Daily Archives

June 10, 2018

ଡାକ୍ତର ଗୋଟିଏ ବଦଳରେ ଓପାଡି ଦେଲେ ଚାରିଟି ଦାନ୍ତ, ଘଟଣାସ୍ଥଳରେ ଉଡ଼ିଗଲା ମହିଳାଙ୍କ ପ୍ରାଣବାୟୁ

ଗୋପାଲପୁର: ବିହାରର ଗୋପାଲପୁରରେ ଜଣେ ମହିଳାଙ୍କୁ ଦାନ୍ତ ଓପାଡିବା ମହଙ୍ଗା ପଡ଼ିଛି। ଦାନ୍ତ ଓପାଡିବା କ୍ଷଣି ମହିଳା ଅଚେତ ହୋଇପଡ଼ିଥିଲେ। କିଛି ସମୟ ପରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଏଭଳି ଅବସ୍ଥା ଦେଖି ଡାକ୍ତର କ୍ଲିନିକ୍‌ ଛାଡ଼ି ଫେରାର ହୋଇଯାଇଥିଲେ। ମହିଳାଙ୍କ ପରିଜନ ରାଗେରେ…
ଅଧିକ ଖବର ଦେଖନ୍ତୁ...

୩ ମିନିଟ୍‌ରେ ଫୁଟିଥିଲା ୨୦୦ଗୁଳି, ଏମିତି ହୋଇଥିଲା ଦିଲ୍ଲୀର ସବୁଠାରୁ ବଡ଼ ଏନ୍‌କାଉଣ୍ଟର

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଛତ୍ରପୁରରେ ଗତ ଶନିବାର ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଏନ୍‌କାଉଣ୍ଟରରେ ୪ଜଣ ଦୁର୍ବୃତ୍ତଙ୍କ ମୃତ୍ୟୁ ହୋଇଛି। ଏହି ଏନ୍‌କାଉଣ୍ଟରରେ କିଛି ପୁଲିସ ବି ଆହତ ହୋଇଛନ୍ତି। ମୃତ ଦୁର୍ବୃତ୍ତମାନଙ୍କ ମଧ୍ୟରେ କୁଖ୍ୟାତ ଅପରାଧି ରାଜେଶ ଭାରତୀ ବି ସାମିଲ ଅଛି। ଭାରତୀ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଏହି ୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ଆଶଙ୍କା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ରବିବାର ପୂର୍ବାନୂମାନ କରିଛି।  ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଦିନ ଆଗୁଆ ଓଡିଶାକୁ ଛୁଇଁ ସାରିଥିବା ବେଳେ ଏହାର ପ୍ରଭାବରେ ଆଜି…
ଅଧିକ ଖବର ଦେଖନ୍ତୁ...

ଶୀଘ୍ର ପତଳା ହେବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ତରିକା

ସଙ୍ଗେ ସଙ୍ଗେ ପତଳା ହେବାକୁ କାହାର ବା ଇଚ୍ଛା ନଥାଏ। ମାତ୍ର ଏହା କ’ଣ ବାସ୍ତବରେ ସମ୍ଭବ? ଆମେ ଚାହିଁବା ମାତ୍ରକେ ପତଳା ହେବା କ’ଣ ଆମ ହାତର କଥା! ତଥାପି ବି ମୋଟାପଣ କମାଇବାକୁ ଆଜିର ଯୁବପିଢ଼ି ନାନା ପ୍ରକାରର ତରିକା ଆପଣାଉଛନ୍ତି। ଆମେ ବି ଆପଣଙ୍କୁ ଭିନ୍ନ ଭିନ୍ନ ତରିକା ସବୁ ବତାଇ ସାରିଛୁ।…
ଅଧିକ ଖବର ଦେଖନ୍ତୁ...

ପେନ୍‌ସନ୍‌ ନମିଳିବାରୁ ଗଳାରେ ନାଗସାପ ଗୁଡ଼ାଇ ତହସିଲଦାରଙ୍କ କାର୍ଯ୍ୟାଳୟରେ କାହିଁକି ପହଞ୍ଚିଲେ ଏହି ବୃଦ୍ଧ ଜାଣନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ଗଡଗ ଜିଲ୍ଲାରେ ଜଣେ ବୃଦ୍ଧଙ୍କୁ ପେନ୍‌ସନ୍‌ ନମିଳିବାରୁ ସେ ବହୁ ଅସୁବିଧାରେ ଥିଲେ। ଏହି ବୃଦ୍ଧଙ୍କୁ ଦୀର୍ଘ ୮ମାସ ହେଲା ପେନ୍‌ସନ୍‌ ମିଳି ନଥିବା ଅଭିଯୋଗ ହୋଇଛି। ସେ ପେନ୍‌ସନ୍‌ ପାଇଁ ଅନେକ ଥର ବ୍ୟାଙ୍କ୍‌ ଯାଇ ଅଧିକାରୀଙ୍କୁ ଗୁହାରି ମଧ୍ୟ କରିଛନ୍ତି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୫ ତାରିଖରେ ରିଲିଜ୍‌ ହେବ ସଲମାନଙ୍କ ‘ରେସ୍‌-୩’

ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଇଦ୍‌ରେ ସଲ୍‌ମାନ୍‌ ଖାଁ ବକ୍ସ୍‍ ଅଫିସ୍‌କୁ ଝଲମଲ କରିବାକୁ ଯାଉଛନ୍ତି। ସଲ୍‌ମାନ୍‌ଙ୍କ ଫିଲ୍ମ ତଥା ଚଳିତ ବର୍ଷର ଅନ୍ୟତମ ପ୍ରତୀକ୍ଷିତ ଫିଲ୍ମ ‘ରେସ୍‌ ୩’ ଏଇ ୧୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ‘ରେସ୍‌’ ସିରିଜ୍‌ର ଏ ତୃତୀୟ ଫିଲ୍ମରେ ପୂର୍ବ ଦୁଇଟି…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଏହି ଗ୍ୟାଙ୍ଗଷ୍ଟାର୍‌କୁ ପୁଲିସ ଏଭଳି ଭାବେ ଗିରଫ କରିଛି

ନୂଆଦିଲ୍ଲୀ: ହରିୟାଣାର ବିଶେଷ କାର୍ଯ୍ୟବଳ (ଏସଟିଏଫ୍‌) ମୋଷ୍ଟୱାନଟେଡ୍‌ ଗ୍ୟାଙ୍ଗଷ୍ଟାର୍‌ ସମ୍ପତ ନେହେରାକୁୁ ପୁଲିସ ହାଇଦ୍ରାବାଦରୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ୨୮ ବର୍ଷୀୟ ଏହି ଗ୍ୟାଙ୍ଗଷ୍ଟାର୍‌ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନଙ୍କୁ ମାରିବାର ପ୍ଲାନିଙ୍ଗ୍‌ କରୁଥିଲା ।…
ଅଧିକ ଖବର ଦେଖନ୍ତୁ...

ଜାଣିଛନ୍ତି କି ! ଏସବୁ ଫଳ ଏବଂ ପରିବା କେତେବେଳେ ଖାଇବା ଉଚିତ ଏବଂ କେତେବେଳେ ଖାଇବା ଅନୁଚିତ

ଆମେ ସେଓ,କଦଳୀ ଓ ଆଳୁ ଭଳି ଫଳ ଓ ପରିବାକୁ ଖାଇବାକୁ ଭଲ ପାଉ। କିନ୍ତୁ ଏସବୁ ଜିନିଷ କେତେବେଳେ ଖାଇଲେ ସବୁଠାରୁ ଅଧିକ ଲାଭପ୍ରଦ,ତାହା ଜାଣିବା ଉଚିତ। ସେଓ:-ସେଓରେ ଫାଇବର୍‌ର ମାତ୍ରା ଅଧିକ ଥାଏ ଓ ଏହା ଭିଟାମିନ୍‌ରେ ବି ଭରପୁର। ହେଲେ ସକାଳେ ଉଠି ଯଦି ଆପଣ ସେଓ ଖାଆନ୍ତି,ତେବେ ତାହା…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨୦୦ ଟଙ୍କା ଖର୍ଚ୍ଚ କରି ଘରେ ବସି ତଆରି କରନ୍ତୁ ହିଡେନ୍‌ CCTV କ୍ୟାମେରା

ପ୍ରଥମେ ଏକ ବଲ୍‌ବ ହୋଲ୍‌ଡର୍‌ ଆଣନ୍ତୁ, ଯାହାର ମୂଲ୍ୟ ମାତ୍ର ୨୦ ଟଙ୍କା। ଏହା ପରେ ଏକ କନେକ୍ସନ୍‌ କେବୁଲ୍‌ ଦରକାର ହେବ, ଯାହାର ମୂଲ୍ୟ ମାତ୍ର ୩୦ ଟଙ୍କା। ଏହା ସହ ଏକ ସିସିଟିଭି କ୍ୟାମେରା ପିସିବି ବୋର୍ଡ୍‌ର ଦରକାର ହେବ, ଯାହାର ହୋଲ୍‌ସେଲ୍‌ ମୂଲ୍ୟ ମାତ୍ର ୧୫୦ ଟଙ୍କା।…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ଟ୍ରେନ୍‌ ଆଗକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ନୂଆପଡ଼ା: ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆପଡ଼ା ରେଳ ଷ୍ଟେସନ୍‌ ନିକଟସ୍ଥ ହଂସପୁରୀ ଗ୍ରାମ ନିକଟରେ ଜଣେ ମହିଳା ଚଳନ୍ତା ରେଳଗାଡ଼ି ଆଗକୁ ଡେଇଁ ଜୀବନ ହାରିଛନ୍ତି। ହଂସପୁରୀ ଗ୍ରାମର ରୁକ୍ମିଣୀ ସାହୁ ନାମ୍ନୀ ୪୫ ବର୍ଷ ବୟସ୍କା ମହିଳା ବିଶାଖାପଟନମରୁ ଦୁର୍ଗ ଅଭିମୁଖେ ଯାଉଥିବା…
ଅଧିକ ଖବର ଦେଖନ୍ତୁ...