁଲକରଙ୍କଠାରୁ ଆରମ୍ଭ ହୋଇଛି। ସେବେଠାରୁ ଏଯାବତ୍‌ ଏହି ଟ୍ରେଣ୍ଡ…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ହୋଲି ଉପହାର, ଅଣସବସୀଡି ଏଲପିଜି ଦର ୪୭ ଟଙ୍କା କମିଲା

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସାଧାରଣ ଖାଉଟିଙ୍କ ପାଇଁ ହୋଲି ଉପହାର ଘୋଷଣା କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଘରୋଇ ରନ୍ଧନ ଗ୍ୟାସ (ଏଲପିଜି)ର ମୂଲ୍ୟ ହ୍ରାସ କରିଛନ୍ତି । ଅଣସବସୀଡି ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୪୭ ଟଙ୍କା ଓ ସବସୀଡିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୩ ସାଂସଦଙ୍କ ସମେତ ୧୬ ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ପାଇଁ ନିର୍ବାଚନ ମାର୍ଚ୍ଚ ୨୩ରେ

ନୂଆଦିଲ୍ଲୀ: ଆସନ୍ତା ଅପ୍ରେଲ ମାସରେ କାର୍ଯ୍ୟକାଳ ଶେଷ ହେଉଥିବା ଦେଶର ୧୬ଟି ରାଜ୍ୟର ୫୮ ଜଣ ରାଜ୍ୟସଭା ସାଂସଦଙ୍କ ସ୍ଥାନରେ ନୂତନ ସାଂସଦଙ୍କୁ ନିର୍ବାଚିତ କରିବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଲିଥିବା…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ହେଲା ଷ୍ଟେଟ ବ୍ୟାଙ୍କ ଋଣ ସୁଧହାର

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଗୁରୁବାରଦିନ ନିଜର ମାର୍ଜିନାଲ କଷ୍ଟ ବେସଡ୍‌ ଲେଣ୍ଡିଂ ରେଟ୍‌ (ଏମସିଏଲଆର) ବୃଦ୍ଧି କରିଛି । ବିଭିନ୍ନ ମାଚ୍ୟୁରିଟି ପାଇଁ ଏହି ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଷ୍ଟେଟ ବ୍ୟାଙ୍କ ଋଣ ସୁଧହାର ମହଙ୍ଗା ହେବା ସହ ମାସିକ କିସ୍ତି ବା ଇଏମଆଇ ବୃଦ୍ଧି ପାଇବ…
ଅଧିକ ଖବର ଦେଖନ୍ତୁ...

ବୁଦ୍ଧିମାନ ବ୍ୟକ୍ତିଙ୍କ ଭିତରେ ମଧ୍ୟ ରହିଥାଏ ଏହି ଖରାପ ଅଭ୍ୟାସ: କ’ଣ ଆପଣଙ୍କର ବି ଅଛି ଏପରି ଅଭ୍ୟାସ

ମନୁଷ୍ୟର ମସ୍ତିଷ୍କ ସମାନ ରହିଥିଲେ ମଧ୍ୟ ସମସ୍ତଙ୍କ ଠାରେ ଜ୍ଞାନ ଭିନ୍ନ ଭିନ୍ନ ରହିଥାଏ । କିଛି ବ୍ୟକ୍ତି ବୁଦ୍ଧିମାନ , କିଛି କମ ବୁଦ୍ଧିମାନ ଏବଂ କିଛି ମନ୍ଦବୁଦ୍ଧିର ହୋଇଥାନ୍ତି । ବୁଦ୍ଧିମାନ ଲୋକଙ୍କ ପାଖରେ ସମସ୍ତ ପ୍ରଶ୍ନର ଉତ୍ତର ରହିବା ସହ ସମସ୍ତ ଅସୁବିଧାର ସମାଧାନ ରହିଥାଏ । କଥାରେ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଓଲଟି ନାବାଳକ ଶ୍ରମିକର ମୃତ୍ୟୁ

ଭଦ୍ରକ: ଭଦ୍ରକ ଚାନ୍ଦବାଲିସ୍ଥିତ ଓରାସାଇ ପଞ୍ଚାୟତର ନେଡୁଆଳି ଗ୍ରାମରେ ଟ୍ରାକ୍ଟର ଓଲଟି ନାବାଳକ ଶ୍ରମିକର ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଚରଦିଆସ୍ଥିତ ନାଥ ମହାଲିକ୍‌ଙ୍କ ପୁଅ ରମାକାନ୍ତ ମହାଲିକ୍‌ ବୟସ ୧୭ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଚାନ୍ଦବାଲିରେ ଓରାସାଇ ପଞ୍ଚାୟତର ନେଡୁଆଳି…
ଅଧିକ ଖବର ଦେଖନ୍ତୁ...

ଆରାଧ୍ୟାଙ୍କ ସ୍କୁଲ୍‌ ଭିଡିଓ ଭାଇରାଲ୍‌: ଲୋକେ କହିଲେ ମିନି ଐଶ୍ୱର୍ଯ୍ୟା

ବଚ୍ଚନ ପରିବାରର କୁନି ସଦସ୍ୟା ଆରାଧ୍ୟା ରାୟ ବଚ୍ଚନଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ଅଛି କି? ମାଆ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ସବୁବେଳେ ଅରାଧ୍ୟାକୁ ନିଜ ସହ ଧରି ବିଭିନ୍ନ ଆଡକୁ ଯିବା ଭିତରେ ଆରାଧ୍ୟା ବି ଲୋକଙ୍କ ନଜରରେ ଜଣେ ମିନି ଷ୍ଟାର୍‌ ପାଲଟି ଯାଇଛନ୍ତି। ଆରାଧ୍ୟା ନିକଟରେ ୬…
ଅଧିକ ଖବର ଦେଖନ୍ତୁ...

ସାମାନ୍ୟ କଥା ପାଇଁ ହଷ୍ଟେଲରେ ସାଙ୍ଗମାନେ ନାବାଳିକାର ଗୁପ୍ତାଙ୍ଗରେ ପୁରାଇଲେ ରଡ

ରାୟପୁର: ଛତିଶଗଡ଼ର ବିଳାସପୁରସ୍ଥିତ ମହିଳା ହଷ୍ଟେଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ କଥାକୁ ନେଇ ଜଣେ ନାବାଳିକାକୁ ତାର ହଷ୍ଟେଲରେ ସାଙ୍ଗମାନେ ମାଡମାରିବା ସହିତ ଗୁପ୍ତାଙ୍ଗରେ ଲୁହା ରଡ ପୁରାଇ ଦେଇଥିବା ଭଳି ଅମାନୁଷିକ କାମ କରିଥିବା ଅଭିଯୋଗ ହୋଇଛି। ଫେବ୍ରୁଆରି ୨୩…
ଅଧିକ ଖବର ଦେଖନ୍ତୁ...

ହୋଲିରେ ନିରବ ମୋଦିଙ୍କ କୁଶପୁତ୍ତଳିକା ଦାହ କରିବେ ମୁମ୍ବାଇବାସୀ

ମୁମ୍ବାଇ : ହୋଲିକୁ ଏକ ନିଆରା ଅନ୍ଦାଜରେ ପାଳନ କରିବାକୁ ଯାଉଛନ୍ତି ମୁମ୍ବାଇବାସୀ । ପିଏନ୍‌ବି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ କୁଶପୁତ୍ତଳିକା ଦାହ କରି ହୋଲିକୁ ମୁମ୍ବାଇବାସୀ ପାଳନ କରିବେ ବୋଲି ଜଣା ପଡ଼ିଛି । ଏଥିପାଇଁ ମୁମ୍ବାଇର ଓ୍ଵର୍ଲିରେ ଥିବା ବିଡ଼ିଡ଼ି ଚୌଲର ଲୋକମାନେ…
ଅଧିକ ଖବର ଦେଖନ୍ତୁ...